ନୂଆଖାଇ ଭେଟଘାଟ : ନା ନନେଇ ବିରୋଧୀଦଳ ନେତାଙ୍କ ଉପରେ ବର୍ଷିଲେ ଅର୍କେଶ 

ବଲାଙ୍ଗୀର/ ନିରୋଜ ମିଶ୍ର :  ଅବସର ଥିଲା ନୂଆଖାଇ ଭେଟଘାଟ | ଉପସ୍ଥିତ ଥିଲେ ମନ୍ତ୍ରୀ ସୁଶାନ୍ତ ସିଂ, ବରଗଡ଼ ସଂସଦ ପ୍ରଭାସ ସିଂ, ପୂର୍ବତନ ରାଜ୍ୟସଭା ସଂସଦ ଅନଙ୍ଗ ଉଦୟ ସିଂଦେଓ, ଦିଲ୍ଲୀପ ତିର୍କି, ପୂର୍ବତନ ମନ୍ତ୍ରୀ ବିଧାୟକ ଯୋଗେନ୍ଦ୍ର ବେହେରା, ବିଧାୟକ ଦେବେଶ ଆଚାର୍ଯ୍ୟ, ବିଧାୟିକା…

ଧନୁତୀର  ଉଠାଇଲେ ଲକ୍ଷ୍ମଣ 

ବାରିପଦା(ଦିଲ୍ଲୀପ ମହାନ୍ତି )-  ବିଜୁ ଜନତା ଦଳର ପୂର୍ବତନ ମୟୂରଭଞ୍ଜ ଜିଲ୍ଲା ସଭାପତି ତଥା ପୂର୍ବତନ ଲୋକସଭା ସାଂସଦ ଲକ୍ଷ୍ମଣ ଟୁଡ଼ୁ ଦୁଇଦିନ ତଳେ ବିଜୁ ଜନତାଦଳ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଦେଇଥିବା ବେଳେ ରବିବାର ଦିନ ଧନୁ ଧାରଣ କରି ଝାରଖଣ୍ଡ ମୁକ୍ତିମୋର୍ଚ୍ଚାରେ ଯୋଗ ଦେଇଛନ୍ତି ।…

ପୁରୁଣା ବୋତଲରେ , ନୂଆ ଷ୍ଟିକର ।

ଗୁଣପୁରରୁ ସିଦ୍ଧାର୍ଥ ଦାଶ : ରାୟଗଡା ଜିଲ୍ଲା ଗୁଣପୁର ସହର ଠାରେ ଚାଲୁ ରହିଥିବା ଆୟୁର ପ୍ଲସ ପାଣି ଫାକ୍ଟ୍ରି ମାଲିକଙ୍କୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ଆସିଛି । ଏଥି ପୂର୍ବରୁ ଏଠାରେ ମାରୁତୀ ଏକ୍ୱା ନାମରେ ରହିଥିବା ପାଣି ଫାକ୍ଟ୍ରି  ବଜାରରେ ଦୂଷିତ ପାଣି ବୋତଲ , କ୍ୟାନ ଓ…

ନୟାଗଡ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ  ପରିସରରେ ଅଭାବନୀୟ ଦୃଶ୍ୟ 

 ନୟାଗଡ଼/ବିଶ୍ବଜିତ୍ ନାୟକ : ରବିବାର ରାତି 9.30 ସମୟରେ ଜଣେ ମହିଳା ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଆସିଥିଲେ | ଉକ୍ତ ମହିଳା ଜଣଙ୍କ ଗାଡିରୁ ଓହ୍ଲାଇ ଡାକ୍ତରଖାନା ମଧ୍ୟକୁ ଯିବା ସମୟରେ ଡାକ୍ତରଖାନା ପରିସରରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ |…

ହାତ ଛାଡ଼ିଲେ : ପଦୁଅଁ ଧରିବେ ପଦ୍ମଲୋଚନ 

'ବିଶ୍ୱାସଘାତୀଙ୍କୁ ନେଇ ପିସିସି ସଭାପତି ସଂଗଠନକୁ ଆଗକୁ ବଢ଼ାଇବା ଅସହ୍ୟ" ବାଲେଶ୍ୱର(ଉଜ୍ଜ୍ୱଳ କର): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ  ରାଜନେତା ପଦ୍ମଲୋଚନ ପଣ୍ଡା ସହଯୋଗୀ ଓ ଶୁଭାକାଂକ୍ଷୀଙ୍କ ସହ ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର…

ଚାରପାଲିରେ ବାଜିରାଉତ ଯୁବକ ସଙ୍ଘ ପକ୍ଷରୁ ରକ୍ତଦାନ ଶିବିର ।

ପଦ୍ମପୁର/ନୀଳ ଦୀପ -ପଦ୍ମପୁର ସହର ନିକଟସ୍ଥ ଚାରପାଲି ଗ୍ରାମରେ ରବିବାର ଦିନ ବାଜିରାଉତ ଯୁବକ ସଙ୍ଘ ଦ୍ୱାରା ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ପଦ୍ମପୁରର ସମାଜସେବୀ ନିରୋଜ ଦୋରା ଉଦଘାଟନ କରିଥିଲେ । ବର୍ତ୍ତମାନ ସମୟରେ ରକ୍ତ ଭଣ୍ଡାରରେ ଅଭାବ ହେତୁ ଲୋକ ହଇରାଣ…

ଖାଦ୍ୟ ସୁରକ୍ଷା ଯୋଜନାରେ ରେସନ କାର୍ଡ ବଣ୍ଟନ ।

ପଦ୍ମପୁର/ନୀଳ ଦୀପ -ବରଗଡ଼ ଜିଲ୍ଲା ଅନ୍ତର୍ଗତ ରାଜବୋଡାସମ୍ବର ହାଇସ୍କୁଲ ଖେଲପଡିଆ ଠାରେ ରାଜବୋଡାସମ୍ବର ବ୍ଳକ ଓ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ହିତାଧିକାରୀମାନଙ୍କୁ ରେସନ କାର୍ଡ ବଣ୍ଟନ କରିବା ପାଇଁ ପଦ୍ମପୁର ଉପଜିଲ୍ଲାପାଳ…

ଅଲ୍ଓଡିଶା କୁଲି ମେହେର ବିକାଶ ମହାସଂଘ, ଓଡିଶା ର ନୂଆଖାଇ ଭେଟଘାଟ

ବରପାଲି/ଶାସକପ୍ରଶାସକ -ଅଲ୍ଓଡିଶା କୁଲି ମେହେର ବିକାଶ ମହାସଂଘ, ଓଡିଶା ର ନୂଆଖାଇ ଭେଟଘାଟ ବରପାଲି କେଡିଭବନ ଠାରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ରାଜ୍ୟ ମହାସଂଘର ସମସ୍ତ କର୍ମ କର୍ତା ଓ ବିଭିନ୍ନ ଗ୍ରାମରୁ ଶତାଧିକ କୁଲି  ସମାଜର ଜାତି ଭାଇ ଉପସ୍ଥିତ ଥିଲେ ।ସଭା ପ୍ରାରମ୍ଭ ରୁ ମାଁ କରମସାନୀ…

ସ୍ୱଚ୍ଛତା ହିଁ  ସେବା ପାଳନ: ସଚେତନା ଶୋଭାଯାତ୍ରା,ବୃକ୍ଷରୋପଣ, ସଫେଇ, ସ୍ୱଚ୍ଛତା ତର୍କ ପ୍ରତିଯୋଗିତା ଏବଂ ପୁରସ୍କାର…

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଅର୍ଣ୍ଣୁପୁର୍ଣ୍ଣା ନଗର -୦୨ ଠାରେ ସ୍ୱଚ୍ଛତା ହିଁ ସେବା ପାଳନ ଅବସରରେ ଅର୍ଣ୍ଣପୁର୍ଣ୍ଣାବାସୀଙ୍କ ପକ୍ଷରୁ ବସ୍ତି ବାସିନ୍ଦାଙ୍କୁ ପରିମଳ ଓ ପରିବେଶ ସ୍ୱଚ୍ଛତା ସହ ବୃକ୍ଷରୋପଣର ମହତ୍ତ୍ୱ କଣ ସଚେତନତା କରାଇବା ଉଦ୍ଦେଶ୍ୟ…