ତରଭା ବ୍ଲକ ତୁଲୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି…

  ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ତରଭା ପଞ୍ଚାୟତ ସମିତି ଅନ୍ତର୍ଗତ ତୁଲୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ,…

ବ୍ରହ୍ମା କୁମାରୀ ସେବାକେନ୍ଦ୍ର ରେ ରକ୍ତଦାନ ଶିବିର

ଜଗତସିଂହପୁର,ତା-୧୭.୧୧.୨୦୨୫/ସୁମନ୍ତ କୁମାର ଦାସ: ଗତ ରବିବାର ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଜଗତସିଂହପୁର ଶାଖା ଓ କାନାରା ବ୍ୟାଙ୍କ ଡେଙ୍ଗାପୋଲ ଶାଖା ମିଳିତ ଆନୁକୁଲ୍ୟରେ ଏକ ସଫଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସେବାକେନ୍ଦ୍ର ସଞ୍ଚାଳିକା ବ୍ରହ୍ମା…

ଜିଲ୍ଲାରେ ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀ ଙ୍କ ଚିହ୍ନଟ ନେଇ କେନ୍ଦ୍ରାଞ୍ଚଳ ଡି ଆଇ ଜି ଙ୍କ ପ୍ରେସ ମିଟ

  ଜଗତସିଂହପୁର,ତା-୧୭.୧୧.୨୦୨୫/ସୁମନ୍ତ କୁମାର ଦାସ: ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ କେନ୍ଦ୍ରାଞ୍ଚଳ ଡି ଆଇ ଜି ଶ୍ରୀ ସତ୍ୟଜିତ ନାୟକ ଙ୍କ ଦ୍ଵାରା ଜିଲ୍ଲା ର ବେହେରାମ ପୁର ଓ ଧନିପୂର୍ ଠାରେ ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀ ଙ୍କ ଚିହ୍ନଟ…

ବରପୁତ୍ର ଶ୍ରୀରାମ ଦାସ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଜଗତସିଂହପୁର,ତା-୧୭.୧୧.୨୦୨୫/ସୁମନ୍ତ କୁମାର ଦାସ: ଆଜି ଜିଲ୍ଲା ପ୍ରଶାସନ ଓ ପୌର ପରିଷଦର ମିଳିତ ଆନୁକୂଲ୍ୟ ରେ ବରପୁତ୍ର ଶ୍ରୀରାମ ଦାଶ ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ କଲେଜ ଛକ ସ୍ଥିତ ସେହି ମହାନ ଆତ୍ମାଙ୍କ…

ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର,ତା-୧୭.୧୧.୨୦୨୫/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଉପସ୍ଥିତ ରହି ଜନସାଧାରଣଙ୍କ…

ଉପମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ମହେନ୍ଦ୍ରଗିରି ଶିଖର ର ଇକୋ ରିସୋର୍ଟ ଉଦଘାଟିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ସୋମବାର ) ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗିରି ଶିଖରରେ ଥିବା ଇକୋ ରିସୋର୍ଟକୁ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା , ମହିଳା ଓ ଶିଶୁ ବିକାଶ , ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଦିନିକିଆ…

ଗୋଡ ଫଟା ପାଇଁ ସଚେତନl ଓ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର: ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଗୋଡ଼, ମୁହଁ, ଓଠ ଓ ଚର୍ମ ଫଟାର ପ୍ରତିରୋଧ ପାଇଁ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି କହିଲେ ଶୀତ ଦିନେ ଏହିସବୁ ରୋଗ…

ତିତିରା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ବଦଳି ପ୍ରତିବାଦ, ସ୍କୁଲ ତାଲା ପକାଇଲେ ଛାତ୍ରଛାତ୍ରୀ

ବାଲିକୁଦା, ଶାସକ ପ୍ରଶାସକ ( ବିଚିତ୍ର ରଞ୍ଜନ ସାହୁ) : ବାଲିକୁଦା ବ୍ଲକର ତିତିରା ପ୍ରାଥମିକ ବିଦ୍ୟାଳୟରେ ଆଜି ଶିକ୍ଷକ ବଦଳି ପ୍ରତିବାଦ ଉତ୍ତେଜନା ପରିସ୍ଥିତି। ଶିକ୍ଷକ ବଦଳିକୁ ସ୍ଥଗିତ କରିବା ଦାବିରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ ସକାଳୁ ସ୍କୁଲ ଗେଟ୍‌କୁ ତାଲା ପକାଇ ସ୍କୁଲ ଆଗରେ…

ଏଥର ଜିଲ୍ଲା-ୱାରୀ କିସ ଅଭିଭାବକ ସମ୍ମିଳନୀ

ଭୁବନେଶ୍ୱର, ୧୭ ।୧୧: ପ୍ରତିବର୍ଷ କିସ୍‌ରେ କିସ୍ ଛାତ୍ରଛାତ୍ରୀ ଅଭିଭାବକଙ୍କ ସମ୍ମିଳନୀ ଅନୁଷ୍ଠିତ ହୁଏ। ଏଥିରେ ଓଡ଼ିଶା ଓ ବାହାର ରାଜ୍ୟରୁ କିସ୍‌ରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଲକ୍ଷାଧିକ ଅଭିଭାବକ କିସ୍‌ରେ ପହଞ୍ଚି ସମ୍ମିଳନୀରେ ଯୋଗ ଦେଇଥାନ୍ତି। ଚଳିତ ବର୍ଷ ଏହି ସମ୍ମିଳନୀ ଆୟୋଜନ ନେଇ…

ଜିଲ୍ଲା ପ୍ରଶାସନ, ପୋଲିସ୍ ଓ ନିର୍ବାଚନ ଅଧିକାରୀଙ୍କୁ ପ୍ରଭାବିତ କରି ଭୋଟ ରିଗିଂ କରିଛି ବିଜେପି: ସ୍ନେହାଙ୍ଗିନୀ

ନୂଆପଡା ଉପନିର୍ବାଚନ ଉପରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କ ପ୍ରତିକ୍ରିୟା ପ୍ରଚାର ସମୟରେ ବିଜେଡିକୁ ମିଳିଥିବା ସମର୍ଥନ ଭୋଟରେ ପ୍ରତିଫଳିତ ହୋଇନାହିଁ ନୂଆପଡାବାସୀଙ୍କ ସ୍ୱାର୍ଥ ପାଇଁ ସବୁବେଳେ ଲଢେଇ କରିବି ଭୁବନେଶ୍ୱର, ୧୬/୧୧/୨୦୨୫: ବିଜୁ ମହିଳା ଜନତା ଦଳର…