Sign in
Sign in
Recover your password.
A password will be e-mailed to you.
ବାଜପେୟୀଙ୍କ ଦେହାନ୍ତ ଦେଲା ଏଇ ବିରଳ ଅବସର : ସବୁ ବିରୋଧୀ(!) ଏକାଠି ହୋଇଲେ ପ୍ରଥମ ଥର
ଭୁବନେଶ୍ୱର : ଦିବଂଗତ ନେତା, ପୂର୍ବତନ ପ୍ରଧାନମନ୍ତ୍ରୀ,ରାଷ୍ଟ୍ରନାୟକ ଅଟଳ ବିହାରୀ ବାଜପେଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ରାଜନୀତିରେ ପ୍ରଥମଥର ପାଇଁ କୌଣସି ଏକ ରାଜନୀତି ଉଦ୍ଦେଶ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ଯନ୍ତ୍ରୀ ଦଳର ନୌପଡା ଗୁଣୁପୁର ରେଳପଥ ତଦାରଖ ଫାର୍ସ : ରେଳବାଇ ବରିଷ୍ଠ ମଣ୍ଡଳ ଯନ୍ତ୍ରୀ ତଦାରଖ ପାଇଁ ଆସିଲେ, ଶୀତତାପ…
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ନୌପଡା ଗୁଣପୁରୁ ଭାୟା ପାରଳାଖେମୁଣ୍ଡି ରେଳପଥ ୯୦କିମି ଦୁରାତ ପାଇଁ ପୁର୍ବତଟ ରେଳପଥର ବିଶାଖାପାଟଣା ମଣ୍ଡଳ ସ୍ଥିତ ବରିଷ୍ଠ ମଣ୍ଡଳ ଯନ୍ତ୍ରୀ କେ.ଭି.ଭି ନରସିଂହାଙ୍କ ନେତୃତ୍ୱରେ ଏକ ବୈଷୟିକ ଯନ୍ତ୍ରୀ ଦଳ ଆସି ରେଳପଥ ଓ ଜଗୁଆଳୀ ବିହୀନ ରେଳବାଇ…
ବସ୍ତି ବାସିନ୍ଦାଙ୍କୁ ଘର ଡିହ ଯୋଗାଇଦେବା ଦାବୀ
ବିକେଏମୟୁ ଓ ସମତା କାନ୍ତି ଦଳ ପକ୍ଷରୁ ପୌରପରିଷଦ କାର୍ଯ୍ୟାଳୟ ସାମନାରେ ବିକ୍ଷୋଭ ଓ ଧାରଣା
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ବସ୍ତି ବାସିନ୍ଦାଙ୍କୁ ଘର ଡିହ ଯୋଗାଇଦେବା ଏବଂ ବେକାର ଯୁବକଙ୍କୁ ପୌରପରିଷଦ ଦ୍ୱାରା ନିର୍ମିତ ଦୋକାନ ଘର ବଣ୍ଟନ ଓ ଥଇଥାନ କରାଯିବା ଦାବୀରେ…
ଶିଶୁ ଶ୍ରମିକ-ମୁଳୋତ୍ପାଟନ ଦିଗରେ ଷ୍ଟେକହୋଲଡେରମାନଙ୍କୁ ନେଇ ସଚେତନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଥିବା ମୋଟର ପରିବହନ, କାଜୁ କାରଖାନା, ଗ୍ୟାରେଜ ବିଭିନ୍ନ ହୋଟେଲ ଓ ଦୋକାନ ଗୁଡିକରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବଢିଚାଲିଛି । ଏସବୁ ମୁଳୋତ୍ପାଟନ ଦିଗରେ ତତ୍ପରତା ପ୍ରକାଶ କରି…
ଡାକଘରରେ ମିଳୁନି ବାରକୋଡ/ ଖାସକରି ରାଖୀ ପଢାଜାଇ ନ ପାରିବାରୁ ଅସନ୍ତୋଷ
ପଦ୍ମପୁର/(ନୀଳ ଦୀପ) - ପଦ୍ମପୁର ଉପଖଣ୍ଡ ସ୍ଥିତ ଡାକଘରରେ ଆଉ ନାହିଁ ବାରକୋଡ । ଜାହା ଫଳରେ ଲୋକେ କୈାଣସି ପ୍ରକାରର ପାର୍ସଲ କି ଚିଠି ପଠାଇବା କାର୍ଯ୍ୟକ୍ରମ ଠପ୍ ହେବାକୁ ଯାଉଛି । ଖାସ୍ କରି ରାଖୀ ପଠା ନ ଜାଇପାରିବାରୁ ଲୋକଙ୍କ ମଧ୍ୟରେ ଖୁବ ଅସନ୍ତୋଷ ଦେଖିବାକୁ ମିଳିଛି । ଦିର୍ଘ ଦିନରୁ…
ପଦ୍ମପୁରରେ ବିଦୁ୍ୟତ ବିଭ୍ରାଟ
ପଦ୍ମପୁର/(ନୀଳ ଦୀପ) -ପଦ୍ମପୁର ଉପଖଣ୍ଡରେ ବାରମ୍ବାର ବିଦୁ୍ୟତ କାଟର ସମସ୍ୟାକୁ ଦୁର କରିବା ପାଇଁ ଏକ ଗ୍ରିଡ ସ୍ତାପନ ହୋଇଥିଲେ ମଧ୍ୟ ବିଦୁ୍ୟଟ ବିଭ୍ରାଟକୁ ରୋକିବାରେ ବିଦୁ୍ୟତ ବିଭାଗ ଅସମର୍ଥ । ପଦ୍ମପୁର ସହରରେ ବରମ୍ବାର ବିଦୁ୍ୟତ ବିଭ୍ରାଟ ଲୋକଙ୍କ ଦୈନନ୍ଦିନ ଜୀବନ ଜାପନରେ ଖୁବ ପ୍ରଭାବ…
ସରକାରଙ୍କ ନିଦ ନଭାଙ୍ଗିଲେ ପରିଣତି ଭୟାବହ ହେବ
ବରଗଡ ଜିଲ୍ଲାରେ କ୍ୟାନ୍ସର ହସପିଟାଲ ଦାବୀ ଜୋରଦାର ଚେତୁଁନାହାନ୍ତି ସରକାର, ରାସ୍ତାକୁ ଓଲ୍ହାଇଲେ ଲୋକେ
ପଦ୍ମପୁର/(ନୀଳ ଦୀପ) - ବାରମ୍ବାର ଦାବୀ ସତ୍ତ୍ୱେ ଚେତୁଁନାହାନ୍ତି ସରକାର | ବରଗଡ଼ ବାସୀଙ୍କ ନ୍ୟାୟୋଚିତ ଦାବି ପ୍ରତି ନିଦା ବିଷ୍ଣୁ ପରି ଆଖିକାଁ ବନ୍ଦ କରି ଦେଇ ବସି ଯାଇଛନ୍ତି…
ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ତୁରନ୍ତ ପ୍ରଦାନ କର : ଜିଲ୍ଲାପାଳ
ଯାଜପୁର,(ଜୟଶଙ୍କର ଦାଶ ) ବିଭିନ୍ନ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଉତ୍ସାହିତ କରାଯାଇ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଗୃହ ନିର୍ମାଣ ପୂର୍ଣ୍ଣାଙ୍ଗ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ଦିଆଯାଊଚ୍ଥି । କାର୍ଯ୍ୟାଦେଶ ପାଇବାର ୪ ମାସ ମଧ୍ୟରେ ଘର ନିର୍ମାଣ ପୂର୍ଣ୍ଣାଙ୍ଗ…
ଗାଈ,ଛେଳି ଗୁହାଳରେ ଜୀବନ କାଟୁଛନ୍ତି ୩୦ପରିବାର :ଲଗାଣ ବର୍ଷାପବନରେ ଉଜୁଡିଯାଇଥିଲା ଘରର ଛପର
ପ୍ରଶାସନର ଉଦାସୀନତାକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ
ରାୟଗଡ(ସରୋଜ କୁମାର ସାହୁ) : ଜିଲ୍ଳା ପ୍ରଶାସନ ହେଉ ବା ବ୍ଳକ ପ୍ରଶାସନ ପାଖରେ ଅଭିଯୋଗ ଦେଇ ସହାୟତାର ଅପେକ୍ଷା କଲେ ଆମକୁ କିଛି ହେଲେ ସାହାର୍ଯ୍ୟ ମିଳୁନାହିଁ । ନିଜ କ୍ଷମତାରେ ଯାହାକିଛି ସମ୍ଭବ ତାହା ନେଇ ଜୀବନ କାଟୁଛୁ । ଆଜକୁ ଏକ…
ଜେକେ କାଗଜ କଳରେ ଠିକା ଶ୍ରମିକ ସଂଗଠନ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧର୍ମଘଟ
ପ୍ରଶାସନର ନିଷ୍ପତିକୁ ଅପେକ୍ଷା : କମ୍ପାନୀ କର୍ତୁପକ୍ଷ
ରାୟଗଡା(ସରୋଜ ସାହୁ) : ରାୟଗଡା ଜିଲ୍ଳା ଜେକେପୁର ସ୍ଥିତ ଜେକେ କାଗଜ କଳରେ ଲାଗି ରହିଥିବା ଶ୍ରମିକ ଅଶାନ୍ତିକୁ ସମାଧାନ ଦିଗରେ ତ୍ରିପାକ୍ଷିକ ଆଲୋଚନା ବିଫଳ ହେବା ପରେ ଶୁକ୍ରବାର ଦିନ ଠାରୁ ଠିକା ଶ୍ରମିକମାନେ ଗେଟ୍ ସମ୍ମୁଖରେ…