କେଡେ କାଢ଼ୁଆ କିହୋ ଆମ ପୋଲିସ, କି ମଜଭୁତିଆ ଆମ ତଦନ୍ତ

ପୋଲିସ ରେକର୍ଡରେ ମରିଯାଇଥିଲା, ହେଲେ ୧୯ ମାସ ପରେ ଜୀବନ ନେଉ ଫେରିଲା ଯୁବକ ତଦନ୍ତକାରୀଙ୍କର ଦକ୍ଷତା ଉପରେ ବିରାଟ ପ୍ରଶ୍ନ  ଚିହ୍ନ                                                    ପାଇକମାଲ (ଗୌରାଙ୍ଗ ଦାଶ/ନୀଳ ଦୀପ ) - ଲାଗୁଚି ହାଲକାରେ ହାଲକାରେ ଯେଉଁଯାଏ…

ସମଲିଙ୍ଗୀ ଯୌନ ସମ୍ପର୍କରେ ରାଜି ନ ହେବାରୁ ….

ଶିଶୁମନ୍ଦିର ଦୁଇ ଛାତ୍ରଙ୍କୁ ମରଣାନ୍ତଙ୍କ ଆକ୍ରମଣ ପ୍ରସଙ୍ଗ,ଅଭିଯୁକ୍ତ ନାବାଳକ ପୁଲିସ ଦ୍ୱାରା ଗିରଫ ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୁରଭଞ  ଜିଲା ସାରସକଣା ବ୍ଲକ ଓ ଝାରପୋଖରୀଆ ଥାନା ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରାବାସରେ ଗତ ୦୮/୦୭/୨୦୧୮ରବିବାର ପ୍ରାତଃ ସମୟରେ ଏକ…

 ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ଦି ବରଷେ 

ଶିକ୍ଷା ବିଭାଗର ପାରିବା ପଣିଆ : ୧.୯ ବର୍ଷ ପରେ ମୃତ ଛାତ୍ରର ପରିବାରକୁ ମିଳିଲା ସରକାରଙ୍କ ଅନୁକମ୍ପା ରାଶି   ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗର ପାରିବା ପଣିଆକୁ ନେଇ ଜନସାଧାରଣରେ ଚର୍ଚ୍ଚା ଯୋର ଧରିଛି । ଏକ ବିଦ୍ୟାଳୟର ପାଚେରୀରେ ଲଗାଯାଇଥିବା…

କୁଡ଼ୁମୀ ସମ୍ପଦ୍ରାୟକୁ ପୁଣି ଅନୁସୂଚିତ ଜନଜାତି ମାନ୍ୟତା :  ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ ଡ଼ାକରା ।

ବାରିପଦା(ଦିଲ୍ଲୀପ ମହାନ୍ତି )-  କୁଡ଼ୁମୀ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ପୁଣି ଥରେ ସାମିଲ କରାଇବା ନିମନ୍ତେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଓଡିଶାରେ ଦୀର୍ଘ ବର୍ଷରୁ ଆନ୍ଦୋଳନ  ମାଧ୍ୟମରେ ଦାବି କରାଯାଇଆସୁଛି । ଏଥି ନିମନ୍ତେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ସୁପାରିଶ…

ଆଦିବାସୀ ଓ ଅଣଆଦିବାସୀଙ୍କ ପାଇଁ ଜିଏସଟି  ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ପ୍ରତୀୟମାନ ହୋଇଛି 

ଓଡ଼ିଶା ରାଜ୍ୟ  ଅଣଗେଜେଟେଡ଼ କର୍ମଚାରୀ ସମନ୍ୱୟ ସମିତି ବାର୍ଷିକ ସମ୍ମିଳନୀ   ବାରିପଦା(ଦିଲ୍ଲୀପ ମହାନ୍ତି )- ସ୍ଥାନୀୟ ସହଦ ସ୍ମୃତି ବନ ପରିସରରେ ଓଡ଼ିଶା ରାଜ୍ୟ  ଅଣଗେଜେଟେଡ଼ କର୍ମଚାରୀ ସମନ୍ୱୟ ସମିତି ଓ ଓଡ଼ିଶା ଅମଲା ସଙ୍ଘ ମୟୂରଭଞ୍ଜ ଶାଖା  ବାର୍ଷିକ ସମ୍ମିଳନୀ ପଞ୍ଚାନନ ରାଉତଙ୍କ…

ଏମକେସି  ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱ ଗ୍ରହଣ କଲେ ସୁଦର୍ଶନ ପଣ୍ଡା

ସାନନ୍ଦଙ୍କ ହସ୍ତକ୍ଷେପ ପରେ ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ହେଲା ସମ୍ଭବ ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ସର୍ବପୂରାତନ ବାରିପଦା ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି ସୁଦର୍ଶନ ପଣ୍ଡା ।…

ବିଜେଡିରେ ମିଶିଲେ ଝରିଗାଁ ନିର୍ବାଚନ ମଣ୍ଡଳୀର କଂଗ୍ରେସ ଓ ବିଜେପି କର୍ମୀ

ଭୁବନେଶ୍ୱର(ଚକ୍ରଧର ମାଝି):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ନବରଙ୍ଗପୁର ଜିଲ୍ଲା ଝରିଗାଁ ନିର୍ବାଚନ ମଣ୍ଡଳୀର ବହୁ କଂଗ୍ରେସ ଓ ବିଜେପି କର୍ମୀ ମନ୍ତ୍ରୀ  ରମେଶ ଚନ୍ଦ୍ର ମାଝୀଙ୍କ ନେତୃତ୍ୱରେ ନବୀନ ନିବାସରେ…

ସୁକିନ୍ଦା ନିର୍ବାଚନ ମଣ୍ଡଳୀ :  ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ ଚକାଡୋଳା ହେଲପ୍ ଲାଇନର କାର୍ଯ୍ୟକାରୀ  ବୈଠକ

ଡୁବୁରୀ(ସନାତନ ମହାନ୍ତ)- ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍ ନଡିଆଭଙ୍ଗା ଗ୍ରା:ପ ର ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ  ଚକାଡୋଳା ହେଲପ୍ ଲାଇନ୍ର କାର୍ଯ୍ୟକାରୀ ବୈଠକ ରବିବାର ସଂନ୍ଧ୍ୟାରେ ରାଧାକୃଷ୍ଣ ଯୁବକ ସଂଘ ରଙ୍ଗାହୁଡି ପରିସରରେ ଅନୁଷ୍ଠିତ  ହୋଇଯାଇଛି । ମହିଳା ସେଲ୍ ର ବେଲବତୀ ମହାନ୍ତଙ୍କ…

ପାରିବାରିକ କଳହ, ବିଷ ପିଇ ଜୀବନ ହାରିଲେ  ଯୁବକ 

ବଡ଼ବିଲରୁ ଚିତ୍ତରଞ୍ଜନ କର : କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅନ୍ତର୍ଗତ ଗନ୍ଧଲପଦାରେ ଜୈନେକ ବ୍ୟକ୍ତି ବିଷ ଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ ମୃତକ ବିର୍ଷା ଅଳେୟା (୩୮) ପାରିବାରିକ କଳହ ଯୋଗୁ ବିଷ ଖାଇ ଦେଇଥିଲେ। ତାଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ…