Sign in
Sign in
Recover your password.
A password will be e-mailed to you.
ସଫେଇ କର୍ମଚାରୀମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ।
ଆଜି ସାନ ଓ ନୀଳ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ରାଉତପେଣ୍ଠା ସାହି ସ୍ଥିତ ଶ୍ରୀ ରଘୁନାଥ ମନ୍ଦିର କଲ୍ୟାଣ ମଣ୍ଡପରେ ସମସ୍ତ ସଫେଇ କର୍ମଚାରୀ ଙ୍କୁ ଓ ଅନ୍ୟ ନିରୀହ ଲୋକଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଗଲା. ସାନ ଓ ନୀଳ ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀ ପି. ଧର୍ମା ରାଓ, ଉପ ସଭାପତି ଏସ.ଚିଟ୍ଟୀ ବାବୁ,…
୪ଟି ହାଇୱା ପାଉଁଶ ବୋଝେଇ ଗାଡ଼ି ଅଟକ : ୧ ଲକ୍ଷ ୬୦ ହଜାର ଜରିମାନା
ରାଜଗାଙ୍ଗପୁର,୧୦-୦୧-୨୬. କାରଖାନାର ବର୍ଜ୍ୟ ପାଉଁଶ ରାଜଗାଙ୍ଗପୁର ଓ କୁତ୍ରା ଅଞ୍ଚଳରେ ବେଆଇନ ଭାବେ ପକାଯାଉଥିଲା। ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଲାଞ୍ଜିବେଣ୍ଡା ଠାରେ ପୁଲିସ୍ ୪ଟି ହାଇୱା ପାଉଁଶ ବୋଝେଇ ଗାଡ଼ିକୁ ଅଟକ ରଖିବା ସହ ୧ ଲକ୍ଷ ୬୦ ହଜାର ଜରିମାନା କରାଯାଇଥିବା ସୂଚନା ମିଳିଛି।…
ଗୁରୁପୂଜନ ସହ ପୁସ୍ତକ ଉନ୍ମୋଚନ।
କେନ୍ଦୁଝର,ତା୧୧/୧- ଭୁବନେଶ୍ୱର, ପଟିଆଗଡ଼ ସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ତା୮/୧/୨୦୨୬ରିଖ ଠାରୁ ତା୧୦/୧।୨୦୨୬ରିଖ ଯାଏ ଶ୍ରୀ ଜଗନ୍ନାଥ ପାଲା କଳାକାର ମହାସଂଘ ଆନୁକୂଲ୍ୟରେ ପାଲା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ମା' ତାରିଣୀ ବାୟକ ପରିଷଦର ସମ୍ପାଦକ ବରିଷ୍ଠ ବାୟକ…
କାମର ଅଧିକାରର ସୁରକ୍ଷା ପାଇଁ ଦେଶବ୍ୟାପୀ “MGNREGA ବଞ୍ଚାଅ ସଂଗ୍ରାମ” ଆରମ୍ଭ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମାର ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସଭାଗୃହ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ମୋହନା ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଯୁକ୍ତ ଦାସରଥି ଗମାଙ୍ଗ ୟୁପିଏ ସରକାର…
ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୮ତମ ବାର୍ଷିକ ଉତ୍ସବ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୮ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକଙ୍କ ପୌରହିତ୍ୟରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ…
କିମସରେ ଏଏପିଆଇ ଗ୍ଲୋବାଲ୍ ହେଲଥକେୟାର ସମିଟ୍ ଉଦ୍ଘାଟିତ
ଭୁବନେଶ୍ୱର, ୧୦ ।୧: ଆମେରିକାନ ଆସୋସିଏସନ ଅଫ ଇଣ୍ଡିଆନ ଅରିଜିନ (ଭାରତୀୟ ବଂଶୋଦ୍ଭବ ଚିକିତ୍ସକ ସଂଘ- ଏଏପିଆଇ) ପକ୍ଷରୁ କିମ୍ସରେ ୧୯ତମ ଗ୍ଲୋବାଲ୍ ହେଲଥ୍କେୟାର ସମିଟ୍ ୨୦୨୬ ଶନିବାର ଉଦ୍ଘାଟିତ ହୋଇଯାଇଛି। ଜାନୁଆରୀ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମିଳନୀରେ ଭାରତ ଓ…
ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ ଗଜପତିର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲ,ଭା.ପ୍ର.ସେ. ଯୋଗଦାନ କରିଛନ୍ତି । ନୂତନ ଜିଲ୍ଲାପାଳ ଆଜି ( ଶନିବାର) ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ଦାୟିତ୍ୱ ଗ୍ରହଣ କରିବା ସହ ସରକାରୀ କାର୍ଯ୍ୟରେ…
ମେଗା ‘ଶିଶିର ସରସ-୨୦୨୬’ ଉଦ୍ଘାଟିତ
ସ୍ୱଦେଶୀ ଓ ଜିଆଇ ଟ୍ୟାଗ୍ପ୍ରାପ୍ତ ଓଡ଼ିଶା ଉତ୍ପାଦକୁ ଜାତୀୟ ସ୍ତରରେ ନୂଆ ପରିଚୟ: ମନ୍ତ୍ରୀ
ଫୁଡ୍ ଜୋନ୍ ଓ ସେଲ୍ଫି ପଏଣ୍ଟ ଉଦ୍ଘାଟନୀ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ
ଭୁବନେଶ୍ୱର, ୧୦.୦୧.୨୦୨୬: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନସ୍ଥ ଓଡ଼ିଶା ଗ୍ରାମୀଣ ବିକାଶ ଏବଂ…
ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟ ପକ୍ଷରୁ ନିଶାମୁକ୍ତ କାର୍ଯ୍ୟକ୍ରମ
ପୁରୀ,୧୦/୧ (ଅନିମେଶ ପଟ୍ଟନାୟକ ): ବଳିଆପଣ୍ଡା ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ପକ୍ଷରୁ ଈଶ୍ୱରୀୟ ରାଜଯୋଗ ସାଧନା କେନ୍ଦ୍ରରେ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ପଦାଧିକାରୀ ଶୁଭ ଉଦଘାଟନ କରିଥିଲେ । ଭାରତରୁ ୧୫୦ ଜଣ ସ୍ବାସ୍ଥ୍ୟ…
୮ ଲକ୍ଷ ୧୬ ହଜାର ଅଯୋଗ୍ୟ ଙ୍କ କାର୍ଡ କଟିଛି: ମନ୍ତ୍ରୀ ଶ୍ରୀ ପାତ୍ର
ଇ କେୱ୍ବାଇସି ମାଧ୍ୟମରେ ନୂତନ ହିତାଧିକାରୀ ଚିହ୍ନଟ: ୨୧୫ ଜଣ ଙ୍କୁ ଖାଉଟି କାର୍ଡ ବାଣ୍ଟିଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ
ପୁରୀ ,୧୦/୧, (ଅନିମେଶ ପଟ୍ଟନାୟକ ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବ୍ୟବସ୍ଥା କୁ ସ୍ଵଛ କରାଯାଇଛି।ସମସ୍ତ ଯୋଗ୍ୟ ହିତାଧିକାରୀ ଙ୍କୁ ଖାଉଟି କଲ୍ୟାଣ ଯୋଜନା ରେ…