Sign in
Sign in
Recover your password.
A password will be e-mailed to you.
ହରିଶପୁର ବଳଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏନ୍ଏନ୍ଏସ୍ ର ପ୍ରଶିକ୍ଷଣ ଶିବିର ଓ ଜନ୍ମ ଦିବସ ଅନୁଷ୍ଠିତ
ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ବାଲିକୁଦା ବ୍ଲକ୍ ଅନ୍ତର୍ଗତ ବୋରିକିନା ସ୍ଥିତ ହରିଶପୁର ବଳଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୁଇଦିନ ଧରି ଅନୁଷ୍ଠିତ ଏନ୍ଏନ୍ଏସ୍ ର ପ୍ରଶିକ୍ଷଣ ଶିବିର ଓ ଜନ୍ମ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ…
ଅଧ୍ୟାପକ ବିଶ୍ୱ ରଞ୍ଜନ ଗୌଡ଼ ଓ ସ୍ଵେଚ୍ଛାସେବୀ ଦୀପକ ରଞ୍ଜନ ମହାପାତ୍ରଙ୍କୁ ଅଭିନନ୍ଦନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ , ଭଞ୍ଜବିହାରର ନୂତନ ସମ୍ମିଳନୀ ହଲ୍ ଠାରେ ଗଜପତି ଜିଲ୍ଲା କଶୀନଗରର ଶ୍ରୀରାମ ଡିଗ୍ରୀ କଲେଜ ପାଇଁ ଏକ ଗୌରବର ମୁହୂର୍ତ୍ତ ହେଲା। ଗଣିତ ବିଭାଗର ଅଧ୍ୟାପକ ଏବଂ ଜାତୀୟ ସେବା ଯୋଜନା ପୁରୁଷ ୟୁନିଟ୍ ପ୍ରୋଗ୍ରାମ ଅଫିସର…
ସ୍କୁଟି ଡିକି ଭାଙ୍ଗି ୩ ଲକ୍ଷ ଟଙ୍କା ଲୁଟ ଘଟଣା, ଜଣେ ଗିରଫ, ଜଣେ ଫେରାର, ୨ ଲକ୍ଷ ଟଙ୍କା ସହ ବାଇକ ଜବତ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର,୨୪/୯()- ସ୍କୁଟି ଡିକି ଭାଙ୍ଗି ତିନି ଲକ୍ଷ ଟଙ୍କା ଲୁଟ ଅଭିଯୋଗ ରେ ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳରୁ ଜଣଙ୍କୁ ଗିରଫ କରିଲା ରାୟଗଡା ଜିଲ୍ଲା ଗୁଣପୁର ପୋଲିସ l ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅଞ୍ଚଳର ଏ. ଆଜାନା…
ତାର୍ଲାକୋଟା ଗ୍ରାମ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ
ମାଲକାନଗିରି, ୨୪/୯/୨୫: ଜିଲ୍ଲାର ଦୁର୍ଗମ ଅଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ। ଆଜି ଜିଲ୍ଲାପାଳ କୋରକୁଣ୍ଡା ବ୍ଳକ୍ ଅନ୍ତର୍ଗତ ତାର୍ଲାକୋଟା ଗ୍ରାମ ପଞ୍ଚାୟତ ଗସ୍ତ କରି ସେଠାକାର ବାର୍ଷିକ କାର୍ଯ୍ୟ ତଦାରଖ କରିଥିଲେ…
ମାଲକାନଗିରି ଜଙ୍ଗଲରୁ ମାଓଡମ୍ପ୍ ଠାବ ।
ମାଲାକନଗିରି, ତା:- ୨୪/୦୯: ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତ ଭେଜାଙ୍ଗିୱାଡା ସଂରକ୍ଷିତ ଜଙ୍ଗଲରେ ଏକ ମାଓ ଡମ୍ପ ଠାବ କରାଯାଇଛି। ମାଟି ତଳେ ଥିବା ଏହି ଡମ୍ପରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ ଜବତ କରାଯାଇଛି। ପୋଲିସ ସୂଚନା ଅନୁଯାୟୀ,…
ଜିଲ୍ଲାରେ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ସମସ୍ତ ଛୁଟି ବାତିଲ
ପୂର୍ବ ଅନୁମତି ବିନା ମୁଖ୍ୟାଳୟ ଛାଡି ପାରିବେ ନାହିଁ କର୍ମଚାରୀ: ଜିଲ୍ଲାପାଳ
ମାଲକାନଗିରି, ୨୪/୯/୨୫:ଜିଲ୍ଲାରେ ସେପ୍ଟେମ୍ୱର ୨୮ ପର୍ଯ୍ୟନ୍ତ ସମସ୍ତ ଛୁଟିକୁ ବାତିଲ କରିଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ। ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ବଙ୍ଗୋପ ସାଗର ରେ ଗଭୀର…
ଅଟିଜିମ୍ ସମ୍ପର୍କରେ ସଚେତନତା ସୃଷ୍ଟି କଲା ଟିପିଏସ୍ଓଡିଏଲ୍; ବ୍ରହ୍ମପୁରରେ ‘ତନଭି ଦି ଗ୍ରେଟ୍’ ଚଳଚ୍ଚିତ୍ର ପ୍ରଦର୍ଶିତ
- ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମେତ ୬୦୦ରୁ ଉର୍ଦ୍ଧ୍ବ ଦର୍ଶକ ସାମିଲ
- ଟାଟା ପାଓ୍ୱାରର ଫ୍ଲାଗସିପ୍ ପ୍ରୋଗ୍ରାମ ‘ପେ ଅଟେନସନ୍’ ଅଧୀନରେ କାର୍ଯ୍ୟକ୍ଷମ
ବ୍ରହ୍ମପୁର, ସେପ୍ଟେମ୍ୱର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍), ଅନୁପମ ଖେର…
ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ପକ୍ଷରୁ ଏମ ଜି ଏମ ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ୍ ଠାରେ ଏକ ଦିବସୀୟ…
କେନ୍ଦୁଝର: ଭାରତ ସରକାର ଙ୍କ ଇସ୍ପାତ ମନ୍ତ୍ରଣlଳୟ ଅଧୀନ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ,ଏମ ଜି ଏମ ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ୍, ଇସ୍ପାତ ଡିଭିଜନ - II, ପୁରୁଣାପାଣି, କେଉଁଝର ଠାରେ ଏକ ଦିବସୀୟ ଜ୍ଞାନ ଆଦାନପ୍ରଦାନ କର୍ମଶାଳା ଆୟୋଜନ କରିଛି। BPNSI ପକ୍ଷରୁ ବରିଷ୍ଠ…
ବେଦାନ୍ତ ଆଲୁମିନିୟମ୍ ଶକ୍ତିର ଭାବନାକୁ ସମ୍ମାନ ଦେବା ସହିତ ମହିଳାମାନଙ୍କୁ ସଶକ୍ତିକରଣ ମାଧ୍ୟମରେ ପରିବର୍ତନକୁ ସକ୍ଷମ…
ଭାରତରେ, ଦୁର୍ଗା ପୂଜା ଏବଂ ନବରାତ୍ରି ଏକ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ଉତ୍ସବ ଅଟେ ଯେତେବେଳେ ଦିବ୍ୟ ନାରୀ ଶକ୍ତି ଏବଂ କୃପାକୁ ଉତ୍ସାହର ସହିତ ପାଳନ କରାଯାଏ। ଦେଶ ଏହି ଗୁଣଗୁଡ଼ିକର ପ୍ରତିମୂର୍ତି ଭାବରେ ବିବେଚିତ ଦେବୀ ଦୁର୍ଗାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପ୍ରସ୍ତୁତ ହେଉଥିବା ବେଳେ,…
ସିସିକ୍ୟୁସି ୨୦୨୫ରେ ଏଏମ୍/ଏନ୍ଏସ୍ ଇଣ୍ଡିଆ ଓଡିଶା ଅପରେସନ୍ସର ୪ ଟି ଗୋଲ୍ଡ ପୁରସ୍କାର ହାସଲ
ଭୁବନେଶ୍ୱର, ସେପ୍ଟେମ୍ବର ୨୪: କୋଲକାତାରେ କ୍ୱାଲିଟି ସର୍କଲ ଫୋରମ୍ ଅଫ୍ ଇଣ୍ଡିଆ (କ୍ୟୁସିଏଫ୍ଆଇ) କୋଲକାତା ଚାପ୍ଟର ଦ୍ୱାରା ଆୟୋଜିତ ୩୮ତମ ଚାପ୍ଟର କନଭେନସନ୍ ଅନ୍ କ୍ୱାଲିଟି କନସେପ୍ଟ (ସିସିକ୍ୟୁସି ୨୦୨୫)ରେ ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ)ର ଓଡ଼ିଶା…