କେନ୍ଦୁଝରରେ ଅନୁଷ୍ଠିତ ହେଲା ୫୨ତମ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

 ଶିଶୁ ବେଳରୁ ଜିଜ୍ଞାସା ଓ ଗବେଷଣାତ୍ମକ ମନୋଭାବକୁ ଗୁରୁତ୍ବ ଦିଆଯିବା ଉଚିତ ଆଜିର ଛାତ୍ରଛାତ୍ରୀ ମାନେ ହିଁ ବୈଜ୍ଞାନିକ ହୋଇ ଦେଶକୁ ଆତ୍ମନିର୍ଭର କରିବେ - ମୁଖ୍ୟମନ୍ତ୍ରୀ କେନ୍ଦୁଝର,ତା୨୭/୧୨- ଛାତ୍ରଛାତ୍ରୀମାନେ ବୈଜ୍ଞାନିକ ଚିନ୍ତାଧାରା ନେଇ ସବୁ ଜିନିଷର ଅନୁସନ୍ଧାନ…

୭ଦଫା ଦାବି ନେଇ ରାଜା ରାସ୍ତାରେ ବୋରାସମ୍ବର କୃଷକ ସଂଗଠନ।

ପଦ୍ମପୁର:- କଠିନ ପରିଶ୍ରମ କରି ସାରା ଫସଲ ଅମଳ କରି ସମସ୍ତଙ୍କ ମୁହଁରେ ଆହାର ଯୋଗାଇଥାଏ ଚାଷୀ। ଆଉ କିଛି ଦିନ ପରେ ଚାଷୀ ର ମହାନ୍ ପର୍ବ ପୌଷ ପୂର୍ଣ୍ଣିମା ବା "ପୁସପୁନି " । ଏହି ପର୍ବକୁ ମହା ଆନନ୍ଦ ଓ ଉଲ୍ଲାସର ସହ ପାଳନ କରିଥାଆନ୍ତି ସମସ୍ତ ଚାଷୀ। କାରଣ ଚାଷୀ ର ସମସ୍ତ କାମ ଶେଷ…

ବିଜେପି ସରକାରଙ୍କ କୃଷିମାରଣା ନୀତି ବିରୋଧରେ ବିଜେଡିର ବିରାଟ ବାଇକ୍ ରେଲି

ବଲାଙ୍ଗିର, ଘନଶ୍ୟାମ ନାଗ (ଶାସକ ପ୍ରଶାସକ), ୨୬/୧୨:-ବିଜେପି ସରକାରଙ୍କ କୃଷିମାରଣା ନୀତିକୁ ବିରୋଧ କରି ବିପକ୍ଷ ବିଜେଡି ପକ୍ଷରୁ ଆଜି ଏକ ବିରାଟ ବାଇକ ରେଲି ପ୍ରଦର୍ଶନ କରା ଯାଇଛି। ପୂର୍ବତନ ବିଧାୟକ ଶ୍ରୀ ସରୋଜ କୁମାର ମେହେରଙ୍କ ନେତୃତ୍ୱରେ ରାମପୁର ବସ୍‌ଷ୍ଟାଣ୍ଡଠାରୁ ଆରମ୍ଭ ହୋଇଥିବା…

ରାଜ୍ୟସ୍ତରୀୟ ଯୁବଉତ୍ସବରେ କେନ୍ଦ୍ରାପଡ଼ା ଛାତ୍ରୀଙ୍କ କୃତିତ୍ୱ ।

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଡିସେମ୍ବର ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ରାଜ୍ୟସ୍ତରୀୟ ଯୁବ ଉତ୍ସବ ପ୍ରତିଯୋଗିତାରେ ପଦ୍ୟ ଲିଖନ ପ୍ରତିଯୋଗିତାରେ ଏସ.ଏନ ମହାବିଦ୍ୟାଳୟର ରାଜକନିକାର…

ନବରଙ୍ଗପୁର ଠାରେ ବୀର ବାଲ ଦିବସ ପାଳିତ

ନବରଙ୍ଗପୁର ତା ୨୬.୧୨.୨୦୨୫ ଆଜି ପୂର୍ବାହ୍ନ ୧୧:୦୦ ଘ ସମୟରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଦ୍ଵାରା ଜିଲ୍ଲାପାଳ କାର୍ଯ୍ୟଳୟ ଅଶୋକ ମେହେତା ସମ୍ମିଳନୀ ଵୀର ବାଲ ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦ୍ରୌପଦୀ କହଁର ସମସ୍ତଙ୍କୁ ସ୍ଵାଗତ ଜଣାଇ ବୀର…

ପାଇକମାଲରେ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳିତ।

ପଦ୍ମପୁର :- ମହାନ ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ପରେ ୧୯୯୭ ମସିହା ଆଜିର ଦିନରେ ତାଙ୍କର ସୁପୁତ୍ର ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଆରମ୍ଭ ହୋଇଥିଲା ବର୍ତ୍ତମାନର ବୃହତ୍ ଆଞ୍ଚଳିକ ଦଳ ଭାବରେ ପରିଚିତ ବିଜୁ ଜନତା ଦଳ। ଏହି କ୍ରମରେ ଆଜି ପାଇକମାଳ ସ୍ଥିତ ବିଜୁ ଜନତା…

ବିଆଇପିଏଫ୍ ପକ୍ଷରୁ ପ୍ରଫେସର୍ ଘନଶ୍ୟାମ ଦାଶ ଛାତ୍ରବୃତ୍ତି (ପିଜିଡିଏସ୍ ) ୨୦୨୫-୨୬ ର ବିଜେତା ସମ୍ମାନିତ

 ଭୁବନେଶ୍ୱର, ୨୬ ଡିସେମ୍ବର ୨୦୨୫ :ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍) ପକ୍ଷରୁ ଆଜି ପ୍ରିତିଷ୍ଠିତ 'ପ୍ରଫେସର ଘନଶ୍ୟାମ ଦାଶ ସ୍କୋଲାର୍ଶିପ ଫର୍ ହାଇୟର ଏଜୁକେସନ୍ ( ପିଜିଡିଏସ୍) ବିଜେତାଙ୍କୁ ସମ୍ମାନିତ କରାଯାଇଅଛି । ୨୦୨୫-୨୦୨୬ ଶିକ୍ଷାବର୍ଷ ରେ, ଚାରି ଜଣ ଡାକ୍ତରୀ ପାଠ…

ଅଲିଭ ରିଡଲଙ୍କ ସୁରକ୍ଷା ନେଇ କ୍ଷେତ୍ରକର୍ମ ଚାରୀଙ୍କ ତାଲିମ ଶିବିର l

ଅସ୍ତରଙ୍ଗ,ବର୍ତ୍ତମାନ ଅଲିଭ ରିଡଲ କଇଁଚ ଙ୍କ ମେଟିଙ୍ଗ ସହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇ ଥିବାରୁ,ଶେମାନଙ୍କର ସୁରକ୍ଷା ସହ ସ୍ଥାୟୀତ୍ୱ ନିମନ୍ତେ ଏକ କ୍ଷେତ୍ର ସ୍ଥରୀୟ କର୍ମଚାରୀ ଦକ୍ଷତା ବୃଦ୍ଧି ଶିବିର ଶୁକ୍ରବାର ଦିନ ପିର ଯାହାନିଆ ଫରେଷ୍ଟ ବିଟ ହାଉସ ଠାରେ ଅନୁଷ୍ଠିତ ହୋଇ ଯାଇ ଅଛି l…

ଓଡ଼ଗାଁ ପୋଲିସର ୱାରେଣ୍ଟି ଧରପଗଡ଼,୩ ୱାରେଣ୍ଟି ଗିରଫ ପରେ କୋର୍ଟ ଚାଲାଣ

ଓଡ଼ଗାଁ,୨୬।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପୋଲିସ ସ୍ବତନ୍ତ୍ର ୱାରେଣ୍ଟି ଧରପଗଡ଼ କାର୍ଯ୍ୟକ୍ରମ ପରିଚାଳନା ମାଧ୍ୟମରେ ଗୁରୁବାର ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରୁ ୩ ଜଣ ୱାରେଣ୍ଟିଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିଲେ । ତେବେ ଜାମିନ ଖାରଜ…

ବାହାଡାଝୋଲା ସୋସାଇଟି ତାଲା ବନ୍ଦକୁ ୨ ମାସ ବିତିଲା, ପ୍ରଶାସନ ନିରବ

ଦୁଇ ଦିନ ଗଲେ ଆରମ୍ଭ ହେବ ଧାନ କିଣା, ଜିଲ୍ଲାପାଳ କୁ ଫେରାଦ ହେଲେ ପରିଚାଳନା ପରିଷଦ ଓ ଚାଷୀ ଓଡ଼ଗାଁ,୨୬।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନୁଆଗାଁ ବ୍ଲକ ବାହାଡାଝୋଲା କୃଷି ସମବାୟ ସମିତିରେ ଦୁଇ ମାସ ଧରି ଅଚଳାବସ୍ଥା ଲାଗିରହିଥିବା ବେଳେ…