ବାସୁଦେବପୁର ଜଳସମ୍ପଦ ବିଭାଗ ଓ ଜଳ ନିଷ୍କାସନ ବିଭାଗ ଦ୍ଵାରା ଗମେଇ ନଦୀ ଶାଖା ନାଳର ଉନ୍ନତୀ କରଣ ପାଇଁ ଶୁଭ ଦେଲେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ଅଶୋକ ଦାସ। ବରଣ୍ଡୁଆ, ପ୍ରତାପପୁର,ଚାଲୁଣି ଗାଁ ଓ ବିରଞ୍ଚିପୁର ଆଦି ଚାଷ ଜମିର ଜଳ ସେଚନ ସୁବିଧା ହେବ ସହିତ ଅଞ୍ଚଳ ର ଉନ୍ନତି ହେବ ବୋଲି । ସାଂସଦ କହିଛନ୍ତି। ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ ଓ ସ୍ଥାନୀୟ ସରପଞ୍ଚ ଗୋବିନ୍ଦ ମଲିକ ଓ ଅନ୍ୟ ପଦାଧିକାରୀ ଓ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ରହି ଥିଲେ।
Sign in
Sign in
Recover your password.
A password will be e-mailed to you.