ଟାଙ୍ଗୀ କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏନ୍ ଏ ସି ଘୋଷଣା କରିଥିଲେ

ଖୋର୍ଦ୍ଧାରୁ( ଶେଖ ଜାଫର) ଖୋର୍ଦ୍ଧା : ଟାଙ୍ଗୀ କୁ  ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ  ପଟନାୟକ  ଏନ୍ ଏ ସି ଘୋଷଣା କରିଥିଲେ ।ହେଲେ ସରକାର ପରିବର୍ତନ ହେବାରୁ   ନୂତନ ସରକାର  ଏହାକୁ କାର୍ଯ୍ୟକାରୀ କରି ନଥିଲେ, ସେଥିପାଇଁ ବିଜେଡି ପକ୍ଷରୁ   ଗତ ଅଗଷ୍ଟ ମାସ ୨୫ ତାରିଖ ରେ…

ପୁଣି ହାତୀ ଖୋଜ ରେ ଫସଲ ନଷ୍ଟ , ଚିନ୍ତାରେ ଚାଷୀ

ଖୋର୍ଦ୍ଧାରୁ (ଶେକ ଜାଫର): ଖୋର୍ଦ୍ଧା: – ବେଗୁନିଆ ବ୍ଲକ ଦେଉଳି ପଂଚାୟତ ଅନ୍ତର୍ଗତ ଦେଉଳି ଗ୍ରାମର କେଳୁ ପରିଡ଼ା, ଗୟାଧର ବାଲିଆରସିଂ ଓ ଗୌରାଙ୍ଗ ମ।ଣିଆ ନିଜ ଜମିରେ ଜହ୍ନି, କାକୁଡି, ବାଇଗଣ, କଲରା, କୋବି ଆଦି ପନିପରିବା ଓ ସେହି ଗ୍ରାମର ମନୋରଞ୍ଜନ ମ।ଣିଆ ଙ୍କ ସହ ବହୁ ଚାଷୀ ଙ୍କ ଧାନ ଫସଲ…

ବାହାଡ଼ାଝୋଲାକୁ ବ୍ଳକ୍ ମାନ୍ୟତା ପ୍ରଦାନ ପାଇଁ ଦାବି,ସାଂସଦଙ୍କୁ ଭେଟିଲେ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ବୃନ୍ଦ

ଓଡଗାଁ,୧।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନୂଆଗାଁ ବ୍ଳକ ବାହାଡାଝୋଲା ଅଞ୍ଚଳର ୬ ଗୋଟି ପଞ୍ଚାୟତକୁ ମିଶାଇ ନୂତନ ବ୍ଳକ୍ ଗଠନ ନିମନ୍ତେ ପ୍ରସ୍ତାବିତ ବ୍ଳକ ଗଠନ କ୍ରିୟାନୁଷ୍ଠାନ କମିଟି ସୋମବାର ଦିନ ଭୁବନେଶ୍ଵର ଓୟୁଏଟି ଅତିଥି ଭବନରେ କନ୍ଧମାଳ ସାଂସଦ ସୁକାନ୍ତ…

ଡେରାବିଶରେ ଲୁଟ ମହିଳାଙ୍କୁ ଚେନ ଛିଣ୍ଡାଇ ପଳାଇଲେ ଲୁଟେରା ।

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ) ଡେରାବିଶ ଥାନା ଅନ୍ତର୍ଗତ କୃଜଙ୍ଗା ଛକ ନିକଟରେ ଆଜି ଦିନ ଦୀପହରେ ଲୁଟ୍ ଘଟଣା ଘଟିଛି। ସୂଚନା ଅନୁସାରେ, ବୀର ନିଳକଣ୍ଠପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଟେଣ୍ଡାଣ୍ଟ ଭାବେ କାମ କରୁଥିବା ଜଣେ ମହିଳାଙ୍କ ବେକରୁ ଲୁଟେରା ହଠାତ୍ ଆକ୍ରମଣ କରି ସୁନା ଚେନ…

ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ୦୧.୦୯.୨୦୨୫ – କଳାହାଣ୍ଡି ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିରରେ ଅତିରିକ୍ତ…

କାଶୀନଗର ଏନ ଏ ସି ର ସୁବର୍ଣ୍ଣମୟ ଜୟନ୍ତୀ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର ପଚାଶ ତମ ସ୍ୱାୟତ୍ତ ଶାସନ ଦିବସ ଯାହାକି ସୁବର୍ଣ୍ଣ ଜୟନ୍ତୀ ଭାବେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ପରିଷଦ ଅଧ୍ୟକ୍ଷା ଏମ.ସୁଦ୍ଧାରାଣୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବାରଣାସୀ ସରକାରୀ ଉଚ୍ଚ…

ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ବିଜେଡି ପକ୍ଷରୁ ସ୍ମାରକପତ୍ର ପ୍ରଦାନ।

ଗଞ୍ଜାମ: ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀ ବିକ୍ରମ କୁମାର ପଣ୍ଡା ଙ୍କ ନେତୃତ୍ୱ ରେ ଆଜି ଗଞ୍ଜାମ ଜିଲ୍ଲାର ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ଏବଂ ସାର ର ଅଭାବ କୁ ନେଇ…

ନୂଆପଡ଼ାରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ନୂଆପଡ଼ା ଜିଲ୍ଲା ରୁ କଳିମ୍ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସଦ୍ଭାବନା ସଭା ଗୃହଠାରେ ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ ସିଂହଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ଶିବିରରେ ମୋଟ…

ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଆବେଦନ ତାରିଖ ବୃଦ୍ଧି

ଭୁବନେଶ୍ୱର ୦୧/୦୯/୨୦୨୫: ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ଆବେଦନ ତାରିଖକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ଆବେଦନର ଶେଷ ତାରିଖ ଅଗଷ୍ଟ ୩୦ ତାରିଖ ରହିଥିଲା । ସାମ୍ବାଦିକମାନଙ୍କ ଅନୁରୋଧ ରକ୍ଷା କରି ରାଜ୍ୟ ସରକାର ଏହି ଆବେଦନର ଶେଷ ତାରିଖକୁ ସେପ୍ଟେମ୍ବର ୮ ତାରିଖ…

ଫ୍ରାନ୍ସ ଓ ହଙ୍ଗେରୀରେ ହେବାକୁଥିବା ଏଫ୍ଆଇଜି ବିଶ୍ୱ ଚ୍ୟାଲେଞ୍ଜ କପ୍ ୨୦୨୫ରେ ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଶା…

ଭୁବନେଶ୍ୱର: ଭାରତୀୟ ଜିମ୍ନାଷ୍ଟିକ୍ସର ବର୍ଦ୍ଧିତ ଶକ୍ତିର ପ୍ରଦର୍ଶନ ସ୍ୱରୂପ, ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର (ଏଚପିସି)ର ୪ ଜଣ ଜିମ୍ନାଷ୍ଟିକ୍ ଙ୍କୁ ଫ୍ରାନ୍ସର ପ୍ୟାରିସ ଏବଂ ହଙ୍ଗେରୀର ସ୍ଜୋମ୍ବାଥେଲିଠାରେ ଆୟୋଜିତ ହେବାକୁଥିବା ସମ୍ମାନଜନକ…