ବିଜେପୁର ଅଞ୍ଚଳରେ ଭୁଶୁଡ଼ିବାକୁ ବସିଛି ଶିକ୍ଷା ବ୍ୟବସ୍ଥା, ସାଧୁପାଲି ସ୍କୁଲକୁ ଗ୍ରାମବାସୀ ମାରିଲେ ତାଲା

ବିଜେପୁର : ବିଜେପୁର ବ୍ଲକ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଧୀରେଧୀରେ ଭୁଶୁଡ଼ିବାକୁ ବସିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହାର ସ୍ପଷ୍ଟ ଉଦାହରଣ ଦେଖିବାକୁ ମିଳିଛି ବିଜେପୁର ବ୍ଲକ ଅନ୍ତର୍ଗତ ସାଧୁପାଲି ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଶିକ୍ଷକଙ୍କ ଅନିୟମିତତା ଓ ଅବହେଳା…

କେନ୍ଦୁଝରରେ ଜାତୀୟ ଯୁବ ଦିବସ ପାଳନ ଅବସରରେ ସାମୂହିକ ‘ବନ୍ଦେ ମାତରମ୍’ ଗାନରେ ପ୍ରକମ୍ପିତ ହେଲା ଦରବାର ହଲ

କେନ୍ଦୁଝର, ତା୧୨/୧- କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଦରବାର ହଲ୍‌ଠାରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ‘ଜାତୀୟ ଯୁବ ଦିବସ’ ପାଳିତ ହୋଇଯାଇଛି। ଏହି ଅବସରରେ ଭାରତର ସାହିତ୍ୟିକ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ‘ବନ୍ଦେ ମାତରମ୍’ ରଚନାର ୧୫୦ ବର୍ଷ…

‘ସଖୀ’ ୱାନ୍ ଷ୍ଟପ୍ ସେଣ୍ଟର-ଆଇ ଏସ୍ ଆର୍ ଡି ତରଫରୁ ଜାତୀୟ ଯୁବା ଦିବସ ପାଳିତ

ପାରାଲକେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : 'ସଖୀ' ୱାନ୍ ଷ୍ଟପ୍ ସେଣ୍ଟର- ଆଇ ଏସ୍ ଆର୍ ଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ " ନିଶା ମୁକ୍ତ ଯୁବା ପାଇଁ ବିକଶିତ ଭାରତ ଅଭିଯାନ" ର ଏକ ଶୋଭାଯାତ୍ରା…

ଭାସୁଥିବା ଶବ ଉଦ୍ଧାର।

( କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ଦୁଇ ଦିନ ଧରି ନିଖୋଜ ଥିବା ଶ୍ରୀନିବାସ ଦଳେଇ ନାମକ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଶବକୁ ଟାଉନ ଥାନା ଅର୍ନ୍ତଗତ ବିଜିପୁର ବନ୍ଧରୁ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଉଦ୍ଧାର କରିଛନ୍ତି। ମୃତ ବ୍ୟକ୍ତି ଜଣକ ଗତ ଶନିବାର ସନ୍ଧ୍ୟା ଭ୍ରମଣ ରେ ଯାଇ ଘରକୁ ନ ଫେରିବାରୁ…

ବିସର୍ପ ସଚେତନା ଓ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର, ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଏକଜିମା ରୋଗ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା.ନକୁଳ ସାହୁ କହିଛନ୍ତି ଅଧିକ ଲବଣ, ଅମ୍ଳ, ଆମିଷ, ବାସି ଖାଦ୍ୟ,ମିଠା ଖାଇଲେ, ଗୁହାଳ, ନାଳ, ନର୍ଦ୍ଦମା ଓ ଆଘାତ ଲାଗି…

କାର୍ ଧକ୍କାରେ ଯୁବକ ର ମୃତ୍ୟୁ।

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ପୋଲସରା ଥାନା ଅନ୍ତର୍ଗତ ଢୁଙ୍କାପଡା ପଞ୍ଚାୟତ ଆମ୍ବପୁଆ ଗ୍ରାମ ଚନ୍ଦିନୀ ଉପରେ ବସି କଥାବାର୍ତ୍ତା ହେଉଥିବା ବେଳେ ହଠାତ୍ ଏକ ମୋଟର କାର୍ ଆସି ଭାରସାମ୍ୟ ହରାଇ ଚନ୍ଦିନୀ ଉପରେ ଚଢ଼ି ଯିବାରୁ କାର୍ ଚାଳକ ସମେତ ଉକ୍ତ ତିନି ଜଣ ଯୁବକ ଗୁରୁତର ଆହତ…

ଆସନ୍ତା ୨୫ରେ ଗୁଣପୁର ନଗରରେ ହିନ୍ଦୁ ସମ୍ମିଳନୀ

  (ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ରାୟଗଡା ଜିଲା ଗୁଣପୁର ନଗରର ହିନ୍ଦୁ ସମ୍ମିଳନୀ ଆସନ୍ତା ୨୫ ତାରିଖରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ବଡଦାଣ୍ଡ ଠରେ ଅନୁଷ୍ଠିତ ହେବ । ଏଥି ଲାଗି ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପରିସରରେ ଆଜି ସଂଧ୍ୟାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।…

ଗଜପତି ଉତ୍ସବ – ୨୦୨୫ପୂର୍ବରୁ ପାରଳା ରେ ପଥଉତ୍ସବ ତଥା ରାହାଗିରି ପାଳିତ

https://youtu.be/Q52xw7mxlOM ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରାଜଦାଣ୍ଡ ଠାରେ ପୌର ପରିଷଦ ପକ୍ଷରୁ ଗଜପତି ଉତ୍ସବ - ୨୦୨୫ ପୂର୍ବରୁ ପଥଉତ୍ସବ ତଥା ରାହାଗିରି ମହା ସମାରୋହରେ ଆୟୋଜିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ…

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନବମ ଶ୍ରେଣୀ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ

ଓଡ଼ଗାଁ,୧୧।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁର ବିଭିନ୍ନ ସ୍ଥିରିକୃତ ବିଦ୍ୟାଳୟ ମାନଙ୍କରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ ଚୟନ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ନବମ ଶ୍ରେଣୀ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ ହୋଇଛି । ଚଳିତ ମାସ…

ଦେଓଗାଁରେ ବିଶ୍ବ ଶାନ୍ତି ଶୈବ ଯଜ୍ଞ ଉଦଯାପିତ

  ଓଡ଼ଗାଁ,୧୧।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପାଣ୍ଡେରିପଡା ପଞ୍ଚାୟତ ଦେଓଗାଁରେ ୩ଦିନ ଧରି ଅନୁଷ୍ଠିତ ଦଣ୍ଡେଶ୍ବର ମହାଦେବଙ୍କ ୪ର୍ଥ ବାର୍ଷିକ ଉତ୍ସବ ଅବସରରେ ନୂତନ ଯଜ୍ଞଶାଳା ପ୍ରତିଷ୍ଠା ସହିତ ବିଶ୍ବ ଶାନ୍ତି ଶୈବ ଯଜ୍ଞ, ନାମ ଯଜ୍ଞ ଏବଂ ଅନ୍ନ ଯଜ୍ଞ ଉତ୍ସବ…