Sign in
Sign in
Recover your password.
A password will be e-mailed to you.
ଅସ୍ତରଙ୍ଗ ଥାନା ଅଧିକାରୀ ନିଲମ୍ବିତ : ଗଂଜେଇ ଚୋରା ଚାଲାଣ ହେଲା କାଳ l
ଅସ୍ତରଙ୍ଗ:ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାରେ କାର୍ଯ୍ୟରତ ଆଇ ଆଇ ସି ରାଜେଶ ବଳିଆର ସିଂ ଙ୍କୁ ରାଜ୍ୟ ପୋଲିସ ମହା ନିର୍ଦ୍ଧେଶକ ୱାଇ ବି ଖୁରାନିଆ ନିଲମ୍ବିତ କରିଛନ୍ତି l ଶ୍ରୀ ବଳିଆର ସିଂ ଏହା ପୂର୍ବରୁ କୋରାପୁଟ ଜିଲ୍ଲା ର ଜୟପୁର ଟାଉନ ଥାନାରେ ଏସ ଆଇ,ଭାବେ କାର୍ଯ୍ୟରତ ଥିବା ବେଳେ ଗଂଜେଇ…
ଅସ୍ତରଙ୍ଗ ଥାନା ଅଧିକାରୀ ନିଲମ୍ବିତ : ଗଂଜେଇ ଚୋରା ଚାଲାଣ ହେଲା କାଳ l
ଅସ୍ତରଙ୍ଗ:ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାରେ କାର୍ଯ୍ୟରତ ଆଇ ଆଇ ସି ରାଜେଶ ବଳିଆର ସିଂ ଙ୍କୁ ରାଜ୍ୟ ପୋଲିସ ମହା ନିର୍ଦ୍ଧେଶକ ୱାଇ ବି ଖୁରାନିଆ ନିଲମ୍ବିତ କରିଛନ୍ତି l ଶ୍ରୀ ବଳିଆର ସିଂ ଏହା ପୂର୍ବରୁ କୋରାପୁଟ ଜିଲ୍ଲା ର ଜୟପୁର ଟାଉନ ଥାନାରେ ଏସ ଆଇ,ଭାବେ କାର୍ଯ୍ୟରତ ଥିବା ବେଳେ ଗଂଜେଇ…
ସୁବର୍ଣ୍ଣପୁର ଜିଲ୍ଲାରେ ୭୯ ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ ।
ସୁବର୍ଣ୍ଣପୁର, ଶାସକ ପ୍ରସାଶକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଶ୍ରୀ ରାମେଶ୍ୱର ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି l ଏହି ଉତ୍ସବରେ ଓଡିଶା ମାନ୍ୟବର ମନ୍ତ୍ରୀ,ଉଚ୍ଚ ଶିକ୍ଷା, ଓଡ଼ିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ତଥା…
ପଦ୍ମପୁର ନର୍ସିଂ କଲେଜ୍ ରେ ୭୯ତମ ସ୍ଵାଧୀନତା ଦିବସ ପାଳିତ।
ପଦ୍ମପୁର :- ସ୍ଥାନୀୟ ପଦ୍ମପୁର ନର୍ସିଙ୍ଗ କଲେଜ ଠାରେ ୭୯ ତମ ସ୍ୱାଧୀନତା ଦିବସ କଲେଜ ପରିସରରେ ଛାତ୍ରୀ ମାନଙ୍କୁ ନେଇ ମାର୍ଚ୍ଚପାଷ୍ଟ କରାଯାଇଥିଲା । ମୁଖ୍ୟ ଅତିଥି ପଦ୍ମପୁର ସାରଳା କୁମାରୀ ଡାକ୍ତରଖାନା ର ଡାକ୍ତର ଶ୍ରୀ ସଞ୍ଜୟ ନାୟକ (ଅସ୍ତିଶଲ୍ୟ ବିଭାଗ) ଜାତୀୟ ପତାକା ଉତ୍ତୋଳନ କରିଥିଲେ,…
ସଂଗ୍ରାମୀଙ୍କ ବଳିଦାନକୁ ଭୁଲି ହେବନି: ମନ୍ତ୍ରୀ
ବଲାଙ୍ଗୀର: ବଲାଙ୍ଗୀରରେ ଜିଲାସ୍ତରୀୟ ୭୯ତମ ସ୍ବାଧୀନତା ଦିବସ ସମାରୋହ ସ୍ଥାନୀୟ ରିଜର୍ଭ ପୋଲିସ ପଡ଼ିଆରେ ଶୁକ୍ରବାର ପାଳିତ ହୋଇଛି। ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ…
ଟିଟିଲାଗଡ଼ରେ ୭୯ତମ ସ୍ୱାଧୀନତା ଦିବସ ଉତ୍ସାହ-ଉଲ୍ଲାସରେ ପାଳିତ
ଟିଟିଲାଗଡ଼:- ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ଆଜି ସାରାଦେଶ ସହିତ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ରେ ୭୯ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ ଓ ଦେଶଭକ୍ତିର ମହଲରେ ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଆନୁକୂଲ୍ୟରେ ପାଳିତ ହୋଇଥିଲା। ସକାଳ ୯:୧୫ ଟାରେ…
୩୦ ତମ ମହାଲକ୍ଷ୍ମୀ ପୂଜା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ: ଗଠିତ ହେଲା ନୂଆ ପରିଚାଳନା କମିଟି
ବିଜେପୁର :-ସାର୍ବଜନୀନ ମହାଲକ୍ଷ୍ମୀ ପୂଜା ମହୋତ୍ସବ କମିଟୀ ପଡ଼ା ତରଫରୁ ଆସନ୍ତା ମହାଲକ୍ଷ୍ମୀ ପୂଜା ମହୋତ୍ସବ ୨୦୨୫ ପାଇଁ ଶୁକ୍ରବାର ଦିନ ମଧ୍ୟାହ୍ନରେ ଅସ୍ଥାୟୀ ସଭାପତି ଧର୍ମରାଜ ମେହେର ଙ୍କ ସଭାପତିତ୍ବରେ ଲକ୍ଷ୍ମୀ ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ସବୁ ବର୍ଷ ପରି…
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ “ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ” ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶୁକ୍ରବାର ଦିନ ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ "ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ" ଉତ୍ସବ ବଡ଼ ହର୍ଷ ଉଲ୍ଲାସ ଓ ମହାସମାରୋହରେ ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଶିଶୁ ପ୍ରାରମ୍ଭ ଠାରୁ ଦ୍ଵିତୀୟ…
ଉପଖଣ୍ଡ ସ୍ତରୀୟ ୭୯ତମ ସ୍ଵାଧିନତା ଦିବସ-୨୦୨୫ ପାଳନ
ଜୟପୁର ତା.୧୫.୦୮.୨୦୨୫ରିଖ:- ଅଶୋକ ସାହୁ, ଶାସକ ପ୍ରଶାସକ: ଜୟପୁର ଉପଖଣ୍ଡରେ ୭୯ତମ ସ୍ଵାଧୀନତା ଦିବସ ମହୋତ୍ସବ ଜୟପୁର ଦଶହରା ପଢିଆ ଠାରେ ବହୁ ଆଡମ୍ବରରେ ପାଳନ କରାଯାଇଛି । ଏହି ପବିତ୍ର ଦିବସ ଉପଲକ୍ଷେ ଉପଜିଲ୍ଲାପାଳ କୁମାରୀ ଆକବରମ୍ ସସ୍ୟା ରେଡ୍ଡୀ ମହୋଦୟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…
ଭଞ୍ଜନଗରରେ ଉପଖଣ୍ଡସ୍ତରୀୟ ୭୯ ତମ ସ୍ଵାଧୀନତା ଦିବସ ପାଳନ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗରସ୍ଥିତ ପୁରୁଣା ଜେଲ ଗ୍ରାଉଣ୍ଡ ପଡିଆଠାରେ ଉପଖଣ୍ଡସ୍ତରୀୟ ୭୯ ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଜାତୀୟ ଦିବସରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମାଶଙ୍କର ବେହେରା ମୁଖ୍ୟ ଅତିଥିରୂପେ ଯୋଗଦାନ କରି ଶାନ୍ତି,…