ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ୨୦୧୭ ମେଟ୍ରିକ ବ୍ୟାଚର ବନ୍ଧୁମିଳନ

0 1

ବେଲଗୁଣ୍ଠା, – :(ଶିବରାମ ଚୌଧୁରୀ )-:ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ୨୦୧୭ ମେଟ୍ରିକ ବ୍ୟାଚର ବନ୍ଧୁମିଳନକାର୍ଯ୍ୟକ୍ରମ ମାଆ କନ୍ଧୁଣିଦେବୀ ପୀଠରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ମନ୍ଦିର ପୀଠରେ ମାଆ କନ୍ଧୁଣିଦେଵିଙ୍କୁ ସମସ୍ତ ସହପାଠୀ ଏକ ଭକ୍ତିପୂତ ପୂଜାପାଠ କରିଥିଲେ। ପରେ ମନ୍ଦିର ପରିସରରେ ଏକ ସାଙ୍ଗଠନିକ ବୈଠକ କରି ସମସ୍ତ ବନ୍ଧୁ ମାନଙ୍କ ଭିତରେ ଏକ ଭାଇଚାରାର ଯୋଗସୂତ୍ର ରଖି ଦୁଃଖ ସୁଖରେ ଭାଗିଦାରୀ ହେବା ପାଇଁ ନିଷ୍ପତି ନିଆଯାଇଥିଲା। ଏବଂ କିଛି ବନ୍ଧୁମାନେ ଉପସ୍ଥିତ ନଥିବା ଯୋଗୁଁ ଦୁଃଖ ପ୍ରକାଶ କରିବା ସହିତ ଆଗାମୀ ବର୍ଷ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯେମିତି ସମସ୍ତେ ମିଶିପାରିବେ ସେ ଉପରେ ଆଲୋଚନା ହୋଇଥିଲା।

Leave A Reply

Your email address will not be published.