ଚଳିତବର୍ଷ ଖରିଫ ଋତୁ ୨୦୨୬ ବର୍ଷରେ ଅମଳ ହୋଇଥିବା ଧାନ କ୍ରୟ କରିବା ପାଇଁ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ…

ସୁବର୍ଣ୍ଣପୁର, ଶାସକ ପ୍ରସାଶକ (ପ୍ରକାଶ କୁମାର ହାତୀ)ଆଜି ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ମାନ୍ୟବର ସାଂସଦ, ବଲାଙ୍ଗିର, ଶ୍ରୀମତି ସଂଗୀତା ସିଂ ଦେଓଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା…

ସତ୍ୟ ଧର୍ମ ଶାନ୍ତି ପ୍ରେମ ସମାଜ ସଂସ୍କାରର ମୂଳ ମନ୍ତ୍ର

ଓଡଗାଁରେ ଭଗବାନ ଶ୍ରୀସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବ ପାଳିତ ଓଡଗାଁ,୨୪/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ଶ୍ରୀସତ୍ୟସାଇ ଆଧ୍ୟାତ୍ମିକ ଶିକ୍ଷା ଓ ସାମୂହିକ ସେବା କେନ୍ଦ୍ର ଆନୁକୂଲ୍ୟରେ ରବିବାର ଭଗବାନ ଶ୍ରୀସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ…

ଆସ୍କା ଏନ୍ଏସିର ୬ ଜଣିଆ ଟିମ୍ ଦ୍ବାରା ଓଡ଼ଗାଁ ଏନ୍ଏସିର ସ୍ବଚ୍ଛତା ସର୍ବେକ୍ଷଣ,

ଓଡ଼ଗାଁ ସ୍ବଚ୍ଛତାରେ ଶୀର୍ଷ ସ୍ଥାନ ଗ୍ରହଣ କରିବ: ସର୍ବେକ୍ଷଣ ଦଳ ଓଡ଼ଗାଁ,୨୪।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ତଥା ଓଡ଼ଗାଁ ସହରର ସ୍ବଚ୍ଛତା ଓ ସୁନ୍ଦରତାକୁ ଅନୁଧ୍ୟାନ ପାଇଁ ସୋମବାର ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଗୋଟିଏ ୬ଜଣିଆ…

ଡିସେମ୍ବର ୧ରେ ଓଡ଼ଗାଁ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ

ଓଡ଼ଗାଁ,୨୪।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୫ ଆସନ୍ତା ଡ଼ିସେମ୍ବର ୧ ତାରିଖରେ ଜନଶକ୍ତି ବିଦ୍ୟା ନିକେତନ ଦେଓଗାଁ ଭାଲିଆଡିହି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି । ଜବାହାରଲାଲ…

ମଙ୍ଗଳବାର ସୋଆରେ ଆୟୋଜିତ ହେବ ଇନଷ୍ଟିଟ୍ୟୁସନ୍ସ ଇନୋଭେସନ୍ କାଉନ୍ସିଲର ଆଂଚଳିକ ସମ୍ମିଳନୀ

ଭୁବନେଶ୍ୱର, ନଭେମ୍ବର ୨୪ : ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ୱବିଦ୍ୟାଳୟରେ ଇନଷ୍ଟିଟ୍ୟୁସନ୍ସ ଇନୋଭେସନ୍ କାଉନ୍ସିଲ୍ (ଆଇଆଇସିର ୨୦୨୫ ନିମନ୍ତେ ଆଂଚଳିକ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । ଏହି ସମ୍ମିଳନୀରେ ଶିକ୍ଷା କ୍ଷେତ୍ରର ନେତୃବର୍ଗ, ନୀତି ନିର୍ଦ୍ଧାରକ, ଇନ୍କୁ୍ୟବେସନ୍…

ମହିଳା ସଶକ୍ତୀକରଣ ଶାସନ ସୁଦୃଢ଼ୀକରଣ ପାଇଁ ଏକ ରଣନୀତିକ ଆବଶ୍ୟକତା: କୂଟନୀତିଜ୍ଞ

ଭୁବନେଶ୍ୱର, ନଭେମ୍ବର ୨୪ : ଶାସନ ସୁଦୃଢ଼ୀକରଣ ଓ ଏକ ଅନ୍ତର୍ଭୁକ୍ତ ସଂସ୍କୃତି ସୃଷ୍ଟି ନିମନ୍ତେ ମହିଳା ସଶକ୍ତୀକରଣ ଏକ ରଣନୈତିକ ଆବଶ୍ୟକ ବୋଲି ଭାରତରେ ଅବସ୍ଥାପିତ ୮ଟି ଦେଶର କୂଟନୀତିଜ୍ଞ ଓ ପ୍ରତିନିଧି ସୋମବାର ମତ ପ୍ରଦାନ କରିଛନ୍ତି । ଚିରାଚରିତ ପୁରାତନ ପ୍ରଥାକୁ ଭାଙ୍ଗି ମହିଳାମାନଙ୍କୁ…

ସୋଆରେ ୩ – ଦିନିଆ ଦ୍ୱିତୀୟ ଇନ୍‌ଟରନ୍ୟାସ୍‌ନାଲ ଏକ୍ସଟେନ୍‌ସନ୍ ଏଜୁକେସନ୍ କଂଗ୍ରେସ ୨୦୨୫ର ଶୁଭାରମ୍ଭ

ଭୁବନେଶ୍ୱର, ନଭେମ୍ବର ୨୪ : ଡିଜିଟାଲ୍ ଦୃଶ୍ୟପଟ୍ଟରେ ସାମାଜିକ ପରିବେଶ ପୁନଃଚିନ୍ତନ ବର୍ତମାନ ପରିସ୍ଥିତିରେ ମଣିଷ ସମାଜ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଯାଇଛି । ବୈଷୟିକ ଜ୍ଞାନ କୌଶଳ କିଭଳି ଭାବରେ ଆମ ସମ୍ପର୍କକୁ ପରିବେଶ ସହ ଅଫଲାଇନ୍ ଏବଂ ଅନ୍‌ଲାଇନ୍‌ରେ ଯୋଡ଼ିବାରେ ଲାଗିଛି ସେହି…

ଆନ୍ତଃ ଉଚ୍ଚ ମାଧ୍ୟମିକ ଖୋ ଖୋ ବାଳକ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ଏଚପିସି ଆଥଲେଟମାନଙ୍କର…

କେନ୍ଦୁଝର, ନଭେମ୍ବର ୨୪, ୨୦୨୫: ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ହାଇ ପରଫର୍ମାନ୍ସ ସେଣ୍ଟର (ଏଚପିସି)ର ତିନିଜଣ ପ୍ରମୁଖ ଆଥଲେଟଙ୍କ ଅସାଧାରଣ ଦକ୍ଷତା ଏବଂ ନିଷ୍ଠା ପ୍ରଦର୍ଶନ ବଳରେ ପୁରୀର ରାଧାବଲ୍ଲବ ମହାବିଦ୍ୟାଳୟ ଏବଂ ଯାଜପୁରର ବରୁଣେଶ୍ୱର ମହାବିଦ୍ୟାଳୟରେ ଅନୁଷ୍ଠିତ ଆନ୍ତଃ ଉଚ୍ଚ…

ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଜଣେ ମୃତ

ଓଡ଼ଗାଁ,୨୪।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥର ପଥରା ଛକଠାରେ ୨ ବାଇକ୍ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ବାଇକ୍ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତ ଚାଳକ ଜଣକ ଓଡ଼ଗାଁ ପାଇକ ସାହିର ଶୁଭେନ୍ଦୁ ଦଳବେହେରାଙ୍କ ପୁଅ…

ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଏକତା ପଦଯାତ୍ରା ଅନୁଷ୍ଠିତ

ସୁନ୍ଦରଗଡ଼,ବସନ୍ତ କୁମାର ଜେନା): ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ସମଗ୍ର ରାଜ୍ୟରେ ଅକ୍ଟୋବର ୩୧ ତାରିଖ ଠାରୁ ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକ ଆୟୋଜିତ ହେବା ସଙ୍ଗେ ସଙ୍ଗେ "ଏକତା ପଦଯାତ୍ରା" ଆୟୋଜିତ ହେଉଅଛି।…