କେନ୍ଦୁଝରରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଉନ୍ନୟନ ପ୍ରକଳ୍ପର ସମୀକ୍ଷା ଓ ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପର କ୍ଷେତ୍ର…

କେନ୍ଦୁଝର,ତା୨୧/୮- କେନ୍ଦୁଝର ଜିଲ୍ଲାର ପ୍ରମୁଖ ଭିତ୍ତିଭୂମି ଏବଂ ବିକାଶ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀ ସଚିନ ଆର. ଯାଧବ।ସ୍ଥାନୀୟ ଦରବାର ହଲରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶ୍ରୀ ଯାଧବ ଶିଳ୍ପ, ପରିବହନ, ଜଳ ସମ୍ପଦ ଓ ଜଳସେଚନ, କ୍ରୀଡା,…

ବଡ଼ ଦୋଡ଼ଙ୍ଗା ଗ୍ରାମରେ ସବର୍ଣ୍ଣ ଅସବର୍ଣ୍ଣ ମଧ୍ୟରେ ବିବାଦ ରୋକିବା ନିମନ୍ତେ ଶାନ୍ତି କମିଟି ଗଣ୍ଠି !

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗ୍ରାମରେ ଥିବା ଏକ ବିବାଦୀୟ ଚାଷ ଜମିକୁ ନେଇ ଦୀର୍ଘ ଦିନ ହେବ ମୁହାଁମୁହିଁ ଅବସ୍ଥାରେ ଥିଲେ ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ଦୋଡ଼ଙ୍ଗା ଗ୍ରାମର ସବର୍ଣ୍ଣ ଏବଂ ଅସବର୍ଣ୍ଣ ଗୋଷ୍ଠୀ I ଏନେଇ କୌଣସି ବଡ଼ ଧରଣର ଅପ୍ରୀତିକର ଘଟଣା ଘଟିବା ପୂର୍ବରୁ…

ସିଆରିମାଳ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆସ ସ୍କୁଲ୍ ଯିବା ପଦ ଯାତ୍ରା

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଅଧାରୁ ପାଠ ଛାଡ଼ିଥିବା ଏବଂ ମୂଳରୁ ନାମ ଲେଖାଇ ନଥିବା ଛଅରୁ ଅଠର ବର୍ଷ ବୟସର ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ନିମନ୍ତେ ଆଜି ଗାଙ୍ଗପୁର ଥାନା ଅନ୍ତର୍ଗତ ସିଆରିମାଳ ପ୍ରକଳ୍ପ…

ଡେରାବିଶରେ କୁକୁଡ଼ା ମଡ଼କ, ଚାଷୀଙ୍କ ମୁଣ୍ଡରେ ହାତ ।

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ):କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ଜାଗୁଳାଇପଡା ଅଞ୍ଚଳରେ କୁକୁଡ଼ା ମଡ଼କ ସୃଷ୍ଟି ହୋଇଛି। ଅଚାନକ କୁକୁଡ଼ା ମରିବା ଆରମ୍ଭ ହେବାରୁ ସ୍ଥାନୀୟ କୁକୁଡ଼ା ଚାଷୀ ମୁଣ୍ଡରେ ହାତ ଦେଲେଣି। ପ୍ରାୟ ପ୍ରତ୍ୟେକ ଘର ଓ ଫାର୍ମରେ ଦିନକୁ ଦଶରୁ କୋଡ଼ିଏ…

ବିଜେପୁର ଠାରେ ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ବିଜେପୁର :-ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକ ପରିସରରେ ଆଜି ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ବିଜେପୁର ବ୍ଲକର ବିଭିନ୍ନ ଅଞ୍ଚଳରୁ ଭିନ୍ନକ୍ଷମ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ।ଶିବିରରେ ଅଂଶଗ୍ରହୀତାମାନେ ପ୍ରଥମେ ପଞ୍ଜିକରଣ କରିଥିଲେ। ପରେ,…

ପ୍ରାୟୋଜନ , ପାଳିତ ଯତ୍ନ, ପରବର୍ତ୍ତୀ ଯତ୍ନ ଓ ଅଣଆନୁଷ୍ଠାନିକ ଯତ୍ନ ଉପରେ ଏକ ଦିନିକିଆ କର୍ମଶାଳା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ସମ୍ମେଳନ କକ୍ଷ , ପାରଳାଖେମୁଣ୍ଡି ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ , ଗଜପତି ତରଫରୁ " ପ୍ରାୟୋଜନ , ପାଳିତ ଯତ୍ନ , ପରବର୍ତ୍ତୀ ଯତ୍ନ ଓ ଅଣଆନୁଷ୍ଠାନିକ ଯତ୍ନ ଉପରେ ଏକ ଦିନିକିଆ କର୍ମଶାଳା ” କାର୍ଯ୍ୟକ୍ରମ…

ଅଗଷ୍ଟ ୨୭ରୁ ବାରିପଦାରେ ଅଗ୍ନିବୀର ନିଯୁକ୍ତି ରାଲି: ନିଯୁକ୍ତି ଶିବିରରେ ଯୋଗଦେବେ ୧୨ଗୋଟି ରାଜ୍ୟର ପ୍ରାର୍ଥୀ

ବାରିପଦା :-ବାରିପଦା ଛଉ ପଡିଆ ଠାରେ ଆସନ୍ତା ଅଗଷ୍ଟ ୨୭ ତାରିଖରୁ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ୧୨ଟି ରାଜ୍ୟ ପାଇଁ ଭାରତୀୟ ବାୟୁସେନା ତରଫରୁ ଅଗ୍ନିବୀର ବାୟୁ ନିଯୁକ୍ତି ରାଲି ଅନୁଷ୍ଠିତ ହେବାକୁ ଯାଉଛି. ଏଭଳି ମେଗା ନିଯୁକ୍ତି ରାଲି ପ୍ରଥମ କରି ମୟୁରଭଞ୍ଜ ଜିଲ୍ଲାରେ ଅନୁଷ୍ଠିତ…

ପୁଣି ଛାତ୍ରୀ ଆନ୍ଦୋଳନ, ପ୍ରାଧ୍ୟାପକଙ୍କ ବଦଳି ନିର୍ଦ୍ଦେଶ ବାତିଲ ଦାବି

ବାରିପଦା: କିଛି ଦିନର ବ୍ୟବଧାନ ପରେ ପୁଣି ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କ ଆନ୍ଦୋଳନ ଦେଖିବାକୁ ମିଳିଛି। ଭୂତତ୍ତ୍ଵ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ସତ୍ୟ ସୌରଭ ବେହେରାଙ୍କୁ ଚଳିତ ଶିକ୍ଷାବର୍ଷ ମଝିରେ ହଠାତ୍ କୌଣସି କାରଣ ନଥାଇ ବଦଳି କରାଯାଉଛି। ଯାହାକୁ ପ୍ରତିବାଦ…

ହସ୍ତଶିଳ୍ପ ଗ୍ରାମ ଭାବେ ପରିଚିତ ହେବ ଗୁହାଲଡିହା ଗ୍ରାମ,ଘୋଷଣା କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ସମୃଦ୍ଧ ହସ୍ତଶିଳ୍ପର ପ୍ରଚାର ପ୍ରସାର ହେବ ସହାୟକ   ବାରିପଦା- ଆଦିବାସି ବହୁଳ ମୟୁରଭଞ୍ଜ ଜିଲ୍ଲା ଏକ ସମୃଦ୍ଧ ହସ୍ତଶିଳ୍ପର ପରିଚୟ ବହନ କରିଛି। ଯାହାର କଳା କାରୁକାର୍ଯ୍ୟର ନିଖୁଣତା ଖୁବ ପ୍ରଶଂଶିତ ଅଟେ। ଗାଁ ଗଣ୍ଡାରେ କଳାକାର ମାନଙ୍କ ସୃଜନଶିଲତାର ଏବେ ବିଶ୍ୱସ୍ତରରେ ମଧ୍ୟ ପରିସ୍ଫୁଟିତ…

ଛାତ୍ର ଅନ୍ତେବାସୀକୁ ନିସ୍ତୁକ ମାଡ ମାରିବା ଘଟଣା: ଗିରଫ ହୋଇ ଜେଲ ଗଲା ରୋଷେଇୟା

ମଦ୍ୟପାନ ପାଇଁ ଟଙ୍କା ନଦେବାରୁ ପିଟାମରା କରୁଥିଲା ବାରିପଦା- ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନ ଶାମାଖୁଣ୍ଟା ବ୍ଲକର ରଙ୍ଗାମାଟିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରାବାସରେ ଜଣେ ତୃତୀୟ ଶ୍ରେଣୀ ଛାତ୍ର ଅନ୍ତେବାସୀକୁ ନିସ୍ତୁକ ମାଡ ମାରିବା ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ…