ଏଏମ୍ /ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ଓଡିଶାର ବିଭିନ୍ନ ସ୍ଥାନରେ ଜାତୀୟ ପ୍ରଦୂଷଣ ନିବାରଣ ଦିବସ ପାଳିତ

ଭୁବନେଶ୍ୱର, ୦୮ ଡିସେମ୍ବର, ୨୦୨୫: ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ ଇଣ୍ଡିଆ (ଏଏମ୍ /ଏନ୍ଏସ୍ ଇଣ୍ଡିଆ) ଏହାର ପାରାଦ୍ଵୀପ ଏବଂ ଡାବୁନା ପ୍ଲାଣ୍ଟରେ ସଚେତନତା ଅଧିବେଶନ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହିତ ଜାତୀୟ ପ୍ରଦୂଷଣ ନିବାରଣ ଦିବସ ପାଳନ କରିଛି, ଯାହା ସ୍ଥାୟୀତ୍ୱ ଏବଂ ପରିବେଶ ସୁରକ୍ଷା…

ଜିଲ୍ଲା ପ୍ରଶାସନ ର ଅଭିଯୋଗ ପ୍ରକୋଷ୍ଠ l

ଅସ୍ତରଙ୍ଗ(ଦୁଃଶାସନ ନାୟକ): ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ସୋମବାର ଦିନ ଅସ୍ତରଙ୍ଗ ବ୍ଲକ ସଭାଗୃହରେ ୧୫ ଗୋଟି ଗ୍ରାମପଞ୍ଚାୟତ କୁ ନେଇ ଜନ ଶୁଣାଣୀ ଵା ଅଭିଯୋଗ ପ୍ରକୋଷ୍ଠ ଅନୁଷ୍ଠିତ ହୋଇ ଯାଇ ଅଛି l ଜିଲ୍ଲା ପ୍ରଶାସନ ତରଫରୁ ଏ ଡି ଏମ, ଶରତ ଚନ୍ଦ୍ର ବେହେରା ଏହାର ନେତୃତ୍ୱ ନେଇଥିଲେ l ଏହି…

୨୦୩୦ ସୁଦ୍ଧା ଭାରତର ଜୈବ ଅର୍ଥନୀତି ୩୦୦ ବିଲିୟନ୍ ଡଲାରରେ ପହଂଚିବ : ବିଶେଷଜ୍ଞ

ଭୁବନେଶ୍ୱର, ଡିସେମ୍ବର ୦୮: ଭାରତର ଜୈବ ଅର୍ଥନୀତି ଯେଉଁଥିରେ କି ଜୈବ ପ୍ରଯୁକ୍ତିବିଦ୍ୟା, ଔଷଧ ଏବଂ କୃଷି ଅନ୍ତର୍ଭୁକ୍ତ ୨୦୩୦ ସୁଦ୍ଧା ବୃଦ୍ଧି ପାଇ ୩୦୦ ବିଲିୟନ୍ ଡଲାରରେ ପହଂଚିବା ଆକଳନ କରାଯାଉଛି ବୋଲି କହିଛନ୍ତି ବାୟୋଟେକ୍ ରିସର୍ଚ୍ଚ ସୋସାଇଟି, ଇଣ୍ଡିଆ (ବିଆରଏସ୍‌ଆଇ)ର ଅଧ୍ୟକ୍ଷ…

ରାଜଗାଙ୍ଗପୁର ରେ ସାଂସଦ କ୍ରୀଡା ମହୋତ୍ସବ ଉଦଯାପନ

ରାଜଗାଙ୍ଗପୁର 8/12/25(ବିଷ୍ଣୁ ଭୋମିକ) ଗତ ତିନି ଦିନି ଧରି ସ୍ଥାନୀୟ ଫୁଟବଲ ପଡିଆ ଠାରେ ସାଂସଦ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଥିଲା l ଏହି କ୍ରୀଡା ମହୋତ୍ସବ 2025କୁ ଅନୁଷ୍ଟିକ ଭାବେ ପୌର ପରିଷଦ ର ଅଧକ୍ଷା ମାଧୁରୀ ଲୁଗୁନ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ l ଏହି…

ଝାରବନ୍ଧରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

 ଝାରବନ୍ଧ/ମନୋହର ଦାଶ :- ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ବରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଏକ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଯାଇଛି। ଏହି ଶିବିରର ଅଧ୍ୟକ୍ଷତା ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା…

ବିଧବା ଆଦିବାସୀ ବାସୀ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ଘଟଣା

ଏମଭି-୨୬ ଗ୍ରାମରେ ତୁମୁଳ କାଣ୍ଡ, ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ଘର ପୋଡ଼ିଲେ ଉତ୍ତେଜିତ ଲୋକେ   ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ ୮/୧୨/୨୫,ଚଳିତ ମାସ ୪ ତାରିଖରେ ନଦୀରୁ ଜଣେ ମହିଳାଙ୍କ গুগু ବିହୀନ ମୃତଦେହ ଦେହ ଉଦ୍ଧ ଉଦ୍ଧାର ଘଟଣାକୁ ନେଇ ଆଜି କୋରୁକୋଣ୍ଡା ଥାନା ଅଧ ଅଧୀନ ଏମଭି- ୨୬…

ରାଜଯୋଗିନୀ ଡ. କମଲେଶ ଦିଦିଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ ।

କେନ୍ଦୁଝର,ତା୮/୧୧-କେନ୍ଦୁଝର ପୁରୁଣା ସହର ରାଜ ଉଆସ ନିକଟସ୍ଥ ସୁଖ ଶାନ୍ତି ସରୋବର ପରିସରରେ ବ୍ରହ୍ମାକୁମାରିଜ କଟକ ସବ୍‌ ଜୋନର ନିର୍ଦ୍ଦେଶିକା ସ୍ନେହମୟୀ ରାଜଯୋଗିନୀ ବ୍ରହ୍ମାକୁମାରୀ ଡ. କମଳେଶ ଦିଦିଜୀଙ୍କ ସ୍ମରଣାର୍ଥେ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇ…

୧୯ ବର୍ଷରୁ କମ୍‌ ଓଡ଼ିଶା ମହିଳା କ୍ରିକେଟ୍ ଦଳରେ ରାଜଗାଙ୍ଗପୁରର ସାଲୋନୀ

ରାଜଗାଙ୍ଗପୁର, ୭୧୨( ବିଷ୍ଣୁ ଭୋମିକ)ସର୍ବ ଭାରତୀୟସ୍ତରରେ ବିସିସିଆଇ ଦ୍ବାରା ହେବାକୁ ଥିବା ୩ ଦିନିକିଆ ୧୯ବର୍ଷରୁ କମ୍ ମହିଳା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ପାଇଁ ରାଜଗାଙ୍ଗପୁର ଝିଅ ସାଲୋନୀ କୁମାରୀ ରାମ ମନୋନୀତ ହୋଇଛନ୍ତି। ଏନେଇ ଓସିଏ ସିଇଓ ସୁବ୍ରତ କୁମାର ବେହେରା ସୂଚନା…

ଗଜପତି ଜିଲ୍ଲା ଭାରତୀୟ ପୂର୍ବ ସୈନିକ ସଂଘର ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଭାରତୀୟ ପୂର୍ବ ସୈନିକ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ କ୍ୟାପଟେନ ଏସ୍. ସି ଦାସ , କ୍ୟାପଟେନ ମାଲିକର୍ଯୁନ ପଟ୍ଟନାୟକ , ସୁବେଦାର୍ ବି. କ୍ରିଷ୍ଣା ରାଓ , ନାଏବ ସୁବେଦାର ପି .ରାମନୀୟା , ମନୋଜ ଦାଶ ,…

ସାପ୍ତାହିକ ଖବରକାଗଜ ‘ନୟାଗଡ଼ ଭଏସ୍‌’ ଉନ୍ମୋଚିତ

ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲାରୁ ପ୍ରକାଶିତ ହେବ ସାପ୍ତାହିକ ଖବର କାଗଜ ‘ନୟାଗଡ଼ ଭଏସ୍‌’ । ନୟାଗଡ଼ ଖଣ୍ଡପଡ଼ା ରାସ୍ତା ବରିଷ୍ଠ ନାଗରିକ ଗୋଷ୍ଠୀ କେନ୍ଦ୍ରଠାରେ ଆଜି ଏହାର ପ୍ରଥମ ସଂଖ୍ୟା ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ…