Sign in
Sign in
Recover your password.
A password will be e-mailed to you.
ସାମଗ୍ରିକ ଖୁସିର ମୂଳଦୁଆ ପାଇଁ ‘ଅନୁସନ୍ଧାନ’ ବାଳ-ମୁକୁନ୍ଦ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆମ ପିଲାମାନଙ୍କର ଶରୀର ବଢ଼ୁଛି ଏବଂ ସେମାନଙ୍କ ମନ , ଭାବନା ଏବଂ ସ୍ୱପ୍ନ ମଧ୍ୟ ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ବାଳ-ମୁକୁନ୍ଦ କେନ୍ଦ୍ର ତରଫରୁ ସ୍ଥାନୀୟ ଅର୍ବନ ହଷ୍ଟେଲ ପରିସରରେ ସେଠାର ଅନ୍ତେବାସୀଙ୍କ ଗହଣରେ କେନ୍ଦ୍ର ସଂଯୋଜକ ନିତ୍ୟାନନ୍ଦ…
କୁରାଳ ସୁନାମୁହିଁ ପୂର୍ତ୍ତ ରାସ୍ତାରେ ବୃଦ୍ଧାଙ୍କ ବେକରୁ ସୁନାମାଳ ଛଡାଇ ନେଲେ ୩ ଦୁବୃର୍ତ୍ତ
ଓଡ଼ଗାଁ,୧୦।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ସୁନା ମୁହିଁ ପୁର୍ତ୍ତ ବିଭାଗ ରାସ୍ତାରେ ସନ୍ୟାସୀ ପ୍ରଧାନଙ୍କ ସ୍ତ୍ରୀ କୁନ୍ତଳା ପ୍ରଧାନ ବିଲ କାମ ସାରି ଫେରୁଥିବା ବେଳେ ୩ ଜଣ ଦୁବୃର୍ତ୍ତ ଗୋଟିଏ ବାଇକରେ ଦ୍ରୁତଗତିରେ ଆସି ଅନ୍ଧାରବାଉତି ଠାକୁରାଣୀଙ୍କ…
ୱିନର୍ ବ୍ରାଇଟ୍ ଫ୍ୟୁଚର୍ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ।
ପଦ୍ମପୁର:-ୱିନର୍ ବ୍ରାଇଟ୍ ଫ୍ୟୁଚର୍ ସ୍କୁଲର ଦଶମ ବାର୍ଷିକ ଉତ୍ସବ "ୱିନର୍ ଫେଷ୍ଟ " ଖୁଣ୍ଟପାଲି ସ୍ଥିତ ସ୍କୁଲ ପରିସର ରେ ସମାପନ ହୋଇଯାଇଛି । ଏହି ବାର୍ଷିକ ଉତ୍ସବ ଦୁଇ ଦିନ ଧରି ଚାଲିଥିବା ବେଳେ ନାରୀ ସଶକ୍ତିକରଣ ଉପରେ ଆଧାରିତ ଥିଲା । ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଅପାଲି ଅପରାଜିତା…
ଜାତୀୟ ଆଇନ ସେବା ଦିବସ ପାଳିତ
ଜଗତସିଂହପୁର, ତା ୦୯.୧୧.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧୀକରଣର ତରଫରୁ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧ୍ଯକ୍ଷ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ପତକା ଦେଖାଇ ଏକ ଶୋଭାଯାତ୍ରାକୁ ଶୁଭାରମ୍ଭ…
ସନ୍ଧ୍ୟାରେ ନିଖୋଜ ଯୁବକ ଗୁରୁତର ଅବସ୍ଥାରେ ସକାଳେ ଘରେ ପହଞ୍ଚିଲେ,
ନୟାଗଡ଼ ଏବେ ଚିକିତ୍ସାଧୀନ,ଶିକାର ପାଇଁ ବିଛା ଜାଲରେ ଶିକାରୀ ପଡ଼ିଥିବା ସମ୍ଭାବନା,
ଓଡ଼ଗାଁ,୯।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରୋହିବାଙ୍କ ପଞ୍ଚାୟତ ରୋହିବାଙ୍କ ଗ୍ରାମର ଗୋବିନ୍ଦ ନାୟକ (୩୬) ଶନିବାର ସନ୍ଧ୍ୟା ୫ ଟାରୁ ହଠାତ୍ ନିଖୋଜ ହୋଇଯାଇଥିବା ନେଇ ତାଙ୍କ…
ନିଖୋଜ ନାବାଳିକା ଉଦ୍ଧାର, ଅପହରଣକାରୀ ଯୁବକ ଗିରଫ
ଓଡ଼ଗାଁ,୯।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ହରିପୁର ପଞ୍ଚାୟତ ଭାଟସାହି ଜୟପୁର ଗାଆଁର ତ୍ରିନାଥ ବେହେରା(୨୫)କୁ ନାବାଳିକା ଅପହରଣ ମାମଲାରେ ଓଡ଼ଗାଁ ପୋଲିସ ଗିରଫ କରିଛନ୍ତି । ବାହାଡ଼ାଝୋଲା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ…
୨୦୨୫-୨୭ ପାଇଁ କ୍ରେଡାଇ ଭୁବନେଶ୍ୱର ପକ୍ଷରୁ ନୂଆ ପରିଚାଳନା କମିଟି ଗଠିତ
ବିକାଶ ଓ ନୈତିକ ଅଭ୍ୟାସ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି
ଭୁବନେଶ୍ୱର: ୧୦୦ରୁ ଅଧିକ ଅଗ୍ରଣୀ ଡେଭ୍ଲପରଙ୍କ ପ୍ରତିନିଧିତ୍ୱ କରୁଥିବା କନ୍ଫେଡେରେଶନ ଅଫ୍ ରିଅଲ ଇଷ୍ଟେଟ ଡେଭ୍ଲପର୍ସ ଆସୋସିଏଶନ୍ସ ଅଫ୍ ଇଣ୍ଡିଆ (କ୍ରେଡାଇ)ର ଭୁବନେଶ୍ୱର ଚାପ୍ଟର ପକ୍ଷରୁ ୨୦୨୫-୨୭ ଅବଧି ପାଇଁ ଏହାର…
ସ୍ୱପ୍ନ ଦେଖ, ନମ୍ର ରୁହ, ସଫଳତା ପାଅ: ଏସ୍.ଏନ୍.ସୁବ୍ରମଣ୍ୟମ୍
ଭୁବନେଶ୍ୱର, ୯ ।୧୧: ସ୍ୱପ୍ନ ଦେଖ, ନମ୍ର ରୁହ ଓ ନିଜର ୩୫ ବର୍ଷ ବୟସ ହେବା ପୂର୍ବରୁ କିଛି ସଫଳତା ହାସଲ କରି ଦେଖାଅ ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ କହିଛନ୍ତି କର୍ପୋରେଟ୍ ଇଣ୍ଡିଆର ଅନ୍ୟତମ ପ୍ରମୁଖ ବ୍ୟକ୍ତି, ଲାର୍ସନ୍ ଆଣ୍ଡ୍ ଟୁବ୍ରୋ (ଏଲଆଣ୍ଡଟି) ଅଧ୍ୟକ୍ଷ ଓ ପରିଚାଳନା…
ସୁରଭି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଛାତ୍ରୀଙ୍କ କୃତୀତ୍ୱ ; ସୃଜନଶୀଳ ଲିଖନରେ ତୃପ୍ତିମୟୀ ଏବଂ ପ୍ରବନ୍ଧରେ ଲିପ୍ସାରାଣୀ…
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଶନିବାର ବ୍ରହ୍ମପୁର ଭିଭିଗିରି ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଳକ୍ ଦୁଇ ଜନ ଛାତ୍ରୀ ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପାଇଁ ଯୋଗ୍ୟତା ହାସଲ ବ୍ଳକ୍ ପାଇଁ ଗୌରବ ଆଣିଛନ୍ତି I ସୂଚନା…
ମୋଟରସାଇକେଲ ଧକ୍କାରେ ବୃଦ୍ଧ ଓ ଚାଳକଙ୍କ ମୃତ୍ୟୁ
ବ୍ରହ୍ମପୁର/କୈଳାଶ ଚନ୍ଦ୍ର ଚୌଧୁରୀ: କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ପ୍ରାତଃ ଭ୍ରମଣ କରୁଥିବା ବେଳେ ଉକ୍ତ ଗ୍ରାମର କାଶୀନାଥ ସେଠୀ ନାମକ ଜଣେ ବୃଦ୍ଧଙ୍କୁ ମୋଟରସାଇକେଲ ଧକ୍କା ଦେଇଥିଲା। ଯାହା ଫଳରେ କାଶୀନାଥ ଓ ମୋଟରସାଇକେଲ ଚାଳକ ପୋଲସରା ରାଣୀପଡା ଗ୍ରାମ ର ମିଟୁ…