କୁଚିଣ୍ଡା ବ୍ଲକକୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା ଦାବିରେ ବିଜେପି  ପକ୍ଷରୁ ରାଲି

0

  କୁଚିଣ୍ଡା/ ଶାନ୍ତନୁ ବେହେରା :  କୁଚିଣ୍ଡା ବ୍ଲକକୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା ଦାବିରେ କୁଚିଣ୍ଡା ବିଜେପି ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେବ ସହ ସରକାରଙ୍କ ଏ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି | ବିଧାୟକ ରବିନାରାୟଣ ନାୟକ ଓ କୁଚିଣ୍ଡା ଅଂଚଳର ବହୁତ ଚାଷୀମାନେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ କୁଚିଣ୍ଡା ଉପଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯିବ ସହ ତୁରନ୍ତ ସରକାର ଚାଷୀମାନଙ୍କର ଦାବିକୁ ମାନିନେବା ପାଇଁ ଦାବି କରାଯାଇଛି |

Leave A Reply

Your email address will not be published.