Sign in
Sign in
Recover your password.
A password will be e-mailed to you.
ବିଜେଡି ବିଜେପି ପ୍ରୀତି କୁହେଲି : “ ବାହାରେ କଳି ଓ ଭିତରେ କୋଳାକୋଳି”
ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ଯୁବ କଂଗ୍ରେସର ବିକ୍ଷୋଭ
ଭୁବନେଶ୍ୱର-ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଦର ପ୍ରତ୍ୟାହାର ଦାବିରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥିଙ୍କ ନେତୃତ୍ୱରେ ଏକ ବିଶାଳ ର୍ୟାଲି ପ୍ରଦେଶ ଯୁବ କଂଗ୍ରେସ…
କଂଗ୍ରେସ ପ୍ରାର୍ଥୀ ମାନସ ମଙ୍ଗରାଜ ୧୫୦୦ ସମର୍ଥକଙ୍କ ସହ ବିଜେଡିରେ ମିଶିଲେ
ଭୁବନେଶ୍ୱର : ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ, ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ୨୦୦୯ ସାଧାରଣ ନିର୍ବାଚନରେ ଚିଲିକା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ମାନସ ମଙ୍ଗରାଜ ପୂର୍ବାହ୍ଣ ୧୦ଟା ସମୟରେ ଏୟାରପୋର୍ଟ ଛକସ୍ଥିତ ପ୍ରବାଦ ପୁରୁଷ ବିଜୁବାବୁଙ୍କ…
ମୋବାଇଲ ନ ଦେବାରୁ ବ୍ଲେ୍ଲଡରେ ବେକକୁ ଆକ୍ରମଣ, ଅଭିଯୁକ୍ତ ଚମ୍ପଟ
ବଡବିଲ,(ଚିତରଂଜନ କର)- କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ରାଜ୍ୟ ରାଜପଥର ଷ୍ଟେଟ ବ୍ୟାଙ୍କ ନିକଟରେ ମଙ୍ଗଳବାର ରାତି ରେ ଜଣେ ଦୁର୍ବୃତଙ୍କୁ ମୋବାଇଲ ନ ଦେବାରୁ ବ୍ଲେଡ ସାହାଯ୍ୟରେ ଯୁବକଙ୍କ ବେକକୁ ଆକ୍ରମଣ କରି ଚମ୍ପଟ ହୋଇଥିବା ଘଟଣା ଅଂଚଳରେ ବେଶ ଆଲୋଚନା ହୋଇଛି । ଏଭଳି ଏକ…
ବଡବିଲରେ ଉତ୍କଳ ଦିବସ ମହା ସମାରୋହରେ ପାଳିତ : ଓଡିଶାର ବରପୂତ୍ର, କୀର୍ତ୍ତି , କାରୁକଳାରେ ଆକର୍ଷଣୀୟ ସୁସଜ୍ଜିତ ରଥ
ପାରମ୍ପରିକ ବାଘ, ଷଣ୍ଢ, ଘୋଡା, ଶଙ୍ଖ, କଣ୍ଢେଇ ଓ ଆଦିବାସୀ ନୃତ୍ୟର ଶୋଭାଯାତ୍ରା
ବଡବିଲ(ଚିତରଂଜନ କର)- କେନ୍ଦୁଝର ଜିଲା ବଡବିଲରେ ମହା ସମାରୋହରେ ପାଳିତ ହୋଇଛି ଉତ୍କଳ ଦିବସ । ଉକ୍ରଳ ଦିବସ ପାଳ ସମିତି ତରଫରୁ ଏହି ଅବସରରେ ସ୍ଥାନୀୟ ବିକାଶ ମହଲ ପଡିଆରେ ସମସ୍ତେ ଏକତ୍ରିତ ହୋଇଥିଲେ । …
ସୁଗାର ଫ୍ରି ପଣା ଭର୍ତି ରୌପ୍ୟ ଗ୍ଲାସ ନିଲାମ ହେବ
ମହାବିଷୁବ ସଂକ୍ରାନ୍ତି ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ସ୍ୱାଇପ ମେଶିନ ସାହାଯ୍ୟରେ କ୍ୟାଶ୍ ଲେସ ଜମା ବ୍ୟବସ୍ଥା ହେବ
ବଡବିଲ,(ଚିତରଂଜନ କର)- କେନ୍ଦୁଝର ଜିଲା ବଡବିଲରେ ନୀଳାଚଳ ସାଂସ୍କୃତିକ ପରିଷଦ ତରଫରୁ ଅପ୍ରେଲ ୧୪ ତାରିଖରେ ମହା ବିଷୁବ ସଂକ୍ରାନ୍ତି ଅଥବା ପଣା ସଂକ୍ରାନ୍ତି ପାଳନ…
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ମୃତ
ବଡବିଲ(ଚିତରଂଜନ କର)- କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ବଳିତା ଗ୍ରାମରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବଳିତା ତଳସାହିର ସାବିତ୍ରୀ ନାଏକ(୪୫)ଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ବଳିତା ଗ୍ରାମରେ ସୋନୁ ମୁଣ୍ଡା ନାମକ ବ୍ୟକ୍ତିଙ୍କ ଗୃହ ନିର୍ମାଣ କାର୍ଯ୍ୟ…
୭ ବର୍ଷର ଝିଅକୁ ବ୍ରେନ ଟ୍ୟୁମର, ଚିକିତ୍ସାରେ ଅର୍ଥ ସାଜିଛି ବାଧକ
ଟୁଇଟର ମାଧ୍ୟମରେ ନିବେଦନ ପରେ ପୀଡିତାଙ୍କ ଘରେ ପହଂଚିଲା ପ୍ରଶାସନ
ବଡବିଲ(ଚିତରଂଜନ କର)- କେନ୍ଦୁଝର ଜିଲା ବଡବିଲ ପୌରାଂଚଳ ୱାର୍ଡ ନଂ-୮ସ୍ଥିତ ବରକତ ନଗରରେ ରହୁଥିବା ନୌସାଦ ଆଲମଙ୍କ ୭ ବର୍ଷର ଝିଅ କେହକେଶା ଖାନମ ବ୍ରେନ ଟ୍ୟୁମର ରୋଗରେ ପୀଡିତ ହୋଇଥିବାବେଳେ ଚିକିତ୍ସାରେ ଅର୍ଥ ବାଧକ…
୪ ବର୍ଷ ମଧ୍ୟରେ ପେଟ୍ରୋଲ-ଡିଜେଲ ଦର ଆକାଶ ଛୁଆଁ ହୋଇଛି
ବଡବିଲରେ ବିଜେଡି ପକ୍ଷରୁ ପେଟ୍ରୋଲ ପମ୍ପରେ ଧାରଣା
ବଡବିଲ (ଚିତରଂଜନ କର)- କେନ୍ଦୁଝର ଜିଲା ବଡବିଲ ଅଂଚଳରେ ଥିବା ସମସ୍ତ ପେଟ୍ରୋଲ ପମ୍ପରେ ବିଜେଡି ପକ୍ଷରୁ ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି । ବଡବିଲ ଏସଏବି ସର୍ଭିସ ଷ୍ଟେଶନରେ ଯୁବ ବିଜେଡି…
ରେଡକ୍ରସ ତାର କାର୍ଯ୍ୟକ୍ରମକୁ ସୁଦୁରପ୍ରସାରୀ ତଥା ବ୍ୟାପକ କରୁ : ମନ୍ତ୍ରୀ ଶ୍ରୀ ଜେନା
ଭାରତୀୟ ରେଡକ୍ରସ୍ ସୋସାଇଟି ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ
ଭୂବନେଶ୍ୱର : ବିଶ୍ୱ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଅନୁଧ୍ୟାନ କରି ପ୍ରତ୍ୟେକ ବର୍ଷ ଅପ୍ରେଲ ୭ ତାରିଖ (ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିଷ୍ଠା ଦିବସ) କୁ ସାରା ବିଶ୍ୱରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରୂପେ ପାଳନ…
ପେଟ୍ରୋଲ ଟାଙ୍କି ଆଗରେ ବିଜେଡିର ଶାନ୍ତିପୂର୍ଣ ଧାରଣା
ପେଟ୍ରୋଲିୟମ ଜାତ ଦ୍ରବ୍ୟର କ୍ରମାଗତ ମୂଲ୍ୟବୃଦ୍ଧି ପ୍ରତିବାଦ
ବାରିପଦାରୁ ଦିଲ୍ଲୀପ ମହାନ୍ତି : ପେଟ୍ରୋଲିୟମ ଜାତ ଦ୍ରବ୍ୟ ଡ଼ିଜେଲ ଓ ପେଟ୍ରୋଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧିର ପ୍ରତିବାଦରେ ଅପ୍ରେଲ ୭ ଶନିବାର ମୟୂରଭଞ୍ଜ ଜିଲ୍ଲା ବିଜେଡ଼ି, ଯୁବ, ଯୁବ, ଛାତ୍ର ଓ ମହିଳା ବିଜେଡ଼ି…