Sign in
Sign in
Recover your password.
A password will be e-mailed to you.
ରାଷ୍ଟ୍ର ଗଠନ ପ୍ରକ୍ରୀୟା ଶ୍ରେଣୀ ଗୃହରୁ ହିଁ ଆରମ୍ଭ ହୋଇଥାଏ : ଭାରତର ପୂର୍ବତନ ମୁଖ୍ୟ ବିଚାରପତି
ଭୁବନେଶ୍ୱର, ସେପ୍ଟେମ୍ବର ୨୬: ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବାକୁ ଆଗେଇ ଚାଲିଥିବା ବେଳେ ଦେଶ ସମ୍ମୁଖରେ ଏବେ ବି ଅନେକ ଆହ୍ୱାନ ରହିଛି ବୋଲି ଶୁକ୍ରବାର ଭାରତର ପୂର୍ବତନ ମୁଖ୍ୟ ବିଚାରପତି ନ୍ୟାୟମୂର୍ତୀ ଗୋପାଳ ବଲ୍ଳଭ ପଟ୍ଟନାୟକ କହିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ)…
ଜଗତସିଂହପୁର ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ
ଜଗତସିଂହପୁର,ତା-୨୬.୦୯.୨୦୨୫/ସୁମନ୍ତକୁମାରଦାସ: : ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଆଞ୍ଚଳିକ ପରିବହନ ପ୍ରାଧିକରଣ ଆନୁକକୂଲ୍ୟ ରେ ଜିଲ୍ଲା ସଡକ ସୁରକ୍ଷା କମିଟି ର ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଏହି ବୈଠକ ରେ ଅଧ୍ୟକ୍ଷତା କରି ଅତିରିକ୍ତ…
ଚୋରା ମଦ ଓ ବ୍ରାଉନସୁଗାର୍ ବ୍ୟବସାୟୀ ମାନଙ୍କ ପାଇଁ କାଳ ସାଜିଛି ଜଗତସିଂହପୁର ଅବକାରୀ ବିଭାଗ
ଜଗତସିଂହପୁର,ତା-୨୬.୦୯.୨୦୨୫/ସୁମନ୍ତ କୁମାର ଦାସ: ୪୨ ଗ୍ରାମ୍ ହିରୋଇନ୍ ଓ ଚୋରା ଦେଶୀ ମଦ ସହିତ ଏକ ମୋଟରସାଇକେଲ ଜବତ।ଅବକାରୀ କମିଶନର ଓ ଜିଲ୍ଲାପାଳ ଜେ. ସୋନାଲଙ୍କ ନିର୍ଦ୍ଦେଶରେ ଜଗତସିଂହପୁର ଜିଲ୍ଲା ଅବକାରୀ ଅଧୀକ୍ଷୀକା ଅନିତା ପ୍ରଧାନଙ୍କ ନେତୃତ୍ୱରେ ତୀବ୍ର ଅଭିଯାନ ସଫଳ…
ପୂର୍ବତନ ପତ୍ନୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ଯୁବକ ଗିରଫ
ବଲାଙ୍ଗିର, ଘନଶ୍ୟାମ ନାଗ (ବିଶେଶ ପ୍ରତିନିଧି):- ବଲାଙ୍ଗିର ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ପୂର୍ବତନ ପତ୍ନୀଙ୍କୁ ବଦନାମ କରିବା ପାଇଁ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ଅଭିଯୋଗରେ ଜଣେ ୩୧ ବର୍ଷୀୟ ଯୁବକକୁ ପୋଲିସ ଗିରଫ କରିଛି । ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ…
ନଗର କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ମନମୋହନ ସିଂହଙ୍କ ଜୟନ୍ତୀ ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଆଜି (ଶୁକ୍ରବାର) ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ମନମୋହନ ସିଂହଙ୍କ ଜୟନ୍ତୀ ନଗର କଂଗ୍ରେସ କମିଟି ପକ୍ଷରୁ ପାଳନ ହୋଇଯାଇଛି। ସ୍ୱର୍ଗୀୟ ମନମୋହନ…
ସଂଗଠନ ସୃଜନ ଅଭିଯାନ ସମାପ୍ତ ; ଡିସିସି ସଭାପତି ନିଯୁକ୍ତ
ଭୁବନେଶ୍ୱର, ତା ୨୬.୯.୨୫ :- ଏଆଇସିସି ସଭାପତି ଶ୍ରୀ ମାଲ୍ଲିକାର୍ଜୁନ ଖଡଗେ ଓଡ଼ିଶାର ସମସ୍ତ ୩୫ଟି ସାଂଗଠନିକ ଜିଲ୍ଲା କଂଗ୍ରେସ କମିଟିର ସଭାପତିଙ୍କ ନିଯୁକ୍ତି ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଅନୁମୋଦନ କରିଛନ୍ତି ଏବଂ ସେମାନଙ୍କ ନାମ ତାଲିକା ପ୍ରକାଶ କରିଛନ୍ତି।
ସଂଗଠନ…
ଜିନ୍ଦଲ ଷ୍ଟିଲ ଦ୍ୱାରା ଅନୁଗୁଳରେ ଭାରତର ଅନ୍ଯତମ ବୃହତ ବ୍ଲାଷ୍ଟ ଫର୍ଣ୍ଣେସ କାର୍ଯ୍ୟକ୍ଷମ
ଅନୁଗୁଳ, ୨୬, ସେପ୍ଟେମ୍ବର ୨୦୨୫ : ପ୍ରସିଦ୍ଧ ଶିଳ୍ପପତି ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଜିନ୍ଦଲ ଷ୍ଟିଲ୍, ଅନୁଗୁଳ ଷ୍ଟିଲ୍ ପ୍ଲାଣ୍ଟରେ ଦେଶର ଅନ୍ଯତମ ସର୍ବବୃହତ ବ୍ଲାଷ୍ଟ ଫର୍ଣ୍ଣେସ୍ କାର୍ଯ୍ୟକ୍ଷମ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭରଶୀଳ ଭାରତର ସ୍ୱପ୍ନକୁ ସାକାର…
ନବରଙ୍ଗପୁର ଜିଲ୍ଲାର ବିଜୁଳି ଭିତ୍ତିଭୂମିକୁ ସୁଦୃଢ଼ କରୁଛି ଟାଟା ପାଓ୍ୱାର ନେତୃତ୍ୱାଧୀନ ଦକ୍ଷିଣ ଓଡ଼ିଶା…
- ତେଣ୍ଡାଗୁଡ଼ା, ଖାଟିଗୁଡ଼ା, କୋସଗୁମୁଡ଼ା ଓ ଝରିଗାଁ ସବଷ୍ଟେସନ ଉନ୍ନତିକରଣ
- ଜୋଡ଼ିଙ୍ଗା, ଧଡ଼ରା, ଡୁମୁରିମୁଣ୍ଡାରେ ନୂତନ ପ୍ରାଇମେରୀ ସବଷ୍ଟେସନ
- ଘରୋଇ ଉପଭୋକ୍ତାଙ୍କ ସାଙ୍ଗକୁ କୃଷିକ୍ଷେତ୍ର ଓ ଅନୁଷ୍ଠାନକୁ ଗୁଣାତ୍ମକ ବିଜୁଳି ଯୋଗାଣ
- ନୂଆ ୩୩ କେଭି ଲାଇନ…
ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍ର ଉତ୍ତମତାରେ ପରିପୁଷ୍ଟ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍ର ପରବର୍ତ୍ତୀ ପିଢିର…
ଭୁବନେଶ୍ୱର : ଭାରତୀୟମାନେ ସମୟ ପୂର୍ବରୁ ତ୍ୱଚାର ବୟସ ବୃଦ୍ଧି ଏବଂ ପରିବେଶଗତ ଚାପ ଠାରୁ ନେଇ ତ୍ୱଚାର ଅସମାନ ରଙ୍ଗ ଏବଂ ଗଠନ ବିଷୟ ଜନିତ ଚିନ୍ତାକୁ ନେଇ ଘାରି ହେଉଥିବାବେଳେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବା ଏକ ଅଗ୍ରଣୀ କମ୍ପାନୀ ଆମୱେ ଇଣ୍ଡିଆ ଶୀଘ୍ର ଏବଂ ଦୃଶ୍ୟମାନ ବୟସ୍କ…
ବଡ଼ବଜାର ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢାଉ।
ବ୍ରହ୍ମପୁର/କୈଳାଶ ଚନ୍ଦ୍ର ଚୌଧୁରୀ, : ବର୍ତମାନ ପାର୍ବଣ ସମୟ ପାଳନ ଅବସରରେ ସାଧାରଣ ଜନତା ବହୁ ମଜଲିସ୍ ରେ ମଜ୍ଜି ରହୁଥିବା ବେଳେ କିଛି ଲୋକ ଜୁଆ ଖେଳରେ ଲିପ୍ତ ରହୁଛନ୍ତି। ଏହି ପରିପ୍ରେକ୍ଷୀରେ ପୋଲିସ ର କଡା ନଜର ଫଳରେ ବହୁ ଜୁଆ ଆଡ୍ଡା ଉପରେ ଚଢାଉ କରି ସଫଳତା ପାଇଛନ୍ତି। ଏହି ଭଳି…