ଡ. ବିଶ୍ବଜିତ ଅଖୁଳ ଭାରତ ହିନ୍ଦୁ ମହାସଭା ରାଜ୍ୟ ସଂଗଠନ ମନ୍ତ୍ରୀ

0 2

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ବର୍ଷ ଅଖୁଳ ଭାରତ ହିନ୍ଦୁ ମହାସଭା ପକ୍ଷରୁ ସଂ ଗ ଠ ନ କୁ ସୁଦୃଢ଼ କରିବା ନିମନ୍ତେ ବିଭିନ୍ନ ରାଜ୍ୟ ଏବଂ ଜିଲ୍ଲା ସ୍ତର ରେ ଯୁବ ନେତୃତ୍ବଙ୍କୁ ନି ଯୁ କ୍ତି ଦିଆ ଯାଉ ଛି ଏହି କ୍ରମରେ ଚଳିତ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ବାଲିମେଳା ସହରର ଡଃ ବିଶ୍ବଜିତ ମୁଦୁଲି ରାଜ୍ୟ ସଂଗଠନ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି । ଅଧୂଳ ଭାରତ ହିନ୍ଦୁ ମହାସଭା ରାଜ୍ୟ ସଭାପତି ଗୀତା ଚଇନିଙ୍କ ସୁପାରିଶ କ୍ରମେ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ରାକେଶ ତିୱାରୀଙ୍କ ଅନୁମୋଦନ ଦ୍ବାରା ନିଯୁକ୍ତି ଦିଆଯାଇଛି। ବିଶ୍ଵଜିତ ଦୀର୍ଘ ଚାରି ବର୍ଷ ଧରି ଅକୂଳ ଭାରତ ହିନ୍ଦୁ ମହାସଭା ଭଳି ପୁରାତନ ରାଜନୈତିକ ଦଳ ସହ ଜଡ଼ିତ ରହି ରାଜ୍ୟ ଏବଂ ରାଜ୍ୟ ବାହାରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଦଳରେ ତାଙ୍କର ସକରାତ୍ମକ କାର୍ଯ୍ୟ ଶୈଳୀକୁ ଦୃଷ୍ଟିରେ ରଖ୍ ରାଜ୍ୟର ନୂତନ ସଂଗଠନ ମନ୍ତ୍ରୀ ଭାବେ ଦାୟିତ୍ବ ଦିଆଯାଇଛି। ବିଶ୍ଵଜିତଙ୍କୁ ରାଜ୍ୟ ସଂଗଠନ ମନ୍ତ୍ରୀ ଭାବେ ନିଯୁକ୍ତି ମିଳିବା ଖବର ଜାଣିବା ପରେ ମାଲକାନଗିରି ଅସ୍ଥୂଳ ଭାରତ ହିନ୍ଦୁ ମହାସଭା ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଦାୟିତ୍ବ ଗ୍ରହଣ ପରେ ଡଃ ବିଶ୍ବଜିତ ମୁଦୁଲି ଆଗାମୀ ଦିନରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ନୂତନ କର୍ମକର୍ତ୍ତା ନିଯୁକ୍ତି ଦେଇ ଦଳକୁ ତୃଣମୂଳସ୍ତରରୁ ମଜଭୁତ କରିବା ସହ ରାଜ୍ୟର ବିଭିନ୍ନ ହିନ୍ଦୁ ଧର୍ମ, ମଠ , ମନ୍ଦିର, ଧର୍ମାନ୍ତରୀକରଣ ଏବଂ ଗୋମାତା ସୁରକ୍ଷା ଦିଗରେ କାର୍ଯ୍ୟ କରିବି ବୋଲି ଶ୍ରୀ ମୁଦୁଲି କହିଛନ୍ତି।

Leave A Reply

Your email address will not be published.