ଭିଡିଓ  କନଫରେନ୍ସ ମାଧ୍ୟମରେ ମାନଧନ ଯୋଜନା ଶୁଭାରମ୍ଭ : ସଚେତନତା ଶିବିର

0

ଝାରସୁଗୁଡା/BIKRAM MAHAPATRA :  ଆଜି ପ୍ରଧାନମନ୍ତ୍ରୀ ଗୁଜୁରାଟର ରାଜଧାନୀ ଅହମଦାବାଦରେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନାକୁ ଶୁଭାରମ୍ଭ କରିଥିଲେ। ଏହି ପରିପେକ୍ଷିରେ ସ୍ଥାନୀୟ ଇଏସଆଇ ହସ୍ପିଟାଲରେରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଏହି ଅବସରରେ ବ୍ରଜରାଜନଗରର ବିଧାୟିକା ଶ୍ରୀମତୀ ରାଧାରାଣୀ ପଣ୍ଡା ଯୋଗ ଦେଇ ଯୋଜନା ବିଷୟରେ ସମସ୍ତଙ୍କୁ ଅବଗତ ଓ ସଚେତନ କରାଇଥିଲେ। ଏହି ଅବସରରେ ନରେଶ ନାୟକ,ଦୀପକ ଟୋପୋ, ସୁନିଲ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ

Leave A Reply

Your email address will not be published.