Sign in
Sign in
Recover your password.
A password will be e-mailed to you.
ହାଇୱା ଧକ୍କାରେ ଟ୍ରାକ୍ଟର୍ ଇଞ୍ଜିନ୍ ଦୁଇ ଫାଳ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜିଲିବା ନିକଟରେ ଧାନମଳା ମେସିନ୍ ଲାଗିଥିବା ଏକ ଟ୍ରାକ୍ଟର୍ କୁ ଏକ ହାଇୱା ଧକ୍କା ଦେବା ଫଳରେ ଟ୍ରାକ୍ଟରର ଇଞ୍ଜିନ୍ ଦୁଇଫାଳ ହୋଇଯାଇଛି I ସୂଚନା ପ୍ରକାରେ ଜିଲିବା ଗ୍ରାମର ନିରଞ୍ଜନ ବିଷୋୟୀଙ୍କ ଧାନମଳା ମେସିନ୍ OD32A6559…
ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ; ଯାଞ୍ଚ୍ ପରେ ଦୁଇ ପ୍ରାର୍ଥୀଙ୍କ ପ୍ରାର୍ଥୀ ପତ୍ର କାଏମ୍
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ପାଇଲିପଡା ପଂଚାୟତର ସରପଞ୍ଚ ପଦବୀ ପାଇଁ ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅଞ୍ଚଳରେ ରାଜନୈତିକ ପରିବେଶ ଚଳଚଞ୍ଚଳ ହୋଇ ଉଠିଛି I ସରପଞ୍ଚ ପଦବୀ ନିମନ୍ତେ ଦୁଇଜଣ ପ୍ରାର୍ଥୀ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ଆଜି ଯାଞ୍ଚ୍ ପରେ ଉଭୟ…
ବିରିଗୁଡ଼ା ଡି ପି କଲୋନୀ ପାଇଁ ଦ୍ୱିପାକ୍ଷିକ ଆଲୋଚନା
କାଶୀପୁର ରୁ ବୈକୁଣ୍ଠ ଦୁରିଆ - କାଶୀପୁର ଓ ଲକ୍ଷ୍ମୀପୂର ବ୍ଲକ ସୀମାନ୍ତ ଅଞ୍ଚଳ କଂସାରିଗୁଡା ଠାରେ ନିର୍ମାଣ ଧିନ ଆଦିତ୍ୟ ଆଲୁମିନା ପ୍ରକଳ୍ପ ପାଇଁ ସରକାର ଓ କାରଖାନା କର୍ତ୍ତୃପକ୍ଷ ଙ୍କ ମିଳିତ ଉଦ୍ୟମ ରେ ଡି ପି କଲୋନୀ ପାଈଁ ନିଷ୍ପତ୍ତି ହୋଇଥିଲା ବର୍ତମାନ କାରଖାନା ନିର୍ମାଣ କାର୍ଯ୍ୟ…
ନବରଙ୍ଗପୁର ଠାରେ ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ଶିବିର ଏବଂ ସଚେତନତା ରଥ
ନବରଙ୍ଗପୁର ତା ୨୮.୧୧.୨୦୨୫:ଅଶୋକ ସାହୁ,ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନଯାୟୀ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଜିଲ୍ଲା ସ୍ତରୀୟ ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ…
ବ୍ଲକ ସ୍ତରୀୟ ବାଲ୍ ବୈଜ୍ଞାନିକ, ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଓ ପରିବେଶ ସମ୍ବନ୍ଧୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ
ପଦମପୁର /ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ପି ଏମ ଶ୍ରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକସ୍ତରୀୟ ବାଲ୍ ବୈଜ୍ଞାନିକ,ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଓ ପରିବେଶ ସମ୍ବନ୍ଧୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ ଙ୍କ ସଭାପତିତ୍ବରେ…
ଶନିବାର ଠାରୁ ଦୁଇ ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବ-୨୦୨୫
ଭୁବନେଶ୍ୱର, ୨୮ ନଭେମ୍ବର: ଶନିବାରୁ ଠାରୁ ଆରମ୍ଭ ହେବ ୨-ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବ-୨୦୨୫ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ନଭେମ୍ବର ୨୯ ଓ ୩୦ ତାରିଖରେ ତୃତୀୟ ସୋଆ ସାହିତ୍ୟ ଉତ୍ସବର ଆୟୋଜନ କରାଯାଇଛି ।ସୋଆ ପରିଚାଳିତ ସେଂଟର ଫର ପ୍ରିଜରଭେସନ୍,…
ଝାରସୁଗୁଡାରେ ୫୪ଟି ବୃହତ୍ ଶିଳ୍ପସଂସ୍ଥା ପାଇଁ ଅନୁମୋଦନ
ଭୁବନେଶ୍ୱର, ୨୮/୧୧/୨୦୨୫ : ରାଜ୍ୟ ଏକକ ବାତାୟନ ପ୍ରଣାଳୀ ମାଧ୍ୟମରେ ଝାରସୁଗୁଡା ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ୫୪ଟି ବୃହତ୍ ଶିଳ୍ପସଂସ୍ଥା ସ୍ଥାପନ ପାଇଁ ଅନୁମୋଦନ ଦିଆଯାଇଛି । ଏଥି ମଧ୍ୟରୁ ୧୪ଟି ବୃହତ୍ ଶିଳ୍ପସଂସ୍ଥା ସ୍ଥାପିତ ହୋଇ ଆଂଶିକ କିମ୍ବା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛନ୍ତି…
ରାଜ୍ୟରେ ରହିଛି ୫୧ଟି ନିଶା ନିବାରଣ କେନ୍ଦ୍ର
ଭୁବନେଶ୍ୱର, ୨୮/୧୧/୨୦୨୫ : ରାଜ୍ୟରେ ମୋଟ୍ ୫୧ଟି ନିଶା ନିବାରଣ କେନ୍ଦ୍ର ଥିବାବେଳେ ଏଥିରୁ ୧୧ଟି କେନ୍ଦ୍ରକୁ ରାଜ୍ୟ ସରକାର ଅର୍ଥ ଯୋଗାଇ ଦେଉଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଅନୁଦାନର ବିବରଣୀ ରାଜ୍ୟ ସରକାରଙ୍କ ନିକଟରେ ନାହିଁ । ରାଜ୍ୟରେ ଥିବା ନିଶା ନିଶା ନିବାରଣ…
କ୍ରୀଡା ପ୍ରମାଣପତ୍ର ପାଇବା ଅପେକ୍ଷାରେ ୧୨୨ ଜଣ କ୍ରୀଡାବିତ୍
ଭୁବନେଶ୍ୱର, ୨୮/୧୧/୨୦୨୫ : ରାଜ୍ୟର ୧୨୨ ଜଣ ବିଭିନ୍ନ ବର୍ଗର କ୍ରୀଡାବିତ୍ ରାଜ୍ୟସ୍ତରୀୟ କ୍ରୀଡାବିତ୍ ପ୍ରମାଣପତ୍ର ପାଇବା ଅପେକ୍ଷାରେ ରହିଛନ୍ତି । ଏମାନଙ୍କ ମଧ୍ୟରେ ସର୍ବାଧିକ ୨୨ଜଣ ଟାଏକୁଣ୍ଡ୍ ଖେଳାଳୀ ରହିଛନ୍ତି । କ୍ରୀଡାବିତ୍ମାନଙ୍କୁ ପ୍ରମାଣପତ୍ର ପ୍ରଦାନ ନେଇ ବିଜେପି ବିଧାୟକ…
ନବମ ଶ୍ରେଣୀରେ ୧୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଫେଲ୍
ଭୁବନେଶ୍ୱର, ୨୮/୧୧/୨୦୨୫ : ଚଳିତ ଶିକ୍ଷାବର୍ଷରେ ନବମଶ୍ରେଣୀ ପରୀକ୍ଷା ଦେଇଥିବା ଚାତ୍ରଛାତ୍ରୀଙ୍କ ମଧ୍ୟରୁ ସରକାରୀ ବିଦ୍ୟାଳୟରେ ୧୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟଗୁଡିକରେ ନବମ ଶ୍ରେଶୀରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୬ଶହରୁ ଅଧିକ…