ଧାନକ୍ରୟ ନିମନ୍ତେ ଭଞ୍ଜନଗର ଆର ଏମ ସି ପକ୍ଷରୁ ସଚେତନତା କୃଷକ ପ୍ରଚାର ରଥ ର ଶୁଭାରମ୍ଭ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଆମ ରାଜ୍ୟରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲାରେ ଆସନ୍ତା ଡିସେମ୍ବର ୨୩ ତାରିଖ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦୨୬ ଯାଏଁ ଚାଲିବ। ଏହି ଅବଧି ମଧ୍ୟରେ ଗଞ୍ଜାମ ଜିଲ୍ଲାର ଭଂଜନଗର ରାଜସ୍ବ ଉପଖଣ୍ଡରେ ମଧ୍ୟ ବିଭିନ୍ନ ମଣ୍ଡିରେ ଖରିଫ…

ଶିଶୁ ମାନଙ୍କ ଠାରେ ନୂତନ ବୈଜ୍ଞାନିକ ଚିନ୍ତାଧାରା ଉଦ୍ରେକର ମାଧ୍ୟମ ହେଉଛି ବିଜ୍ଞାନ ପ୍ରଦର୍ଶନୀ

  କେନ୍ଦୁଝର,ତା୧୧/୧୨- ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୫-୨୬ ସ୍ଥାନୀୟ ପି.ଏମ.ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ,କେନ୍ଦୁଝର ଠାରେ ଅନୁଷ୍ଠିତ ହୋଇଯାଇଛି l ଉଦଘାଟନୀ ସମାରୋହରେ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୁନି ବୈଜ୍ଞାନିକ…

ପାରିବାରିକ କଳହକୁ ନେଇ ସ୍ତ୍ରୀର ଆତ୍ମହତ୍ୟା l

ଅସ୍ତରଙ୍ଗ/ଦୁଃଶାସନ ନାୟକ:  ସ୍ୱାମୀ, ସ୍ତ୍ରୀ ଭିତରେ ପାରିବାରିକ କଳହ ଓ ବାକ ବିତଣ୍ଡା କୁ ନେଇ ଅସ୍ତରଙ୍ଗ ବଜ଼ାର ରେ ଜଳଖିଆ ଦୋକାନ କରି ଚଳୁଥିବା ଜଣେ ମହିଳା, ଘରେ ଲାଗିଥିବା ଏକ ପଙ୍ଖା ରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖି ବାକୁ ମିଳିଛି l ଘଟଣା ରୁ ପ୍ରକାଶ ଜେ, ପୁରି ଜିଲ୍ଲା ଗୋପ…

କେନ୍ଦୁଝର ପୋଲିସର ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ।

କେନ୍ଦୁଝର,ତା୧୧/୧୨- ଆଜି କେନ୍ଦୁଝର ଅଡିଟୋରିୟମରେ କେନ୍ଦୁଝର ପୋଲିସ ପକ୍ଷରୁ ସାଇବର ସେଫଟି କ୍ୟାମ୍ପେନ ଓଡିଶା ୨୦୨୫ ଆୟୋଜିତ ହୋଇଯାଇଛି। ମାସାଧିକ କାଳ ଏହି କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ଯୁବଗୋଷ୍ଠୀ, ସ୍ୱୟଂ ସହାୟକ ଗୋଷ୍ଠୀ, କଲେଜ ଛାତ୍ରଛାତ୍ରୀ,ଡାକ୍ତରୀ ଛାତ୍ରଛାତ୍ରୀ,ସାଧାରଣ…

କଳା ନିକେତନର ପ୍ରବାଳ ଜୟନ୍ତୀ ଉତ୍ସବ ପାଳିତ।

ଖଲ୍ଲିକୋଟ ରୁ ଶିବରାମ ଜେନା/ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ କଇରାସି ସ୍ଥିତ କଳା ନିକେତନର ୩୫ ବର୍ଷ ପୂର୍ତ୍ତି ଉପଲକ୍ଷେ କଳା ନିକେତନ ପରିସରରେ ଥିବା ଭଞ୍ଜ କଳା ରଙ୍ଗମଞ୍ଚ ଠାରେ ଦୁଇ ଦିନ ବ୍ୟାପୀ ମହା ସମାରୋହରେ ପାଳିତ ହୋଇଯାଇଛି ପ୍ରବାଳ ଜୟନ୍ତୀ ଉତ୍ସବ। କଳା…

ଭଞ୍ଜନଗର ରେ ୯୪ ତମ ଭଞ୍ଜ ସଙ୍ଗୀତ ଆସର ଅନୁଷ୍ଠିତ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ):ମହାନ୍ କବି ତଥା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ୯୪ ତମ ଭଞ୍ଜ ସଙ୍ଗୀତ ଆସର ଭଞ୍ଜ ସଙ୍ଗୀତ ପ୍ରେମୀ, ଗୁରୁ ତଥା ଆନନ୍ଦ ସଙ୍ଗୀତାୟନର ପ୍ରତିଷ୍ଠାତା ପରିଚାଳକ ଅଶୋକ ମହାପାତ୍ର ଙ୍କ ଦ୍ଵାରା ଆଜି ଭଞ୍ଜଭୂମି ଭଞ୍ଜନଗର ବ୍ଳକ୍ ରୋଡ଼ ସ୍ଥିତ ନିୟନ୍ତ୍ରଣ ବଜାର…

ଟାଙ୍ଗିଆ ଚୋଟରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ।

 କେନ୍ଦୁଝର,ତା୧୧/୧୨- ବାଂଶପାଳ ବ୍ଲକର କାଞ୍ଜିପାଣି ଥାନା ଅନ୍ତର୍ଗତ ନାଟଗୋଠ ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି। କାଞ୍ଜିପାଣି ଥାନାରେ କାଇଯୋଡା ଗ୍ରାମର ଦୀନବନ୍ଧୁ ବେହେରା ଲିଖିତ ଏତଲା ଦେଇଛନ୍ତି କି ସେ ସ୍ତ୍ରୀ କବିତା ବେହେରା ସହ ସକାଳେ ଶ୍ୱଶୁର ଘର ନାଟଗୋଠ ଗାଁକୁ ଯାଇ ଦେଖିଲେ…

ମୟୂରଭଞ୍ଜ ଜିଲ୍ଲା ରୁ ରୁପାଲୀ ପାଇଲେ ରାଜ୍ୟ ସ୍ତରୀୟ ଶ୍ରେଷ୍ଠ ସ୍ବେଛାସେବୀ ସମ୍ମାନ!

ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ:  ମୟୂରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳର ଛାତ୍ରୀ ରୁପାଲୀ ହାତୀ, ଚଳିତ ବର୍ଷ ଶ୍ରେଷ୍ଠ ସ୍ବେଛାସେବୀ ଭାବେ ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟ ସ୍ଵରୀୟ ଯୁବ ପ୍ରତିଭା ସମ୍ମାନ ସମାରୋହରେ ସମ୍ବୋର୍ଦ୍ଧିତ ହୋଇଥିବା ନେଇ ସୂଚନା ମିଳିଛି। ସୂଚନା ମୁତାବକ…

ବରଗଡ଼ ଜିଲ୍ଲାର ପ୍ରଭାରୀ ହେଲେ ବାସୁଦେବ।

ବାସୁଦେବପୁର -  ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ, ପରେ ଏ ବି ଭି ପି ର କାର୍ଯ୍ୟକର୍ତ୍ତା, , ପରେ ପରେ ବିଜେପି, ତାପରେ ବିଜେପି ର ଭଦ୍ରକ ଜିଲ୍ଲା ଉପସଭାପତି, ଏମିତି ଅନବରତ ଦଳପ୍ରତି ନିଷ୍ଠା କାର୍ଯ୍ୟକର୍ତା ଙ୍କୁ ଭଲପାଇବା,ରାଷ୍ଟ୍ର ପ୍ରତୀ ସମର୍ପଣ, ଆଉ ମା ଭାରତୀ ଙ୍କ ସେବା କୁ ଜୀବନର ବ୍ରତ…

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୫

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୫ ଗୁଣପୁରର ଆଜି ଦ୍ୱିତୀୟ ଦିବସରେ ମଞ୍ଚରେ ଉପସ୍ଥିତ ସମସ୍ତ ମାନ୍ୟଗଣ ଅତିଥି ଅଧିକାରୀଙ୍କ କର କମଳରେ ଓ ପୁରୋହିତ ଶ୍ରୀଯୁକ୍ତ ତ୍ରିପତି ମହାନ୍ତି ଙ୍କ…