Sign in
Sign in
Recover your password.
A password will be e-mailed to you.
ବିଜେପୁର ଏସଏଚଜି ଭବନରେ ସେବାପକ୍ଷ କାର୍ଯ୍ୟକ୍ରମ ବୈଠକ
ବିଜେପୁର :-ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକ ଏସଏଚଜି ଭବନ ପ୍ରାଙ୍ଗଣରେ ସେବାପକ୍ଷ କାର୍ଯ୍ୟକ୍ରମ ବୈଠକ ହୋଇଯାଇଛି। ସମାଜର ଉନ୍ନତି, ଜନସଚେତନତା ଓ ସେବାଭାବକୁ ଆଗେଇ ନେବାକୁ ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ହୋଇଥିଲେ।ଏହି ଅବସରରେ ଜିଲ୍ଲା…
କେନ୍ଦ୍ରାପଡ଼ାରେ ଖରସ୍ରୋତା ନଦୀରେ ମହିଳା ଉଦ୍ଧାର ।
କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଆଜି ଏକ ଅପ୍ରୀତିକର ଘଟଣା ସାମ୍ନାକୁ ଆସିଛି। ଗ୍ରାମ ସୀମାରୁ ବହୁଥିବା ଖରସ୍ରୋତା ନଦୀରେ ଜଣେ ମହିଳା ଅଚାନକ ଭାସିଯାଇଥିବା ଦେଖିବାକୁ ମିଳିଥିଲା। ସୂଚନା ଅନୁସାରେ, ଆଜି ପ୍ରାୟ…
ଜିଲ୍ଲା ନୋଡାଲ ସଚିବ ଡ଼.ଏନ ତିରୁମାଲା ନାୟକଙ୍କ ବିକାଶମୂଳକ ସମୀକ୍ଷା ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ବୁଧବାର ) ଜିଲ୍ଲା ନୋଡାଲ ସଚିବ ତଥା ଉପ-ଅଧ୍ୟକ୍ଷ , ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଡ଼.ଏନ ତିରୁମାଲା ନାୟକଙ୍କ ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଆଜି ଦ୍ୱିତୀୟ ଦିନରେ କାଶୀନଗର ବ୍ଲକ୍ ଅନ୍ତର୍ଗତ ଆଲଡ଼ା…
ଶିକ୍ଷୟତ୍ରୀ ସୁର୍ଯ୍ୟମଣି ନାୟକ ଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ।
ବ୍ରହ୍ମପୁର: ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଛତ୍ରପୁର ସ୍ଥିତ ଅନସ୍ଲୋ ହାଇସ୍କୁଲ ରେ ଅନୁଷ୍ଠିତ ହୋଯାଇଅଛି। ଭି ଭି ଗିରି ସରକାରୀ ମହିଳା ମାଧ୍ୟମିକ ବିଦ୍ୟାଳୟ ର ସହକାରୀ ଶିକ୍ଷୟିତ୍ରୀ ସୂର୍ଯ୍ୟମଣି ନାୟକ ଜିଲ୍ଲପାଳ ଭି କୀର୍ତ୍ତି ଭାସନ୍ ଓ ଜିଲ୍ଲା ଶିକ୍ଷାଧିକାରୀ ଅଜୟ…
ନିଶାର୍ଦ୍ଧରେ ଯୁବତୀଙ୍କ ଉନ୍ମତ୍ତ କାଣ୍ଡ
ରାଜଗାଙ୍ଗପୁର/ ବିଷ୍ଣୁ ଭୌମିକ: ରାତି ପ୍ରାୟ ସାଢ଼େ ୧୧ଟା ରେ ଜଣେ ଯୁବତୀ ସୁନ୍ଦରଗଡ଼ ବିଚ ରାସ୍ତାରେ ଉନ୍ମତ୍ତ କାଣ୍ଡ ଘଟାଇ ଥିଲେ। ସେ କେତେବେଳେ ଚଳନ୍ତା ଟ୍ରକକୁ ଅଟକାଉଥିଲେ ତ ଆଉ କେତେ ବେଳେ ଟ୍ରକ ପଛେ ପଛେ ଦୌଡ଼ୁଥିଲେ। ସୋମବାର ରାତିରେ ସଦର ଥାନା ଅନ୍ତର୍ଗତ ଭୋଜପୁର ଏକାମ୍ର ଢାବା…
ଦୁଇ ସନ୍ଦିଗ୍ଧ ଯୁବକ ଗିରଫ ଓ ପିସ୍ତଲ୍ ଜବତ।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର):କୋଟିନଡା ଥାନା ପୋଲିସ୍ ସଦଳବଳେ ପଇଁତରା ମାରୁଥିବା ବେଳେ କେନ୍ଦୁପଦର ଗ୍ରାମ ଉପକଣ୍ଠରେ ଦୁଇ ଯୁବକ କୁ ସନ୍ଦେହ ରେ ଅଟକାଇ ଜେରା କରିଥିଲେ ଓ ଯାଞ୍ଚ ବେଳେ ସେମାନଙ୍କ ଠାରୁ ଏକ ପିସ୍ତଲ୍ ଜବତ କରି ବେଆଇନ୍ ଅସ୍ତ୍ରଶସ୍ତ୍ର କାରବାର ଅଭିଯୋଗରେ ହିଞ୍ଜିଳି…
“ଡିସିବିଏଲର ଇଡି ଚେତନ ଶ୍ରୀବାସ୍ତବ ଙ୍କୁ ଗିରଫ କରାଯାଉନାହିଁ କାହିଁକି ?”
ରାଜଗାଙ୍ଗପୁର,(ବିଷ୍ଣୁ ଭୋମିକ): ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ଼ ର ଇଡି ଚେତନ ଶ୍ରୀବାସ୍ତବ ଙ୍କୁ ଗିରଫ କରାଯାଉନାହିଁ। ତାଙ୍କ ବିରୋଧରେ ସଙ୍ଗୀନ ଦଫା ଲାଗିଥିଲେ ମଧ୍ୟ ତାଙ୍କୁ ପୋଲିସ ଏପର୍ଯ୍ୟନ୍ତ ଗିରଫ କରିନାହିଁ । ଏହା ସହ ତାଙ୍କ ୪ ସହଯୋଗୀଙ୍କ ନାଁ ରେ ଥାନା ରେ ମାମଲା ରୁଜୁ କରିଛି…
ଓଡ଼ିଶାରେ ଗ୍ରାମୀଣ ମହିଳାଙ୍କ ଜୀବନରେ ରୂପାନ୍ତରଣ ଆଣୁଛି ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ଶକ୍ତି’
ଭୁବନେଶ୍ୱର : ଆଦିତ୍ୟ ବିର୍ଲା ଗ୍ରୁପ କମ୍ପାନୀ ଆଦିତ୍ୟ ଆଲୁମିନିୟମ ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ଏହାର କାରଖାନା ନିକଟବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଜନସାଧାରଣଙ୍କ ନିମନ୍ତେ ଅର୍ଥପୂର୍ଣ୍ଣ କଲ୍ୟାଣକାରୀ ପ୍ରୟାସସମୂହରେ ଗଭୀର ଭାବରେ ନିୟୋଜିତ ରହିଛି । ଏହାର ଅନ୍ୟତମ ପ୍ରକଳ୍ପ…
ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବସୁଧା ପାଣି ଟାଙ୍କି ଅସଫଳ
ବଲାଙ୍ଗିର, ଶାସକ (ଘନଶ୍ୟାମ ନାଗ) ଟିଟିଲାଗଡ଼ରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ ହୋଇଥିବା ଓଭର ହେଡ ପାଣି ଟାଙ୍କି ଆଜି ପର୍ଯ୍ୟନ୍ତ ଅଚଳ ଅବସ୍ଥାରେ ପଡ଼ିରହିଛି । ଲକ୍ଷ୍ୟ ଥିଲା— ଲୋକଙ୍କୁ ସୁଚିତ୍ର ପାଣି ଯୋଗାଣ କରିବା । କିନ୍ତୁ ବାସ୍ତବତାରେ,…
ମାଗଣା ଚକ୍ଷୁ ଚିକିତ୍ସା ଓ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ, ମାଗଣା ଅପରେସନ ପାଇଁ ୫୮ଙ୍କୁ କଟକ ସ୍ଥାନାନ୍ତର
ଓଡ଼ଗାଁ,୯।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅନ୍ତର୍ଗତ କୁରାଳ ମେଡିକାଲ ଛକ ସ୍ଥିତ ଅବସର ପ୍ରାପ୍ତ କର୍ମଚାରୀ ପରିଷଦ କାର୍ଯ୍ୟାଳୟ ଠାରେ କଟକ ଅର୍ବାନ ହସ୍ପିଟାଲ, ଅବସରପ୍ରାପ୍ତ କର୍ମଚାରୀ ପରିଷଦ ଏବଂ କୁରାଳ ଗ୍ରାମପଞ୍ଚାୟତର ମିଳିତ ସହଯୋଗରେ ଏକ ମାଗଣା…