Sign in
Sign in
Recover your password.
A password will be e-mailed to you.
ଓଡ଼ଗାଁ ପଞ୍ଚାୟତ ସମିତି ଦଶମ ସାଧାରଣ ଅଧିବେଶନ ଅନୁଷ୍ଠିତ, ୯ କୋଟି ୬୦ ଲକ୍ଷ ଟଙ୍କାରେ ନିର୍ମାଣ ହେବ ବୈଷ୍ଣୋଦେବୀ…
୨୫ ତାରିଖରେ ମନରେଗା ଯୋଜନା ସମ୍ବନ୍ଧୀୟ ସ୍ବତନ୍ତ୍ର ସମନ୍ବୟ ବୈଠକ
ଓଡ଼ଗାଁ,୧୮/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ବ୍ଳକ କନଫରେନ୍ସ ହଲରେ ଦଶମ ସାଧାରଣ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଉପାଧ୍ୟକ୍ଷ…
୬୪ତମ ଶରଣକୁଳ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ବରଗଡ଼ ୧-୦ ଗୋଲରେ ବିଜୟୀ,
ଓଡଗାଁ,୧୮/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ଲଡ଼ୁକେଶ ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଚାଲିଥିବା ୬୪ତମ ସର୍ବ ଭାରତୀୟ ଫୁଟବଲ ଟୁଣ୍ଣାର୍ମେଣ୍ଟର ୩ୟ ଦିବସ ମଙ୍ଗଳବାର ଗ୍ରୁପ ବି’ର ଖେଳରେ ୟୁନାଇଟେଡ…
ଜଗତସିଂହପୁର ରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ସଚେତନତା ରଥ ଉଦଘାଟିତ
ଜଗତସିଂହପୁର,ତା-୧୮.୧୧.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆ ପରିସରରେ ଶୂନ୍ୟ ମୃତାହତ ପକ୍ଷ ସଚେତନତା ରଥ ଉଦଘାଟିତ ହୋଇ ଯାଇଛି|ନଭେମ୍ବର ୧୮ ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲା ବୁଲିବାକୁ…
ଦୁର୍ଗେଇ ଖୋଲ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।
ପଦ୍ମପୁର:- ପ୍ରସିଦ୍ଧ ଗନ୍ଧମାର୍ଦନ ପର୍ବତ ରେ ଥିବା ଦୁର୍ଗେଇ ଖୋଲ ରେ ପ୍ରତି ବର୍ଷ ଦୁର୍ଗେଇଖୋଲ ଦୁର୍ଗା ଦେବୀଙ୍କ ମାର୍ଗଶିର ମାସ ଶେଷ ଗୁରୁବାରପୁର୍ଣିମା ଦିନ ପୁଜା ସହ ଯାତ୍ରା ଅନୁଷ୍ଠିତ ହୋଇ ଥାଏ। ଏନେଇ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମିଠାପାଲି ଗ୍ରାମ ପଞ୍ଚାୟତ…
ପ୍ରତ୍ୟେକ ଗ୍ରାମରେ ପହଞ୍ଚିବ ସରକାରୀ ଯୋଜନା, କୋଟିପତି ହେବେ ଚାଷୀ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ନଭେମ୍ବର ମାସ ମଙ୍ଗଳବାର ୧୮ ତାରିଖ ୨୦୨୫ ଦିବସରେ ଭଞ୍ଜନଗର ଜଳ ସମ୍ପଦ ବିଭାଗ ଡ଼ାକବଙ୍ଗଳା ପଡିଆରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ…
ତେନ୍ତଳାପଶି ଆଦିବାସୀ ନାବାଳିକା ଝିଅ ହତ୍ୟା ଦୁଷ୍କର୍ମ ମାମଲାରେ ୩ଜଣଙ୍କୁ ଜାମିନ।
ବାପା ମାଆ ଡିଆଇଜିଙ୍କୁ ଦରଖାସ୍ତ ଦେଇ ସିବିଆଇ,କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ।
କେନ୍ଦୁଝର,ତା୧୮/୧୧- ଆଜି କେନ୍ଦୁଝର ଜିଲ୍ଲା ସାରା ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବାର ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଲୋକେ ସ୍ୱତଃପୂର୍ତ୍ତ ଭାବେ ଏହାକୁ ସମର୍ଥନ କରି ସହଯୋଗ କରୁଛନ୍ତି। ତେଣୁ ଆଦିବାସୀ…
‘ଏଆଇ ଇମ୍ପାକ୍ଟ ଫେଷ୍ଟିଭାଲ – ୨୦୨୫’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ
ଏଆଇ ସୁଯୋଗର ସମ୍ପୂର୍ଣ୍ଣ ଲାଭ ନେବା - ଧର୍ମେନ୍ଦ୍ର ପ୍ରଧାନ
• ଇନଟେଲ ଦ୍ୱାରା ନିଆଯାଇଥିବା ସମସ୍ତ ପଦକ୍ଷେପକୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ
• ଏଆଇ ଇମ୍ପାକ୍ଟ ଫେଷ୍ଟିଭାଲ୍ - ୨୦୨୫ରେ ପ୍ରଦର୍ଶିତ ଏଆଇ ଇନୋଭେସନ୍ ଶୋକେସ୍ ପରିଦର୍ଶନ
• ଭାରତର ମାନବ ବୁଦ୍ଧିମତା ଏବଂ…
ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଯକ୍ଷ୍ମା ରୋଗୀଙ୍କୁ ସେବା
କର୍ମଚାରୀ ଗଣ ନିକ୍ଷୟ ମିତ୍ର ଭାବେ ପୌଷ୍ୟ ଗ୍ରହଣ ଉଦ୍ୟମ ସ୍ୱାଗତଯୋଗ୍ୟ
ବିଜେପୁର:- ପ୍ରଧାନମନ୍ତ୍ରୀ “ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ” ଅନ୍ତର୍ଗତ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଥିବା ଯକ୍ଷ୍ମା ରୋଗୀମାନଙ୍କୁ ପୌଷ୍ୟ ଗ୍ରହଣ କରି ସହାୟତା କରିବା ଉଦ୍ୟମ ସତରେ ଏକ…
ସର୍ଦାର ବଲ୍ଲବ ଭାଇ ପଟେଲ ଙ୍କ ଜିଲ୍ଲା ସ୍ତରୀୟ 150ତମ ଜୟନ୍ତୀ ପାଳନ ନିମନ୍ତେ ଖବର ଦାତା ସମ୍ମିଳନୀ ।
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ତା 17.11.2025: ଲୌହ ମାନବ ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କର ୧୫୦ ତମ ଜୟନ୍ତି ସାରା ଦେଶରେ ମହାସମାରୋହରେ ପାଳନ କରାଯାଉଅଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାରେ ମଧ୍ଯ ଆସନ୍ତା ୨୪ ଓ ୨୫ ତାରିଖ ରେ ୩ଟି ସ୍ଥାନରେ ପାଳନ କରାଯିବ ଯଥା…
ଡୁଙ୍ଗୁରିପାଲି: ସହଲା ପେକ୍ସ୍ ରୁ ଟ୍ରକ୍ ଯୋଗେ ଧାନ ଚୋରି !!!!
ପେକ୍ସ୍ ସମ୍ପାଦକ. ଜିଲ୍ଲା ଯୋଗାଣ ଅଧିକାରୀ ଓ ମିଲ ମାଲିକ ଙ୍କ ମଧୁଚଦ୍ରିକା. ଅଭିଯୋଗ ଆଣିଲେ ଚାଷୀ।
ସୁବର୍ଣ୍ଣପୁର, ଶାସକ ପ୍ରଶାସକ(ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସହଲା ପେକ୍ସ୍ ରୁ ଗତ -୧୪-୧୧-୨୫ ରାତ୍ରି ପ୍ରାୟ ୮ଟା ସମୟରେ ଦୁଇଟି ଟ୍ରକ ଯୋଗେ ଧାନ…