Sign in
Sign in
Recover your password.
A password will be e-mailed to you.
ପୁଣି ଜଳିଗଲା ଆଉ ଜଣେ ଝିଅ.
ଗାଇସିଲେଟରୁ ମନ ଦାନସନା / shasak prashasak : ପୁଣି ଜଳିଗଲା ଆଉ ଜଣେ ଝିଅ... ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଫିରିଙ୍ଗିମାଲ ଗ୍ରାମରେ ଦେହରେ ନିଆଁ ଲଗାଇ ଝିଅ ଗୁରୁତର.| ୧୩ ବର୍ଷିୟା ନାବାଳିକାଜଣକ ଦେହରେ ପେଟ୍ରୋଲ ଢାଲି ଆତ୍ମହତ୍ଯା ଉଦ୍ୟମ। ଗୁରୁତର ଅବସ୍ଥାରେ ଭୀମଭୋଇ…
ଉଦ୍ୟୋଗିକତା ଓ ଏଆଇ-ଚାଳିତ ଅଭିବୃଦ୍ଧି ପାଇଁ ପ୍ରତିବଦ୍ଧତା ସହିତ ଶେଷ ହୋଇଛି ପ୍ରଥମ ଟାଇକନ ୨୦୨୫
ଓଡିଶା ଅଭିବୃଦ୍ଧିରେ ଯୋଗ ଦେବା ପାଇଁ ଉଦ୍ୟୋଗୀମାନଙ୍କୁ ଆମନ୍ତ୍ରିତ କରିଛନ୍ତି ମୁଖ୍ୟମନ୍ତ୍ରୀ
ଖୁବ୍ଶୀଘ୍ର ହେବ ଏଆଇ-ଭିତିକ ସ୍ୱାସ୍ଥ୍ୟ ତଦାରଖ: ଡଃ ମୁକେଶ ମହାଲିଙ୍ଗ
ଏହି ଅବସରରେ ଏକାଧିକ ଏମଓୟୁ ସ୍ୱାକ୍ଷରିତ
ଭୁବନେଶ୍ୱର, ୧୦ ଅଗଷ୍ଟ ୨୦୨୫: ଆନ୍ତର୍ଜାତୀୟ ସ୍ତରର ଦୁଇ…
ଭାସମଲ ବିଦ୍ୟା ବାଲାନଙ୍କ ସହିତ ନୂଆ ହେନ୍ନା କ୍ରିମେ ହେୟାର କଲର ଟିଭିସିର ଶୁଭାରମ୍ଭ କରିଛି
ମୁମ୍ବାଇ : ଭାସମଲ, ଭାରତର ଏକ ସବୁଠାରୁ ବିଶ୍ୱାସଯୋଗ୍ୟ ହେୟାର କଲର ବ୍ରାଣ୍ଡ ଦୀର୍ଘ ୬୦ ବର୍ଷରୁ ଅଧିକ ସମୟ ଧରି ଏହାର ବଂଶାନୁକ୍ରମିକତାକୁ ପ୍ରଶସ୍ଥ କରିବା ସହିତ, ଏହାର ଏଇ ନିକଟରେ ଉପସ୍ଥାପିତ ବୈଶିଷ୍ଟ୍ୟକାରୀ ବ୍ରାଣ୍ଡ ଆମ୍ବାସାଡ଼ର ବିଦ୍ୟା ବାଲାନ୍ଙ୍କ ସହିତ ଭାସମଲ ହେନ୍ନା କ୍ରିମେ ହେୟାର…
ନର୍ସିଂ ଛାତ୍ରୀ ମୃତୁ୍ୟ ଘଟଣା: ଅଗଷ୍ଟ ୧୧ରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ବିଜେଡିର ୧୨ ଘଣ୍ଟିଆ ହରତାଳ
ରାଜ୍ୟରେ ନାରୀ ନିର୍ଯାତନା ଘଟଣା ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଥିବା ବେଳେ ଦେଖଣାହାରୀ ସାଜିଛନ୍ତି ରାଜ୍ୟ ସରକାର
ଅପାରଗ ସରକାର ପାଇଁ ଘରୁ ବାହାରିବାକୁ ଡରୁଛନ୍ତି ମହିଳା
ଭୁବନେଶ୍ୱର, ୧୦/୦୮/୨୦୨୫: ରାଇଘର ଡୁମରିମୁଣ୍ଡା ନର୍ସିଂ ଛାତ୍ରୀର ମୃତୁ୍ୟକୁ ତୀବ୍ର ନିନ୍ଦା…
ହୋପ୍ ଫାଉଣ୍ଡେସନ୍ ତରଫରୁ ରକ୍ତଦାନ ଏବଂ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ
ଭୁବନେଶ୍ୱର: ବିଜେବି ନଗର ସ୍ଥିତ ଉର୍ଜା କ୍ଲାସେସ୍ ଶିକ୍ଷାନୁଷ୍ଠାନ ପରିସରରେ ହୋପ୍ ଫାଉଣ୍ଡେସନ୍, ଜୟ ଓଡିଶା ଏବଂ କେୟାର ନେତ୍ରମ୍ ର ମିଳିତ ଆନୁକୂଲ୍ୟରେ ୧୭ତମ ରକ୍ତଦାନ ଶିବିର ଏବଂ ଚକ୍ଷୁ ପରୀକ୍ଷା ସ୍ୱାସ୍ଥ୍ୟ ସେବା ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ…
ସମ୍ମମ୍ ପକ୍ଷରୁ ପୁରୁଷ ଯୌନ ଅକ୍ଷମତା ଏବଂ ବନ୍ଧ୍ୟାତ୍ୱ ସମ୍ପର୍କିିତ ସିଏମ୍ଇ ଆଣ୍ଡ୍ରୋଏକ୍ସଏଲ୍ ୨୦୨୫ ଆୟୋଜିତ
ଭୁବନେଶ୍ୱର, ଅଗଷ୍ଟ ୧୦: ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ପୁରୁଷ ଯୌନ ଅକ୍ଷମତା ଏବଂ ବନ୍ଧ୍ୟାତ୍ୱ ସମ୍ପର୍କିତ କର୍ମଶାଳା ଏବଂ ସିଏମ୍ଇ ଆଣ୍ଡ୍ରୋଏକ୍ସଏଲ୍ ୨୦୨୫ ସଫଳତାର ସହିତ ଆୟୋଜିତ ହୋଇଯାଇଛି ।ଆୟୋଜିତ ଏହି ଦିନିକିଆ କର୍ମଶାଳାରେ ଓଡିଶାର ବିଭିନ୍ନ ସ୍ଥାନରୁ ପୁରୁଷ ଚିକିତ୍ସାବିଜ୍ଞାନୀ…
ଓଡଗାଁ ସମବାୟ ବ୍ୟାଙ୍କ ପ୍ରାଥମିକ କୃଷି ସମବାୟ ସମିତି ସଭାପତି ମାନଙ୍କ ଜରୁରୀ ବୈଠକ
ଓଡଗାଁ,୧୦।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଏକପ୍ରକାର ଦେବାଳିଆ ଅବସ୍ଥାରେ ପହଂଚିଥିବା ବେଳେ ସମବାୟ ସମିତି ସ୍ତରରୁ ଏଥିରୁ ବର୍ତ୍ତିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଏପରିସ୍ଥଳେ ରବିବାର ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ଅନ୍ତର୍ଗତ…
ସାକେରୀ ଓ ଗୋଡ଼ି ପାଟଣାରେ ପାରମ୍ପରିକ କାଠିଯାତ୍ରା
ଓଡ଼ଗାଁ,୧୦।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଗୋଡ଼ିପାଟଣା ଓ ସାକେରି ଗାଁରେ ଅବସ୍ଥିତ ଅଧିଷ୍ଠାତ୍ରୀ ଦେବୀ କାଳିଆ ଷଣ୍ଡ ଶକ୍ତି ପୀଠରେ ପାରମ୍ପରିକ କାଠିଯାତ୍ରା ପର୍ବ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ପରି ଚଳିତବର୍ଷ ଶ୍ରାବଣ ଗହ୍ମା ପୂର୍ଣ୍ଣିମା ତିଥିରେ…
କଷ୍ଟି ଡାକୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନୂତନ ଗୃହ ନିର୍ମାଣ କାର୍ଯ୍ୟ ସରିଲା, ହେଲେ କାର୍ଯ୍ୟରେ ଆସୁନି
ଓଡଗାଁ,୧୦।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା, ନୂଆଗାଁ ବ୍ଳକ ବାହାଡାଝୋଲା କଷ୍ଟିଡାକୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ୧ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ନୂତନ ଗୃହ ନିର୍ମାଣ କାର୍ଯ୍ୟ ସରିଲା। ହେଲେ ଆନୁଷ୍ଠାନିକ ଭାବେ ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର ହୋଇନାହିଁ।…
ପବିତ୍ର ରାକ୍ଷୀ ପୂର୍ଣିମା ଅବସର ରେ ସୁଭଦ୍ରା ଯୋଜନା ର ତୃତୀୟ କିସ୍ତି ବଣ୍ଟନ
ଜଗତସିଂହପୁର: ସମ୍ମାନ ଓ ସମୃଦ୍ଧିର ନାଁ ସୁଭଦ୍ରା ଯୋଜନା। ଏହି ଯୋଜନାର ସଫଳତା ମା' ମାନଙ୍କ ମଧ୍ୟରେ ନୂଆ ଆତ୍ମବିଶ୍ୱାସ ରହିଛି। ସୁଭଦ୍ରା ଯୋଜନାକୁ ଆହୁରି ତ୍ୱରାନ୍ୱିତ କରି ମା' ଓ ଭଉଣୀ ମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ପବିତ୍ର ରାକ୍ଷୀ ପୁର୍ଣିମା ଅବସରରେ…