କଳାହାଣ୍ଡି ଜିଲ୍ଲାରେ ଯୌତୁକ ନିଷେଧ ଆଇନ ୧୯୬୧ ଉପରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଆୟୋଜିତ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ, କଳାହାଣ୍ଡି ଦ୍ୱାରା ଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ପରିସରର ସଦଭାବନା ସଭାଗୃହ ଠାରେ “ଯୌତୁକ ନିଷେଧ ଆଇନ, ୧୯୬୧” ବିଷୟରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କାର୍ୟକ୍ରମ ଆୟୋଜିତ ହେଲା। ଏହି ପ୍ରଶିକ୍ଷଣର…

ସଞ୍ଚୟ ପକ୍ଷ ଉପଲକ୍ଷେ ବୃକ୍ଷରୋପଣ ଓ ଆର୍ଥିକ ସଚେତନତା ଶିବିର

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ସଞ୍ଚୟ ପକ୍ଷ ପାଳନ ଉପଲକ୍ଷେ ଆଜି ଶଗଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବୃକ୍ଷରୋପଣ ଓ ଆର୍ଥିକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ସହକାରୀ ନିର୍ଦ୍ଦେଶକ ଜିଲ୍ଲା ସ୍ଵଳ୍ପ ସଞ୍ଚୟ ବିଭାଗ ବିବେକାନନ୍ଦ ମହାନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ବନ୍ଦେ ମାତରମ ର ୧୫୦ ତମ ଜୟନ୍ତୀ ପାଳନ।

  ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବେତଡା ରେ ଉତ୍କଳ ମଣି ଗୋପବନ୍ଧୁ ସଂସ୍କୃତ ମହାବିଦ୍ୟାଳୟ ପରିସର ରେ ବନ୍ଦେ ମାତରଂ ର ୧୫୦ ତମ ଜୟନ୍ତୀ ପାଳନ ହୋଇ ଯାଇଛି। ଏହି ଅବସର ରେ ଆୟୋଜିତ କାର୍ଯ୍ୟ କ୍ରମ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଚିତ୍ତ ରଞ୍ଜନ ପଣ୍ଡା ଙ୍କ…

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆୟୋଜିତ

  ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ସ୍ଥାନୀୟ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପରିସରରେ କଳାହାଣ୍ଡି ଜିଲ୍ଲାସ୍ତରୀୟ ସୁରଭି-୨୦୨୫ ଆୟୋଜିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି…

ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ମେଳା ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ତଥା ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ମେଳା ପ୍ରଦର୍ଶନୀ ଆଜି (ଶନିବାର) ଗଜପତି ଷ୍ଟାଡିୟମ୍ ଠାରେ ପାଳିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖାଦ୍ୟ…

ଓଡିଶା ଡିପ୍ଲୋମା ଇଞ୍ଜିନିଅର ସେବା ସଂଘ ର ବୈଠକ।

ଓଡିଶା ଡିପ୍ଲୋମା ଇଞ୍ଜିନିଅର ସେବା ସଂଘ ମାଲକାନଗିରିର ନିର୍ବାଚନ-୨୦୨୫ ପାଇଁ ଏକ ବୈଠକ ସଙ୍ଘ ଭବନ ଠାରେ ହୋଇଯାଇଛି l ଏଥିରେ କେନ୍ଦ୍ରୀୟ କର୍ମକର୍ତ୍ତା ତଥା ଓଡିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ ର ସଭାପତି ଇଂ. ଶ୍ରୀକାନ୍ତ ମହାପାତ୍ର ଯୋଗ ଦେଇଥିଲେ। ମାଲକାନଗିରି ଶାଖାର ମଣ୍ଡଳ ସଭାପତି…

ଜଣେ ଆଦିମ ଜନଜାତି ଯୁବକ ଡକ୍ଟର ରାମ ଚନ୍ଦ୍ର କ୍ରିସାନିଙ୍କ ପିଏଚଡି ହାସଲ

ମାଲକାନାଗିରି, ତାରିଖ: ୦୮/୧୧.୨୦୨୫: ଅଧ୍ୟବସାୟ ଏବଂ ସମର୍ପଣର ଏକ ପ୍ରେରଣାଦାୟକ କାହାଣୀରେ, ସ୍ୱର୍ଗତ ସାନିଆ କ୍ରିସାନି ଏବଂ ସମ୍ବାରୀ କ୍ରିସାନିଙ୍କ ପୁଅ ଡକ୍ଟର ରାମ ଚନ୍ଦ୍ର କ୍ରିସାନିଙ୍କୁ ଭୁବନେଶ୍ୱରର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ୍ (KISS) ଡିମ୍ଡ୍ ଟୁ ବି…

ସେଲ୍, ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ରାଉରକେଲା ହାପ୍ ମାରାଥନ୍-୨୦୨୬

 ରାଉରକେଲା ଇସ୍ପାତ କାରଖାନା ଦ୍ବାରା ପ୍ରଥମଥର ପାଇଁ ହାପ୍ ମାରାଥନ୍ ଘୋଷଣା ରାଉରକେଲା, (ବସନ୍ତ କୁମାର ଜେନା) : ଭାରତୀୟ ଇସ୍ପାତ ପ୍ରାଧିକରଣ ଲିମିଟେଡ୍ (SAIL)ର ଅଳ୍ପତମ ୟୁନିଟ୍, ରାଉରକେଲା ଇସ୍ପାତ କାରଖାନା (ଆରଏସପି) ପକ୍ଷରୁ ସେଲ୍ ସ୍ଥାପନା ଦିବସ ପାଳନ ଉପଲକ୍ଷେ ଆସନ୍ତା ୨୦୨୬ ମସିହା…

ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ” ର ୧୫୦ ବର୍ଷ ପୂର୍ତ୍ତି ପାଳନ

ଜିଲ୍ଲାରେ ସମବେତ ଭାବେ ଗାନ ହେଲା ବନ୍ଦେ ମାତରମ ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ ର ଆଜି ୧୫୦ ବର୍ଷ ପୂର୍ତ୍ତି ହୋଇଅଛି। ଏହି ଅବସରରେ ରାଜ୍ୟରେ ସମବେତ ଭାବେ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ ଗୀତ ଗାନ କରାଯାଇଅଛି। ଏହା ଛଡ଼ା ସମସ୍ତ ବିଦ୍ୟାଳୟ,…

ଭାରତର ଲୌହ ପୁରୁଷ ସର୍ଦାର ପଟେଲଙ୍କ ୧୫୦ତମ ଜନ୍ମ ଦିବସ ଉପଲକ୍ଷେ ଏକତା ପଦଯାତ୍ରା

"ଯୋଗଦେଲେ ମାନ୍ୟବର ସାଂସଦ, ଜିଲ୍ଲାପାଳ, ବରିଷ୍ଠ ପଦାଧିକାରୀ, ଜନସାଧାରଣ, ଛାତ୍ର ଛାତ୍ରୀ" ରାୟଗଡ:-ତା. ୮/୧୧/୨୫- ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ତଥା ଗୃହ ମନ୍ତ୍ରୀ ଲୌହ ମାନବ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ପାଳନ ଅବସରରେ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ,…