କୋଶଳ ରାଜ୍ୟ ଦାବୀ ମହାବନ୍ଦକୁ ବେଙ୍ଗାଲୋରରେ ସମର୍ଥନ ।

0

ବେଙ୍ଗାଲୋର/ଶାସକପ୍ରଶାସକ-ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବିରେ କୋଶଳ କ୍ରିୟାନୁଷ୍ଠାନ କମିଟି ଦ୍ବାରା ଦିଆଯାଇଥିବା ମହାବନ୍ଦ ଡାକରା କେବଳ ପଶ୍ଚିମ ଓଡ଼ିଶା ନୁହେଁ ରାଜ୍ୟ ବାହାରେ ମଧ୍ୟ ଦେଖିବାକୁ ମିଲିଛି । ବେଙ୍ଗାଲୋରରେ ରହୁଥିବା ପ୍ରବାସୀ ଓଡ଼ିଆ ମାନେ ଆଜି ସକାଳୁ ବେଲେନଦୁର ଶିବମନ୍ଦିର ଠାରେ ଏହି ମହାବନ୍ଦକୁ ସମର୍ଥନ କରିବା ପାଇଁ ଏକତ୍ରିତ ହୋଇ ଶାନ୍ତିପୂର୍ଣ୍ଣ ଭାବରେ ଧାରଣା ଦେଇଥିଲେ ।ଏହି ଧାରଣାରେ ମହେଶ ପଣ୍ଡା, ସଂଜିବ ଠାକୁର, ଥବିର ରଣା,ଭରତ ହେର୍ଣ୍ଣା,ନିଲୁ ରଣା, ବୄଷଭାନୁ ବଗର୍ତ୍ତୀ,କିଶୋର ଚନ୍ଦନ, କ୍ଷୀରସିନ୍ଧୁ ଜେନା, ସର୍ବେଶ୍ବର ବଗର୍ତ୍ତୀ, ରାମବିଲାଶ ସିଂ ଓ ସୁରେନ୍ଦ୍ର ଚିନ୍ଦା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.