ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବେ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ . ଧର୍ମେନ୍ଦ୍ରଙ୍କୁ ଆଗରୁ ଫୋନ କଲ ମିଳିଥିବା ବେଳେ କିଛି ସମୟ ତଳେ ପ୍ରତାପଙ୍କୁ ଫୋନ କଲ ମିଳିଥିବା ସୂଚନା । On May 30, 2019 16 Share 16 Share FacebookTwitterGoogle+ReddItWhatsAppPinterestEmail