ବିଜେପୁର ରେ ଆତ୍ମା ର ଗୁରୁତ୍ଵପୂର୍ଣ୍ଣ ବୈଠକ : ଚାଷୀ ଙ୍କୁ ଯୋଗାଇ ଦିଆଯିବ ଆଳୁ ବିହନ

ବିଜେପୁର: ବରଗଡ଼ ଜିଲ୍ଲାର ବିଜେପୁର କୃଷି କାର୍ଯ୍ୟାଳୟରେ ଆଜି ଆତ୍ମା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ରବି ଋତୁ ପାଇଁ ସରକାରଙ୍କ ବିଭିନ୍ନ କୃଷି-ଯୋଜନା, ବ୍ଲକର କୃଷି ଉନ୍ନୟନ, ଜୈବ ଚାଷର ପ୍ରଚାର, ନୂତନ ପ୍ରଯୁକ୍ତିର ବ୍ୟବହାର, କୃଷକ ପ୍ରଶିକ୍ଷଣ ଓ ଯୋଜନାର…

ଆସନ୍ତା ୧୫ ରୁ ୧୮ ଓଡ଼ିଆର୍ଟରେ ଆନ୍ତର୍ଜାତୀୟ ଚିଲିକା ଶେଲଡକ ଲୋକ ସଂସ୍କୃତି ଉତ୍ସବ

ବାଲୁଗାଁ:(ସେକ କୌସର):ଶୁକ୍ରବାର ଅପରାହ୍ନରେ ବଡ଼କୁଳ ସ୍ଥିତ ଓଡ଼ିଆର୍ଟ ସମ୍ମିଳନୀ କକ୍ଷରେ ୧୧ତମ ଆନ୍ତର୍ଜାତୀୟ ଚିଲିକା ଶେଲଡକ ଲୋକ ସଂସ୍କୃତି ଉତ୍ସବ ପାଳନ ଅବସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଚଳିତ ୧୫ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୪ ଦିନ ବ୍ୟାପି ଉତ୍ସବରେ ସୁଦୂର…

ସମସ୍ତ ସରକାରୀ ଏବଂ ଘରୋଇ ଶିକ୍ଷା ଅନୁଷ୍ଠାନରେ ପବିତ୍ର ଶିଶୁ ଦିବସ ପାଳିତ ହୋଇଯାଇଛି I

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ସରକାରୀ ଏବଂ ଘରୋଇ ଶିକ୍ଷା ଅନୁଷ୍ଠାନରେ ପବିତ୍ର ଶିଶୁ ଦିବସ ପାଳିତ ହୋଇଯାଇଛି I ଏହି ଅବସରରେ ଗୋବରା ସ୍ଥିତ ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନରେ ଶିକ୍ଷାବିତ୍ କୁଞ୍ଜବିହାରୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିଶୁ ଦିବସ…

୭୫୦୦ ଲିଟର ପୋଚ ଓ ୯୨୦ ଲିଟର ଚୋରା ଦେଶି ହାତ ରନ୍ଧା ମଦ ଜବତ

 ନବରଙ୍ଗପୁର,ଅଶୋକ ସାହୁ : ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ବାଇଁ, ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସନ୍ଦୀପ ସମ୍ପଦ ମାଡକର ଙ୍କ ନିର୍ଦ୍ଦେଶ କ୍ରମେ ତଥା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରତାପ କୁମାର ଦାସ ଙ୍କ ନିର୍ଦ୍ଦେଶ କ୍ରମେ,  ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ତଥା ଜିଲ୍ଲା ଅବକାରୀ…

ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତା ଦ୍ଵିତୀୟ ଦିବସ

ପଦମପୁର ତା ୧୪/୧୧-ସ୍ଥାନୀୟ ରାଜବୋଡ଼ାସମ୍ବର ଖେଳ ପଡିଆ ଠାରେ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତାର ଦ୍ଵିତୀୟ ଦିବସରେ ବ୍ଲକଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ଝାରବନ୍ଧ ବ୍ଲକ ଶିକ୍ଷାଅଧିକାରୀ ଶୁଭମ କୁମାର ପତି ଓ ସମ୍ମାନୀତ ଅତିଥି ଭାବରେ…

ଏଥଲେଟିକ୍ସ ଚାମ୍ପିୟନସିପରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅଶୋକ ବିଶ୍ବାଳଙ୍କୁ ରାଉରକେଲା ଅରିଜିନାଲ ପାଓ୍ବାର କ୍ଲବ…

ରାଉରକେଲା,(ବସନ୍ତ କୁମାର ଜେନା): ସହରର ଅରିଜିନାଲ୍ ପାୱାର କ୍ଲବ୍ ନିରନ୍ତର କ୍ରୀଡା ଏବଂ ଖେଳାଳିମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରୁଛି। କ୍ଲବ୍‌ର ଉଦ୍ଦେଶ୍ୟ ହେଉଛି ଦେଶର ପ୍ରତିଭାବାନ ଖେଳାଳିମାନଙ୍କୁ ଆଗକୁ ବଢ଼ିବା ପାଇଁ ଆବଶ୍ୟକ ସୁଯୋଗ, ସମର୍ଥନ ଏବଂ ପ୍ଲାଟଫର୍ମ ପ୍ରଦାନ…

ୱିନର୍ ବ୍ରାଇଟ୍ ଫ୍ୟୁଚର୍ ସ୍କୁଲ ରେ ଶିଶୁ ଦିବସ ପାଳିତ।

ପଦ୍ମପୁର:-ୱିନର୍ ବ୍ରାଇଟ୍ ଫ୍ୟୁଚର୍ ସ୍କୁଲ୍ ର ଉଭୟ ପଦ୍ମପୁର ଏବଂ ଖୁଣ୍ଟପାଲି ପରିସରରେ ଶିଶୁ ଦିବସ ପାଳନ କରାଯାଇଥିଲା । ସର୍ବପ୍ରଥମେ ଚନ୍ଦନ ଲଗାଇ ଏବଂ ପୁଷ୍ପବୃଷ୍ଟି କରି ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ୍ ପରିସର କୁ ସ୍ଵାଗତ କରାଯାଇଥିଲା । ଏହି ଉତ୍ସବ ରେ ଶ୍ରୀ ଅଭିଷେକ ମହାନ୍ତି ମୁଖ୍ୟ…

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ଶିଶୁମେଳା ଅନୁଷ୍ଠିତ

ପଦ୍ମପୁର :- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁର ରେ ଶିଶୁମେଳା ଅନୁଷ୍ଠିତ ହୋଇ ଯାଇଛି l ମୂଖ୍ଯ ଅତିଥି ଭାବରେ ରାଜବୋରାସମ୍ବର,ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ (BEO) ଶ୍ରୀଯୁକ୍ତ ଲୋକନାଥ ଭୋଇ ଯୋଗ ଦେଇ ଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଶିଶୁମେଳା କୁ ଉଦ୍‌ଘାଟିତ କରି ଶିଶୁମେଳା ର…

ଶ୍ରୀକୃଷ୍ଣ ସାଂସ୍କୃତିକ କଳା ପରିଷଦ ପକ୍ଷରୁ ମୁକ୍ତମଞ୍ଚ ନାଟକ ମହୋତ୍ସବ-୨୦୨୫ ଆସନ୍ତା ୧୫ରୁ…….

ରାଉରକେଲା,(ବସନ୍ତ କୁମାର ଜେନା) : ଶ୍ରୀକୃଷ୍ଣ ସାଂସ୍କୃତିକ କଳା ପରିଷଦ ପକ୍ଷରୁ ଚଳିତ ମାସରେ ଏହାର ରୌପ୍ୟ ଜୟନ୍ତୀ ସମାରୋହ ପାଳନ କରାଯାଉଛି। ଏହିକ୍ରମରେ ଏକ ମୁକ୍ତମଞ୍ଚ ନାଟକ ମହୋତ୍ସବ-୨୦୨୫ ଆୟୋଜନ କରା‌ଯିବ। ଏହା ଚଳିତ ନଭେମ୍ବର ମାସ ୧୫ ତାରିଖରେ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ…

ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

ଭୁବନେଶ୍ୱର: ଚଳିତବର୍ଷ ମିଳିତ ଜାତିସଂଘ ଓ ବ୍ରାଜିଲ ସରକାରଙ୍କ ମିଳିତ ଆନୁକୂଲ୍ୟରେ ବେଲେମ୍ସ ସହରରେ ଅନୁଷ୍ଠିତ ହେଉଥିବା କପ୍‌ ୩୦ ସମ୍ମିଳନୀରେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ବ୍ରାଜିଲ ପ୍ରଥମ ମହିଳା ସମ୍ମାନନୀୟା ଜାଞ୍ଜାଲୁଲା ଦା ସିଲ୍‌ଭା, ଜର୍ଡାନର ରାଜକୁମାରୀ ଦାନା ଫିରାସ, ଗ୍ଲୋବାଲ…