Sign in
Sign in
Recover your password.
A password will be e-mailed to you.
କିମସରେ ଅତି ବିରଳ ସ୍ନାୟୁ ରୋଗ ‘ନୋଡୋପାଥି’ର ସଫଳ ଚିକିତ୍ସା
ଭୁବନେଶ୍ୱର, ୧୪ ।୧୦: କିମସ ଡାକ୍ତରମାନେ ନୋଡୋପାଥି ଓ ପାରାନୋଡୋପାଥି ଭଳି ନୂତନ ଆବିଷ୍କୃତ ଅତି ବିରଳ ସ୍ନାୟୁ ରୋଗରେ ସଫଳ ଚିକିତ୍ସା କରି ଉଦାହରଣ ସୃଷ୍ଟି କରିଛନ୍ତି। ଜଣେ ୩୪ ବର୍ଷୀୟ ମହିଳା ପକ୍ଷାଘାତଗ୍ରସ୍ତ ରୋଗରେ ଆକ୍ରାନ୍ତ ହୋଇ ମୁଣ୍ଡ ବ୍ୟତୀତ ଶରୀରର ଅନ୍ୟ କୌଣସି ଅଂଶ କାମ…
ଆର୍ଥିକ ଶୃଙ୍ଖଳାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶାର ପଦକ୍ଷେପ: ଆଉ ୧୦ଟି ବିଭାଗରେ ଆଭ୍ୟନ୍ତରୀଣ ଅଡିଟ୍ ୱିଙ୍ଗ ସୃଷ୍ଟି
ଭୁବନେଶ୍ୱର-୧୪/୧୦/୨୦୨୫: ଓଡିଶା ସରକାରଙ୍କ ଏକ ଅବିଚ୍ଛେଦ୍ୟ ଅଙ୍ଗ, ଆଭ୍ୟନ୍ତରୀଣ ଅଡିଟ୍, ଓଡ଼ିଶା ସଚିବାଳୟର ୨୮ଟି ପ୍ରଶାସନିକ ବିଭାଗରେ କାର୍ଯ୍ୟ କରୁଛି । ଏହା ପବ୍ଲିକ ମନିର ପ୍ରହରୀ ଭାବରେ କାର୍ଯ୍ୟ କରେ ଏବଂ ରାଜ୍ୟ ମଧ୍ୟରେ ଟଙ୍କାର ଅପବ୍ୟବହାର ଓ ଆତ୍ମସାତ ସମେତ ଆର୍ଥିକ ଅନିୟମିତତା…
ଚନ୍ଦୋଳ ବଜାରରେ ମା ଗଜଲକ୍ଷ୍ମୀ ପୂଜା: ଶାନ୍ତି ଓ ଭକ୍ତିର ଅନନ୍ୟ ଉଦାହରଣ ।
କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲାର ଚନ୍ଦୋଳ ବଜାରରେ ୧୯୯୫ ମସିହାଠାରୁ ବହୁତ ଧୁମଧାମ ଓ ଭକ୍ତି ଭାବରେ ପାଳନ ହେଉଥିବା ଗଣପର୍ବ ମା ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ମଧ୍ୟ ଅସମ୍ଭବ ଭିଡ଼ ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହିତ ପାଳନ ହେଉଛି। ପ୍ରତିବର୍ଷ ଭଳି ଏହି ବର୍ଷ…
ବ୍ରହ୍ମପୁର ରେଳଷ୍ଟେସନ ପରାମର୍ଶ ଦାତା କମିଟି ଗଠନ।
ଖୋର୍ଦ୍ଧା ରେଳମଣ୍ଡଳ ଅଧିକାରୀ ଙ୍କ ନିଯୁକ୍ତି ଅନୁଯାୟୀ ବ୍ରହ୍ମପୁର ରେଳଷ୍ଟେସନ ପରାମର୍ଶ ଦାତା କମିଟି ଗଠନ ହୋଇଛି ଓ ଉକ୍ତ କମିଟି ଏକ ବର୍ଷ କାର୍ଯ୍ୟ କରିବ ବୋଲି ନିଯୁକ୍ତି ପତ୍ର ରୁ ସୁଚନା ମିଳିଛି। କମିଟି ସଦସ୍ୟ ଯଥା ଆଇନଜୀବି ଶିବ ପ୍ରସାଦ ମିଶ୍ର,ପ୍ରଣବ କୁମାର ପଣ୍ଡା,ପୌର ନିଗମ ସଦସ୍ୟ…
ଗଞେଇ ଚାଲାଣ ବେଳେ ଦୁଇ ଅଟକ ଓ ଗୋଟିଏ କାର୍ ଓ ମୋଟରସାଇକେଲ ସମେତ ଗଞେଇ ଜବତ।
ବ୍ରହ୍ମପୁର : ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଅବକାରୀ ବିଭାଗ ଯୁଗ୍ମ ଆୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ଉପ ଅଧ୍ୟକ୍ଷ ଶୃତି କାନ୍ତ ରାଉତ ନିଜ କର୍ମଚାରୀଙ୍କ ସହ ଧରାକୋଟ ଥାନ ଅନ୍ତର୍ଗତ ମୁଣ୍ଡମରାଇ ଗ୍ରାମ ଛକରେ ଛକି ରହି ସନ୍ଦିଗ୍ଧ ଭାବେ ଏକ ହୋଣ୍ଡା ମୋଟରସାଇକେଲ କୁ ଅଟକାଇ…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା , ଅତିରିକ୍ତ…
୨୦ ଦିନରେ ମଲେଣି ୫୦ରୁ ଉର୍ଦ୍ଧ କାଉ ; ବାର୍ଡ୍ ଫ୍ଲୁ ଆଶଙ୍କା
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ବେଲଗୁଣ୍ଠାର ବିଭିନ୍ନ ସାହିରେ ଗତ କିଛି ଦିନ ହେବ କାଉ ମରିକି ପଡୁଥିବାର ଦେଖିବାକୁ ମିଳିଛି I ବିଭିନ୍ନ ସ୍ଥାନରେ ବସିଥିବା କାଉ ହଠାତ୍ ତଳେ ପଡ଼ି ଛଟପଟ ହୋଇ ମୃତ୍ୟୁ ବରଣ କରୁଛନ୍ତି I ଗତ କୋଡିଏ ଦିନ ହେବ ଦୈନିକ ପ୍ରାୟ ଚାରି ପାଞ୍ଚୋଟି କାଉ ବିଭିନ୍ନ…
ଉମରକୋଟ, ବଡବାସିନୀ ଗ୍ରାମର ଆଶାକର୍ମୀ ର ଅବହେଳା ମୃତ୍ୟୁ କୁ ଏକ ମାସ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ
ନବରଙ୍ଗପୁର,13/10/2025,: ଅଶୋକ ସାହୁ, ଶାସକ ପ୍ରଶାସକ,ବାରମ୍ବାର ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ କରାଯାଉ ନ ଥିବା ବେଳେ ପ୍ରତିଶୃତି ପରେ ପ୍ରତିଶୃତି ଦିଆଯାଉଛି କିନ୍ତୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡିଶା ରାଜ୍ୟ ଆଶା କର୍ମୀ ସଂଘ…
ସାମାଜିକ ନାଟକ କଳଙ୍କ ମୋ ପାଇଁ ଚନ୍ଦନ ଟୋପା ମଞ୍ଚସ୍ଥ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ପବିତ୍ର ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ବେଲଗୁଣ୍ଠା ବ୍ଳକ୍ ଘୂ. ନୁଆଗାଁର ଶ୍ରୀ ଶ୍ରୀ ଶ୍ରୀ ମାଆ ଦଣ୍ଡକାଳୀ ଗଣନାଟ୍ୟ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ସାମାଜିକ ନାଟକ କଳଙ୍କ ମୋ ପାଇଁ ଚନ୍ଦନ ଟୋପା ମଞ୍ଚସ୍ଥ ହୋଇଯାଇଛି I ଜଣାଶୁଣା ନାଟ୍ୟ ନିର୍ଦ୍ଦେଶକ…
ହାଇକୋର୍ଟ ଙ୍କ ନିର୍ଦ୍ଦେଶ କୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ର ବେଖାତିର |
ଖୋର୍ଦ୍ଧା ରୁ ( ସେକ ଜାଫର ): ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଦେଶ କୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ର ବେଖାତିର। ରଙ୍ଗ ବେରଙ୍ଗ କୁତ୍ରିମ ରାସାୟନିକ ରଙ୍ଗ ସହ ଅନ୍ୟାନ୍ୟ ସାମଗ୍ରୀ ରେ ପ୍ରସ୍ତୁତ ରେ ମୂର୍ତ୍ତି ଗୁଡିକ ବିସର୍ଜନ ପରେ ଜଳାଶ୍ରୟ ରେ ପାଣି ଦୂଷିତ ହୋଇ ପରିବେଶ କୁ ଦୂଷିତ କରୁଛି।…