ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତିଙ୍କ ସହ ଶତାଧିକ କଂଗ୍ରେସ କର୍ମୀ

  ଭୁବନେଶ୍ୱର( ଚକ୍ରଧର ମାଝି) :ବିଧାୟକ ତାର ବାହିନୀପତିଙ୍କୁ କଂଗ୍ରେସ ପୁନର୍ଗଠନ ବେଳେ ଆବଶ୍ୟକ ଗୁରୁତ୍ୱ ଦିଆଯାଇନଥିବା ତଥା ତାଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଇନଥିବା ଅଭିଯୋଗରେ କିଛି ଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିବା କୋରାପୁଟ ଜ଼ିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ଶିବ ପଟନାୟକ…

ଆଇନର ରକ୍ଷକ ନା ସରକାରୀ ଗୁଣ୍ଡା !!!

 ପୁଲିସ୍‌ ଦାଦାଗିରି : ବିଚ୍‌ ରାସ୍ତାରେ ନିସ୍ତୁକ ପିଟିଲେ, ଥାନା ଘେରିଲେ ଉତ୍ତେଜିତ ଜନ ସାଧାରଣ ।   ବରଗଡ଼(ନୀଳ ଦୀପ)  - ଶନିବାର ରାତି ପ୍ରାୟ ୮ଟା ବେଳେ ବରଗଡ଼ ପୁଲିସ୍‌ ବିଚ୍‌ ରାସ୍ତାରେ ଦାଦାଗିରି ଦେଖାଇଛି। ଦାଦାଗିରିର ଶିକାର ହୋଇଛନ୍ତି ଜଣେ ୨୦ ବର୍ଷର ଯୁବକ ଅମିତ୍‌ ସାହୁ। ଯୁବକ…

ଚାକିରୀ ନିୟମିତ ନହେଲେ ଆନ୍ଦୋଳନ ।

ବରଗଡ଼(ନୀଳ ଦୀପ) -ବରଗଡ଼ ଗାନ୍ଧୀଛକ ନିକଟ କଲ୍ୟାଣ ମଣ୍ଡପରେ ଶନିବାର ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ, ବରଗଡ଼ ଜିଲା ଶାଖାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଅରୁଣ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପ୍ରତି ରାଜ୍ୟ…

ଧାନ ସଂଗ୍ରହ ଆରମ୍ଭରୁ ଅନିୟମିତତା, ଜିଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ।

ବରଗଡ଼(ନୀଳ ଦୀପ) -ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୧ଦିନ ବିତିଛି। ମାତ୍ର ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ କିଭଳି ଅନିୟମିତତା ଚାଲିଛି, ସେଭଳି ଅଭିଯୋଗ ଏବେ ସାମ୍ନାକୁ ଆସିଛି। ମଣ୍ଡିକୁ ଆସିବା ପରିବର୍ତ୍ତେ ସିଧାସଳଖ ଅତାବିରା ଅଞ୍ଚଳର ଏକ ରାଇସ ମିଲକୁ ଯାଉଥିବା ଏକ…

ବେଆଇନ ମଦ ବିକ୍ରି ବିରୁଦ୍ଧରେ ପଦ୍ମପୁର ଅବକାରୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ 

ପଦ୍ମପୁର-ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡର ପାଇକମାଲ ବ୍ଳକ ଅଧିନସ୍ଥ କୁଲାଣ୍ଟି ଗ୍ରାମର ମହିଳା ମାନେ ଗ୍ରାମକୁ ନିଶାମୁକ୍ତ ଗ୍ରାମ କରିବା ପାଇଁ ତଥା ଗ୍ରାମରେ ବେଆଇନ ଭାବରେ ଚାଲିଥିବା ମଦବିକ୍ରି କୁ ବନ୍ଦ କରିବା ପାଇଁ ନିଜ ଗ୍ରାମରେ ସାଧାରଣ ସଭା ଓ ରାଲି କରିବା ସହିତ ଲଖମରା ସମିତି ସଭ୍ୟ…

ରାଜଧାନୀରେ ଗଡ଼ିବ ଭଡାରେ ସାଇକଲ : ଯାତ୍ରୀଙ୍କ ନିରାପତ୍ତା ପାଇଁ ସାଇକଲରେ ଲାଗିବ ଜିପିଏସ 

ଭୁବନେଶ୍ୱର : ସ୍ମାର୍ଟ ହେଉଛି ରାଜଧାନୀ, ବଦଳିବାକୁ ଯାଉଛି ଚେହେରା | ଆଉ ସେହି କ୍ରମରେ କ୍ଲିନ ଭୁବନେଶ୍ୱର ମିଶନ ନେଇ ରାଜଧାନୀରେ ଗଡ଼ିବା ସ୍ମାର୍ଟ ସାଇକଲ | ଆଧୁନିକ ସାଇକଲ, ଲାଗିବ ଜିପିଏସ | ବାହାରୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସହ ରାଜଧାନୀର ସାଇକଲ ସୌଖିନ ଲୋକଙ୍କୁ ସାଇକଲ ସେବା…

ମନ୍ତ୍ରୀଙ୍କ ଗଡ଼ରେ କଳାବଜାରୀ  କାହା ଛତ୍ରଛାୟା ତଲେ !

ସାମ୍ନାକୁ ଆସିଲା ବିଜୟ ଲକ୍ଷ୍ମୀ ରାଇସ ମିଲର  କଳାବଜାରୀର କାରନାମା । ବରଗଡ଼/ ନୀଳ ଦୀପ - ବରଗଡ଼ ଜିଲ୍ଲାର ଅତାବିରା ବ୍ଳକ ଅନ୍ତର୍ଗତ ଜାତୀୟ ରାଜପଥ ରେଙ୍ଗାଲୀ କେମ୍ପ ଛକରୁ ଟାଙ୍ଗର ପାଲିକୁ ଯିବା ରାସ୍ତାରେ ବେନିୟମ ଭାବେ କାର୍ଯ୍ୟ କରୁଥିବା ରେଲ ଲାଇନ ଅତିକ୍ରମ କଲାପରେ ଗଢିଉଠିଥିବା…

ଆଇସିସିଆର୍‍ ଶାଖା କାର୍ଯ୍ୟାଳୟ ରାଜ୍ୟରୁ ଉଠିଯିବ : ଓଡ଼ିଶାର ସାଂସ୍କୃତିକ ଭାବ ବିନିମୟରେ ବି କେନ୍ଦ୍ର ବାଧକ

ଓଡ଼ିଶାର କଳା ଓ  କଳାକାରଙ୍କ ସ୍ୱାର୍ଥ ଦୃଷ୍ଟିରୁ ନିଷ୍ପତ୍ତିର ପୁନର୍ବିଚାର କରୁ କେନ୍ଦ୍ର :ବିଜୟ  ଭୁବନେଶ୍ୱର : ଭାରତୀୟ ସାଂସ୍କୃତିକ ସମ୍ବନ୍ଧ  ପରିଷଦ (ଆଇସିସିଆର୍‍) ଓଡ଼ିଶା ଶାଖା କାର୍ଯ୍ୟାଳୟକୁ ଅନ୍ୟ ରାଜ୍ୟକୁ ଉଠାଇ ନେବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଦୁର୍ଭାଗ୍ୟଜନକ ।…

ଏନକାଉଣ୍ଟର : ହାଇଦରର  ଦୁର୍ଦ୍ଦାନ୍ତ  ସହଯୋଗୀ ଲାଲା ଆହତ 

କେନ୍ଦ୍ରାପଡା ପ୍ରଫୁଲ୍ଲ କୁମାର ମଲ୍ଲଙ୍କ ରିପୋର୍ଟ : କେନ୍ଦ୍ରାପଡା ଜିଲ୍ଲା ପୋଲିସ ଏନ୍‌କାଉଣ୍ଟରରେ ହାଇଦର ଗ୍ୟାଙ୍ଗର ମୁଖ୍ୟ ଶୁଟର ବା ଦୁର୍ଦ୍ଦାନ୍ତ ଅପରାଧି ଲାଲା ଆହତ ହୋଇଛି  l କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ହଳଦିଆ ଗ୍ରାମର ସେକ୍‌ ଲାଲା ଓରଫ ମୁଜାମିଲର  ବାମ ଗୋଡରେ ଗୋଟିଏ ଗୁଳି…