Sign in
Sign in
Recover your password.
A password will be e-mailed to you.
ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର, ତା ୧୬/୧୧: ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଙ୍ଘର ବାର୍ଷିକ ସାଧାରଣ ବୈଠକ ଏହାର ସଭାପତି ଡକ୍ଟର ସତ୍ୟଜିତ ମହାନ୍ତିଙ୍କ ପୌରୋହିତ୍ୟରେ ସଂଘର ସ୍ଥାୟୀ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।
ପ୍ରାରମ୍ଭରେ ସଭାପତି ସଂଘ ସମ୍ପର୍କରେ ସମ୍ୟକ ସୂଚନା ଦେବା ସହିତ ସମସ୍ତ…
ଫକୀର ସାହି ୟୁଥ୍ କମିଟି ପକ୍ଷରୁ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ।
କାକଟପୁର ୧୭/୧୧(ପ୍ରକାଶ ଦାଶ) ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ଫକୀର ସାହି ଗ୍ରାମର ଉତ୍ସାହୀ ଯୁବ ଗୋଷ୍ଠୀ "ଫକୀର ସାହି ୟୁଥ୍ କମିଟି" ଆନୁକୁଲ୍ୟରେ ଶିଶୁଦିବସ ଅବସରରେ ଶିକ୍ଷା ସଚେତନତା ପାଇଁ ଫକୀରସାହି ଉର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ…
ଖୁବ୍ ଶୀଘ୍ର ଆରମ୍ଭ ହେବ ଭଣ୍ଡିସାହି – ପଥର ପକ୍କା ସେତୁ ଟେଣ୍ଡର ପ୍ରକ୍ରିୟା ।
କାକଟପୁର(ପ୍ରକାଶ ଦାଶ)୧୭/୧୧: ଫଳକରେ ସୀମିତ ଥିବା ଭଣ୍ଡିସାହି - ପଥରପକ୍କା ସେତୁ କାର୍ଯ୍ୟ ଫୁଣି ଥରେ ଆରମ୍ଭ ହେବାକୁ ଯାଉଛି। ପାଟସୁନ୍ଦରପୁର ଗ୍ରାମ ପଞ୍ଚାୟତ ବିଶେଷ କରି ଭଣ୍ଡିସାହି ଗ୍ରାମର ଜନସାଧାରଣ ଙ୍କ ଦୁଃଖ ଦୂର ହେବ । ବହୁ ବର୍ଷ ଧରି ଯେଉଁ ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ…
ବଡ଼ବିଲ ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ
ବଡ଼ବିଲ (ଶାସକ ପ୍ରଶାସକ) :ବଡ଼ବିଲ ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି।
ସ୍ଥାନୀୟ ଲକି ଇଣ୍ଡିଅ ହୋଟେଲ୍ରେ ଅନୁଷ୍ଠିତ ଏହି ଉତ୍ସବରେ କ୍ଲବର ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଟା ବଳରାମ ମହାନ୍ତି ଅତିଥ୍ ପରିଚୟ ପ୍ରଦାନ କରି ତାଙ୍କୁ ମଞ୍ଚାସୀନ କରାଇଥିଲେ। ଉପଦେଷ୍ଟା…
ପ୍ରେସ ଦିବସ ପାଳନ ଅବସରରେ ଭଞ୍ଜନଗର ର ସମସ୍ତ ସାମ୍ବାଦିକ , ଏକାଠି ହେଲେ ପ୍ରେସ କ୍ଳବ୍ ରେ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }_ ଜନତାଙ୍କ ସମସ୍ୟା ପ୍ରସଙ୍ଗ କୁ ସରକାର ଙ୍କ ନିକଟରେ ନିରପେକ୍ଷ ଓ ସୁଦୃଢ ଭାବରେ ଉପସ୍ଥାପନ କରିବାରେ ସାମ୍ବାଦିକତା ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେଥିନିମିତ୍ତ ସବୁ ସ୍ଥିତିରେ ନିରପେକ୍ଷ ଖବର ଉପସ୍ଥାପନ କରିବା ଓ ରାଷ୍ଟ୍ର ଗଠନରେ , ଏହାଦ୍ଵାରା ଗଣମାଧ୍ୟମ ର…
ବ୍ୟାଡମିଣ୍ଟନ ତାରକା ଶ୍ୱେତପର୍ଣ୍ଣା ପଣ୍ଡାଙ୍କୁ ୩୩ତମଏକଲବ୍ୟ ପୁରସ୍କାର
ପ୍ରୀତିସ୍ମିତା ଭୋଇ ଏବଂ ଆହାନଙ୍କୁ ଉପବିଜେତା ଭାବରେ ସମ୍ମାନିତ
ଭୁବନେଶ୍ୱର, ୧୬ନଭେମ୍ବର୨୦୨୫: ବ୍ୟାଡମିଣ୍ଟନ ଜଗତର ଅନନ୍ୟ ପ୍ରତିଭା ଓଡ଼ିଶାର ଶ୍ୱେତପର୍ଣ୍ଣା ପଣ୍ଡାଙ୍କୁ ଚଳିତବର୍ଷର ୩୩ତମ ଏକଲବ୍ୟ ପୁରସ୍କାର ଭୁବନେଶ୍ଵରର ମେଫେୟାର କନଭେନସନ ଠାରେ ପ୍ରଦାନ କରାଯାଇଛି। ତାଙ୍କୁ ଟ୍ରଫି ସହିତ…
ଆସନ୍ତା ୧୯ ନଭେମ୍ବର ଭାରତୀୟ ଜନତା ପାର୍ଟି ତରଫରୁ ଏକ ମେଗା ରକ୍ତଦାନ ଶିବିର
ବିଜେପୁର :-ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକ ତାଳପଦର ଖଗେଶ୍ୱର ମଣ୍ଡପ ପରିସରରେ ଆସନ୍ତା ୧୯ ନଭେମ୍ବର ଭାରତୀୟ ଜନତା ପାର୍ଟି ତରଫରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହେବାକୁ ଯାଉଛି। ରକ୍ତଦାନ ହେଉଛି ସବୁଠୁ ବଡ ସେବା, ଯାହା ଦ୍ୱାରା ଅନେକ ଜୀବନ ରକ୍ଷା ପାଇଥାଏ। ରକ୍ତଦାତାମାନେ ମାନବତାର…
ଗଳ୍ପ ସଂକଳନ “ଭିନ୍ନ ରଙ୍ଗ” ଉନ୍ମୋଚିତ
ନୟାଗଡ଼(ବିଶ୍ୱଜିତ ନାୟକ) :- ଲେଖକ ଧିରେନ୍ଦ୍ର ପଟ୍ଟନାୟକଙ୍କ ନୂତନ ଗଳ୍ପ ସଂକଳନ "ଭିନ୍ନ ରଙ୍ଗ" ଆଜି ରୋଟାରୀ କ୍ଲବ, ନୟାଗଡ଼ରେ ଉନ୍ମୋଚିତ ହେଇଯାଇଛି। ଆଜିର ଏହି ପୁସ୍ତକ ଲୋକାର୍ପଣ ଉତ୍ସବକୁ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିବା ବେଳେ ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସମୀକ୍ଷା…
ଡୁଙ୍ଗୁରିପାଲି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରକୋଷ୍ଠରେ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଡୁଙ୍ଗୁରିପାଲି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରକୋଷ୍ଠରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷ ନେଇ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏ ସକାଶେ…
ସୁବର୍ଣ୍ଣପୁର ରେ ଜାତୀୟ ପ୍ରେସ ଦିବସ ପାଳିତ
ସୁବର୍ଣ୍ଣପୁର,ଶାସକ ପ୍ରସାଶକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଅଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଅର୍ଜୁନ ଚରଣ ମାଝୀ…