Sign in
Sign in
Recover your password.
A password will be e-mailed to you.
ପଞ୍ଚ ଧାତୁରେ ନିର୍ମିତ ସ୍ବର୍ଣ୍ଣ ଧନୁର ଓଡ଼ଗାଁ ପରିକ୍ରମା
ଓଡ଼ଗାଁ,୧୧।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ବିରାଜିତ ଶ୍ରୀ ରଘୁନାଥ ଜିଉଙ୍କ ପିଠ ତଥା ଓଡ଼ିଶାର ଗୁପ୍ତ ଅଯୋଧ୍ୟା ଅଧିଶ୍ବର ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିର ଦକ୍ଷିଣ ଦ୍ଵାର ବେଢ଼ାରେ ରବିବାର ସନ୍ଧ୍ୟାରେ ପଞ୍ଚଧାତୁରେ ନିର୍ମିତ ସ୍ବର୍ଣ୍ଣ ଧନୁ ପହଁଞ୍ଚିବା ପରେ…
ଓଡ଼ଗାଁ ବୈଦେହୀ ସଂଗୀତାୟନ ବାର୍ଷିକୋତ୍ସବ
ଓଡ଼ଗାଁ,୧୧।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁର ପ୍ରତିଷ୍ଠିତ ବୈଦେହୀ ସଂଗୀତାୟନ ଓଡ଼ଗାଁର ବାର୍ଷିକୋତ୍ସବ ସ୍ଥାନୀୟ ବ୍ଳକ୍ ରୋଡ଼ କଲ୍ୟାଣୀ ମଣ୍ଡପ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ସଂଗୀତ ମହାବିଦ୍ୟାଳୟ ଓଡ଼ିଶୀ ଭୋକାଲ ବିଭାଗ ଅଧ୍ୟାପକ ସଂଗୀତ ନାଟକ ଏକାଡେମୀ…
ମୃତ ମହିଳାଙ୍କ ଶରୀର ଦାନ କଲେ ପରିବାର।
ବେଲଗୁଣ୍ଠା : (ଶିବରାମ ଚୌଧୁରୀ )-:ଆଜିବି ବଞ୍ଚି ରହିଛି ମାନବିକତା। ନୂତନ ରାଷ୍ଟ୍ର ଗଠନ କ୍ଷେତ୍ରରେ ଆଜିକାଲି ଡାକ୍ତରୀ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ। ମେଡିକାଲ କଲେଜରେ ଶିକ୍ଷା ଗ୍ରହଣ କରିବା ପାଇଁ ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ମନୁଷ୍ୟ ଶରୀର ଏବଂ ଅଙ୍ଗାପ୍ରତ୍ୟଙ୍ଗ ନିହାତି…
ନିଖୋଜ ଆଦିବାସୀ ମହିଳା ଘଟଣାର ଭିନ୍ନ ମୋଡ଼ ଅପହରଣ ସନ୍ଦେହ।
ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱାମୀର ଆକୁଳ ନିବେଦନ।
କେନ୍ଦୁଝର,ତା୧୧/୧- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ତଳ କାଇଁସାରୀ ପଂଚାୟତର ଆମ୍ବଡ଼ହରା ଗ୍ରାମ ପଥୁରିବାଡ଼ି ସାହିର ଜଣେ ଆଦିବାସୀ ମହିଳା ନିଖୋଜ ହୋଇଥିବାର ଘଟଣା ସଦର ଥାନାରେ ଲିଖିତ ଅଭିଯୋଗ…
ରାଉଲକେଲାରୁ ଅଯୋଧ୍ୟା ଅଭିମୁଖେ ବାହାରିଥିବା ରାମ ଧନୁକୁ ବେଲଗୁଣ୍ଠାରେ ବିପୁଳ ସମ୍ବର୍ଦ୍ଧନା
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ରାଉଲକେଲାରୁ ଅଯୋଧ୍ୟା ଅଭିମୁଖେ ବାହାରିଥିବା ରାମ ଧନୁ ଶନିବାର ରାତ୍ର ନଅ ଘଣ୍ଟା ସମୟରେ ବେଲଗୁଣ୍ଠା ବ୍ଳକ୍ ଚଢିଆପଲ୍ଲୀ ଠାରେ ପହଞ୍ଚିବା ପରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା I ରାମଧନୁ ପହଞ୍ଚିବା ପରେ ସୋରଡା ବିଧାୟକ ନୀଳମଣି ବିଷୋୟୀ, ସୋରଡ଼ା ସାଂସଦ…
ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲ ତରଫରୁ ନିଃଶୁଳ୍କ ବିଶାଳ ସ୍ୱାସ୍ଥ୍ୟ ସେବା ଶିବିର
ଚିଲିକା:(ସେକ୍ କୌସର):ରବିବାର ଦିନ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲ ତରଫରୁ ନାଚୁଣୀ କଲେଜ୍ ପରିସରରେ ନିଃଶୁଳ୍କ ବିଶାଳ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଶିବିରକୁ ରାଜ୍ୟ ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆନୁଷ୍ଠାନିକ ଭାବେ ଉଦଘାଟନ…
୩୦ ତମ ସର୍ବଭାରତୀୟ ବୋଡାସମ୍ବର କପ୍ : କଟକ କୁ ହରାଇ ରାଉରକେଲା ସେମିରେ
ପଦ୍ମପୁର:- ସ୍ଥାନୀୟ ଆର୍.ବି ହାଇସ୍କୁଲ ପଡିଆ ରେ ଚାଲୁଥିବା ୩୦ତମ ସର୍ବଭାରତୀୟ ବୋଡାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସରେ କଟକ ୟୁନିଅନ ସ୍ପୋଟିଙ୍ଗ ଓ ଆର୍ .ୱାଇ.ସି.ସି ରାଉଲକେଲା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ରାଉଲକେଲା ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି…
ବସନ୍ତ ମହୋତ୍ସବ ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର,-ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ପଡିଆରେ ଆଜି ଯୁଧିଷ୍ଠିର ମହାଙ୍କୁଡ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଚତୁର୍ଦ୍ଦଶ ରାଜ୍ଯ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ଉପଲକ୍ଷେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ କାର୍ଯ୍ୟକ୍ରମ ରେ…
୧୨ରୁ ୧୮ ସୁଭଦ୍ରା ଶକ୍ତି ମେଳା
ନୟାଗଡ଼(ବିଶ୍ଵଜିତ ନାୟକ):- ନୟାଗଡ଼ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ନୟାଗଡ଼ ଷ୍ଟାଡିୟମ ପଡ଼ିଆଠାରେ ଆୟୋଜିତ ହେଉଛି । ଜାନୁଆରୀ ୧୨ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି ମେଳା ଅନୁଷ୍ଠିତ ହେବ । ଏହି ମେଳାରେ ୧୫୦ ଷ୍ଟଲ ନିର୍ମାଣ କରାଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀକୁ ବାଦ ଦେଇ…
“ମଣିଷ ଗଠନ ସମୟର ଆହ୍ବାନ ଅଟେ ।”
ଦହିତା ମହାବିଦ୍ୟାଳୟ ରୌପ୍ୟ ଜୟନ୍ତୀ ଉଦଘାଟିତ
ପଦ୍ମପୁର:- ସଂପ୍ରତି ସମାଜ ଅପସଂସ୍କୃତି ବହୁଳ ତଥା କୁପଥ ଗାମୀ ହେଉଥିବା ବେଳେ ଶିକ୍ଷା ମହୋତ୍ସବ ମାଧ୍ୟମରେ ମଣିଷ ଗଠନ ସଚେତନତା ସମୟର ଆହ୍ବାନ ଅଟେ ବୋଲି ବରଗଡ ଜିଲ୍ଲା ପଦ୍ମପୁର ନିକଟସ୍ଥ ବୁଦ୍ଧଦେବ ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…