Sign in
Sign in
Recover your password.
A password will be e-mailed to you.
ଓପିଟିସିଏଲ୍ ପକ୍ଷରୁ ୧୩୨/୩୩ ରାଉରକେଲା ଏବଂ ଛେଣ୍ଡ ଗ୍ରୀଡ ସବ୍-ଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି…
ରାଉରକେଲା /ବୁର୍ଲା, (ବସନ୍ତ କୁମାର ଜେନା): ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ୍) ପକ୍ଷରୁ ୧୩୨/୩୩ କେ.ଭି. ଛେଣ୍ଡ ଗ୍ରୀଡ୍ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ରାଉରକେଲା ସହର ସ୍ଥିତ ବିପିୟୁଟ୍, ଛେଣ୍ଡ, କଳିଙ୍ଗ ବିହାର, ପାନପୋଷ,…
ଜମି ମାଫିଆଙ୍କ ନାମରେ ପୁଣି ଏକ ମାମଲା,ଜାଲ୍ ଦସ୍ତଖତରେ ୩ କୋଟି ଟଙ୍କାର ଜମି ହଡପ ଅଭିଯୋଗ,
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଅଞ୍ଚଳର କୁଖ୍ୟାତ ଜମି ମାଫିଆ ନନ୍ଦ କିଶୋର ଗୌଡ଼ ଏକ ଜମି ଜାଲିଆତି ମାମଲାରେ ଏବେ ଜେଲରେ ଥିବା ବେଳେ ଆଜି ଆଉ ଏକ ଅଭିଯୋଗ ପ୍ରକାରେ ଆଉ ଗୋଟିଏ ମାମଲା ରୁଜ୍ଜୁ କରିଛି ବେଲଗୁଣ୍ଠା ପୋଲିସ । ମିଳିଥିବା ଖବର ଅନୁସାରେ, ବ୍ରହ୍ମପୁରରେ ରହୁଥିବା…
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଉଜ୍ଜୟିନୀ-ଓଁକାରେଶ୍ୱର ତୀର୍ଥରେ ଜିଲ୍ଲାରୁ ଗଲେ ୧୦୮ ବରିଷ୍ଠ ନାଗରିକ ।
କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଉଜ୍ଜୟିନୀ-ଓଁକାରେଶ୍ୱର ଅଭିମୁଖେ ତୀର୍ଥଯାତ୍ରାରେ ବାହାରିଲେ କେନ୍ଦ୍ରାପଡ଼ାର ୧୦୮ ତୀର୍ଥଯାତ୍ରୀ | ଆସନ୍ତା କାଲି ଭୁବନେଶ୍ୱରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଯାତ୍ରା ଆରମ୍ଭ କରିବେ | ଏହି ପରିପ୍ରେକ୍ଷୀରେ ଆଜି…
ଅନ୍ତର୍ଜାତୀୟ ଲିଙ୍ଗଭିତ୍ତିକ ଏବଂ ମହିଳା ବିରୋଧୀ ହିଂସା ନିବାରଣ ପକ୍ଷ ପାଳନର ଜିଲ୍ଲା ସ୍ତରୀୟ ଉଦଘାଟନ
ନବରଙ୍ଗପୁର, ଅଶୋକ ସାହୁ,ତା ୨୪.୧୧.୨୦୨୫ରିଖ ରେ ଡାବୁଗାଁ ବ୍ଲକ ର ମିଶନ ଶକ୍ତି ସମ୍ମିଳନୀଗୃହ ଠାରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଏବଂ ୱାନ ଷ୍ଟପ ସେଣ୍ଟର୍ (ଶକ୍ତି ସମ୍ବଳ ) ମିଳିତ ଭାବରେ ୧୬ଦିନିଆ କାର୍ଯ୍ୟକ୍ରମର ଜିଲ୍ଲା ସ୍ତରୀୟ ଉଦ୍ଘାଟନ ହୋଇଯାଇଛି| ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ…
ବାଲି ଏବଂ ପଥର ଚୋରାଚାଲାଣକୁ ରୋକିଲା ବେଲଗୁଣ୍ଠା ପୋଲିସ୍ ; ବାଲି ବୋଝେଇ ପାଞ୍ଚ ଗାଡ଼ି ଜବତ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ ), ରବିବାର ଦିନ ବେଲଗୁଣ୍ଠା ପୋଲିସ୍ ଏକ ବଡ଼ ଧରଣର ଲଘୁ ଖଣିଜ ଚୋରାଚାଲାଣକୁ ରୋକିବାରେ ସକ୍ଷମ ହୋଇଛି I ବେଲଗୁଣ୍ଠା ଥାନା ଅଧିକାରିଣୀ ରେବତୀ ଶବରଙ୍କ ସୂଚନା ପ୍ରକାରେ ରବିବାର ବେଲଗୁଣ୍ଠା ପୋଲିସ୍ ଚଢ଼ାଉ କରି ବାଲି ବୋଝେଇ ହୋଇଥିବା ଦୁଇଟି ଟ୍ରାକ୍ଟର,ଗୋଟିଏ…
ଗୋଷାଣୀ ବ୍ଲକ କତଲକାଇଠା ଗ୍ରାମ ର ବିଭିନ୍ନ ସମସ୍ୟା ବୁଲି ଦେଖିଲେ ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କତଲକଇଠା ଗ୍ରାମ ରେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ପହଞ୍ଚି , ଗ୍ରାମ ର ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଲେ। ଗ୍ରାମବାସି ଙ୍କ ଠାରୁ ଯାହା ବି ସମସ୍ୟା ଗ୍ରାମ ର ରହିଛି ସମସ୍ୟା କୁ ତୁରନ୍ତ ସମାଧାନ କରିବେ…
ବେଲଗୁଣ୍ଠା ସତ୍ୟ ସାଇ ବାବାଙ୍କ ୧୦୦ ତମ ଜନ୍ମ ମହୋତ୍ସବ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ବେଲଗୁଣ୍ଠା ଶ୍ରୀ ସତ୍ୟ ସାଇ ସେବା ସମିତି ପକ୍ଷରୁ ସତ୍ୟ ସାଇ ବାବାଙ୍କ ୧୦୦ ତମ ଜନ୍ମ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି I ଏହି ଅବସରରେ ଶନିବାର ସକାଳ ସାତ ଘଣ୍ଟା ସମୟରେ ଏକ ସୁସଜ୍ଜିତ ରଥରେ ସ୍ଵାମୀଙ୍କ ନଗର ପରିକ୍ରମା କରାଯାଇଥିବା ବେଳେ ଦଶ…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ କୁମୁଲାସିଂ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୀନ୍ଦ୍ର ହନେନାଗା…
କୁମାରୀ ଗୁଣ ଜ୍ଞାନ ଓ ସ୍ଵାସ୍ଥ୍ୟ ଶିବିର
ବ୍ରହ୍ମପୁର: ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଘିକୁଆଁରୀ ଗୁଣ ଜ୍ଞାନ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି କହିଲେ ଘୃତକ଼ୁମାରୀ ରସ ଲଗାଇଲେ ଅପକ୍ଵ ବ୍ରଣ , ଭାତୁଡ଼ି, ଅର୍ଶ,…
ଜାତୀୟ ସଂହତି, ଭାଇଚାରାର ବାର୍ତା ନେଇ ଏକତା ପଦଯାତ୍ରା
କାକଟପୁର -୨୪/୧୧(ପ୍ରକାଶ ଦାଶ):-ଲୌହ ମାନବ ସର୍ଦ୍ଧାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ରବିବାର ଜାତୀୟ ସଂହତି ଓ ଭାଇଚାରାର ବାର୍ତ୍ତା ନେଇ ଏକତା ପଦଯାତ୍ରା ପୁରୀ ଜିଲ୍ଲା କାକଟପୁର ସ୍ଥିତ ବିଶ୍ୱାମିତ୍ର ଆଶ୍ରମ ରୁ ମୋତି କଲ୍ୟାଣୀ ମଣ୍ଡପ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି।…