କନ୍ଧମାଳରୁ ଗଗନ ପ୍ରଧାନ : ବୈଠକକନ୍ଧମାଳ ଜ଼ିଲ୍ଲା ଫୁଲବାଣୀ ସର୍କିଟ ହଉସଠାରେ ଏସ ସି ସେଲ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି | ଏହି ବୈଠକରେ ରାଜ୍ୟସଭାପତି ବିଭୁ ପ୍ରସାଦ ତରାଇ, ବିଧାୟଜ ଘୁ ଉଦୟଗିରି ଜାକବ ପ୍ରଧାନ ଜ଼ିଲ୍ଲା କଂଗ୍ରେସ ସଭାପତି ବରୁଣ ଭୋଇ, କାର୍ଯ୍ୟକାରୀ ଜ଼ିଲ୍ଲା ସଭାପତି ସନ୍ତୋଷ ପଟ୍ଟନାୟକ ସମେତ ବହୁ କର୍ମକର୍ତା ଯୋଗଦେଇ ସଂଗଠନ ସୁଦୃଦ ସମ୍ପର୍କରେ ଆଲୋକ ପାତ କରିବା ସହ ଆଗାମୀ ଦିନର କାର୍ଯ୍ୟପନ୍ଥା ନିର୍ଧାରଣ କରିଥିଲେ |