ଖଡ଼ିଆଳ ଡାକ୍ତରଖାନା : ଭିନ୍ନକ୍ଷମଙ୍କ ପାଇଁ ସୁବିଧାସୁଯୋଗ ନାହିଁ  

0

ନୂଆପଡ଼ା /ପ୍ରିୟବ୍ରତ ପଣ୍ଡା , ଦିବ୍ୟାଙ୍ଗ ମାନଙ୍କ ପାଇଁ ବ୍ୟବହାର ଯୋଗ୍ୟ ସାମଗ୍ରୀ ଶୌଚାଳୟ ଏବଂ ରେମ୍ପ ନାହିଁ ଖଡ଼ିଆଳ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ | ,ଏହିପରି ଅଭିଯୋଗ କରିଛନ୍ତି ଦିବ୍ୟାଙ୍ଗ ସଙ୍ଗଠନ ର ସମ୍ପାଦକ ଦିଲ୍ଲୀପ ଷଡଙ୍ଗୀ । ଦିବ୍ୟାଙ୍ଗ ଅଧିକାର ପାଈଁ ଏକ ପ୍ରତିନିଧି ଦଳ ଖଡ଼ିଆଳ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଯାଇ ଅବ୍ୟବସ୍ଥାକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ ,ଏବଂ ଉଚ୍ଚ ପଦସ୍ଥ କର୍ମଚାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରି ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରାଯିବ ବୋଲି ପ୍ରତିନିଧି  ଦଳ ତରଫରୁ ପ୍ରକାଶ କରାଯାଇ ଥିଲା ।

Leave A Reply

Your email address will not be published.