Sign in
Sign in
Recover your password.
A password will be e-mailed to you.
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ
ପଦ୍ମପୁର:- ସ୍ଥାନୀୟ ଭୋଇସାଗର ଡ୍ୟାମ୍ ଠାରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଅଭିଭାବକ ଶ୍ରୀଯୁକ୍ତ ପୃଥିରାଜ ସାହୁ ଓ ଶିକ୍ଷକ ଶ୍ରୀଯୁକ୍ତ ଶାନ୍ତନୁ କୁମାର ସାହୁ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ମାର୍ଗ ଦର୍ଶନ…
ମନରେଗା ନାମ ପରିବର୍ତ୍ତନକୁ ନେଇ କଂଗ୍ରେସର ସାଙ୍କେତିକ ପ୍ରତିବାଦ
ପୁରୀ, ୧୧/୧ (ଅନିମେଶ ପଟ୍ଟନାୟକ): ଗତକାଲି ସାମ୍ବାଦିକ ସମ୍ମିଳନୀରେ ମନରେଗା ନାମ ପରିବର୍ତ୍ତନକୁ ବିରୋଧ ପରେ ରବିବାର ପୁଣି ବିରୋଧ ପ୍ରଦର୍ଶନ କରିଛି ଜିଲ୍ଲା କଂଗ୍ରେସ। ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ସ୍ଥାନୀୟ ଗାନ୍ଧୀ ଘାଟ ଠାରେ ଏକତ୍ରିତ ହୋଇ ମାହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ…
ଆଉ ଏକ ସାଇବର ଠକେଇର ପର୍ଦ୍ଦାଫାସ କଲା କମିଶନରେଟ ପୋଲିସ
କଟକ ରୁ ନିରଞ୍ଜନ ଆଚାର୍ଯ୍ୟ ଙ୍କ ରିପୋର୍ଟ: କଟକ କମିଶନରେଟ ପୋଲିସ ହାତରେ ଲାଗଛି ଆଉ ଏକ ସାଇବର ଠକଙ୍କ ଗ୍ୟାଙ୍ଗ।ଖବରରୁ ପ୍ରକାଶ ଯେ କଟକ ମଧୁପାଟଣା ଥାନା ଅନ୍ତର୍ଗତ ଏକ ସାଇବର ଠକେଇ ଚାଲିଥିବାର ଖବର ପାଇ ମଧୁପାଟଣା ଥାନା ଅଧିକାରୀ ଚିତ୍ତରଞ୍ଜନ ରାଉତ ଏବଂ ଉଚ୍ଚପଦସ୍ଥ ଅଧିକାରୀ ଙ୍କ ମିଳିତ…
ମହେନ୍ଦ୍ରତନୟା ମହୋତ୍ସବ -୨୦୨୫ ଉଦଯାପିତ : ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଝୁମିଲେ ଦର୍ଶକ
https://youtu.be/75xEoQD6oGQ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଳକର ମିଶନଶକ୍ତି କାଫେ ସମ୍ମୁଖରେ ଦୁଇ ଦିନ ଧରି ଚାଲିଥିବା ମହେନ୍ଦ୍ରତନୟା ମହୋତ୍ସବ -୨୦୨୫ ଉଦଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ…
ଡ଼ଃ ପ୍ରଫୁଲ୍ଲ କୁମାର ପଣ୍ଡାଙ୍କୁ ଇନସ୍ପାଇରିଂ ସିଟିଜେନ ଏୱାର୍ଡ ପ୍ରଦାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ସେଞ୍ଚୁରିଅନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଏଣ୍ଡ ମ୍ୟାନେଜମେଣ୍ଟ (ସିୟୁଟିଏମ) ର “ସ୍କୁଲ ଅଫ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି ବିଭାଗର ପ୍ରଫେସର ଓ ଡିନ ପ୍ରଫେସର ଡ଼ଃ ପ୍ରଫୁଲ୍ଲ କୁମାର…
କେନ୍ଦୁଝର ନଗର ବିଜେପିର ବନ୍ଧୁମିଳନ
କେନ୍ଦୁଝର,ତା୧୧/୧- କେନ୍ଦୁଝର ନଗର ବିଜେପି ପକ୍ଷରୁ କେନ୍ଦୁଝର ସହର ନିକଟସ୍ତ ଗୋବିନ୍ଦପୁର ଠାରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ନଗର ସଭାପତି ଅସିତନନ୍ଦନ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ନଗର ସାଧାରଣ ସମ୍ପାଦକ…
ବୈଷ୍ଣବୀୟ ଚେତନା ହିଁ ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ବିଶ୍ଵବ୍ୟାପି କରିଥିଲା
ଶ୍ରୀ ରାଧାରମଣ ଫାଉଣ୍ଡେସନର ୩୬ ତମ ପ୍ରତିଷ୍ଠା ଦିବସ
ପୁରୀ,୧୧/୧ (ଅନିମେଶ ପଟ୍ଟନାୟକ): ଆଧ୍ୟାତ୍ମିକ ଅନୁଷ୍ଠାନ ଶ୍ରୀ ରାଧାରମଣ ଫାଉଣ୍ଡେସନ ର ୩୬ ତମ ପ୍ରତିଷ୍ଠା ଦିବସ ଶନିବାର ଅପରାହ୍ନରେ ପୁରୀ ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ, ସଦାଶିବ ପରିସରରେ ପାଲିତ ହୋଇଯାଇଛି। ଏହି…
ଲୋକକଳାର ମହାକୁମ୍ଭ: ଭବାନୀପାଟଣା ସଦର ବ୍ଲକର ୨୮ତମ ‘କଳାହାଣ୍ଡି ଉତ୍ସବ-ଘୁମୁରା’ ଉଦ୍ଯାପିତ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ସ୍ଥାନୀୟ ସଦର ବ୍ଲକ ପଞ୍ଚାୟତ ସମିତି ପରିସରରେ ମହାସମାରୋହରେ ଅନୁଷ୍ଠିତ ୨୮ତମ ବ୍ଲକ ସ୍ତରୀୟ ‘କଳାହାଣ୍ଡି ଉତ୍ସବ-ଘୁମୁରା ୨୦୨୬’ ଶନିବାର ଉଦ୍ଯାପିତ ହୋଇଯାଇଛି। ବ୍ଲକ ପ୍ରଶାସନ ଓ ପାଳନ କମିଟିର ମିଳିତ ସହଯୋଗରେ ଆୟୋଜିତ ଏହି ଉତ୍ସବ କେବଳ…
ଟାଟା ପାୱାର ର ବିଦ୍ୟୁତ ଉପଭୋକ୍ତା ଶୋଷଣ ବନ୍ଦ ଦାବିରେ ଆନ୍ଦୋଳନ ଡାକରା,
ଯାଜପୁର ତା ୧୧, ୦୧, ୨୦୨୬ରିଖ କୋରାଇ ବ୍ଲକ ଅନର୍ଗତ ତଣ୍ଡାର ଗ୍ରା.ପ ଠାରେ ଯାଜପୁର ଜିଲ୍ଲା ବିଦ୍ୟୁତ ଉପଭୋକ୍ତା କମିଟି ପକ୍ଷରୁ ଏକ ଆଲୋଚନା ସଭା ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତିଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଥିଲା. ଟି.ପି.ଏନ.ଓ.ଡ଼ି.ଏଲ ର ବିଦ୍ୟୁତ ଗ୍ରାହକ ମାନଙ୍କ ଉପରେ ନାହିଁ ନଥିବା…
ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକ ର ମୃତ୍ୟୁ।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁର ଶନି ମନ୍ଦିର ନିକଟରେ ଯାତ୍ରୀବାହୀ ବସ୍ ଧକ୍କାରେ ନିକଟସ୍ଥ ବାଜପଲୀ ଗ୍ରାମ ର ଜଣେ ଯୁବକ ର ମୃତ୍ୟୁ ଘଟିଛି। ଦିଗପହଣ୍ଡି ନିକଟସ୍ଥ ତୁରୁବୁଡି ଠାରୁ ଭୁବନେଶ୍ଵର ଯାଉଥିବା ବିଣାପାଣି ନାମକ ଏକ ଘରୋଇ ବସ୍…