ପ୍ରେସ ୟୁନିୟନ ରାୟଗଡ ଫେରାଇଲା ସହାୟତା ରାଶି

ରାୟଗଡରୁ ସରୋଜ କୁମାର ସାହୁ:  ସ୍ବର୍ଗତ ସାମ୍ବାଦିକ ସୁବାଷ ଚନ୍ଦ୍ର ପଣ୍ଡାଙ୍କୁ ପ୍ରଶାସନ ତରଫରୁ ରେଡକ୍ରସ ପାଣ୍ଠିରୁ ଦିଆଯାଇଥିବା ସହାୟତା ରାଶି ଏକ ବିବାଦିୟ ଘଟଣାକ୍ରମରେ ପ୍ରେସ ୟୁନିୟନ ରାୟଗଡ ତାହା ପ୍ରଶାସନ ନିକଟରେ ଫେରାଇ ଦେଇଥିବା ବେଳେ ବର୍ତ୍ତମାନ ସାମ୍ବାଦିକ ଓ ବୁଦ୍ଧିଜୀବି ମହଲରେ…

ବିଜେଡିରେ ମିଶିଲେ କଂଗ୍ରେସ ନେତା ଓ କର୍ମୀ 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ବିଶ୍ୱନାଥ କଲ୍ୟାଣ ମଣ୍ଡପ ସଭାଗୃହ ଠାରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ  ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ଏବଂ ପୂର୍ବତନ ବିଧାୟକ…

ମନ୍ତ୍ରୀ ଉଷାଦେବୀଙ୍କ ୨ଦିନିଆ ଗଜପତି ଜିଲ୍ଲା ଗସ୍ତ : ବିଭିନ୍ନ ବ୍ଲକରେ ଖାଦ୍ୟ ସୁରକ୍ଷା ଯୋଜନାର ରେସନ କାର୍ଡ ବଣ୍ଟନ…

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ଯୋଜନା ଓ ସମନ୍ୱୟ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷାମନ୍ତ୍ରୀ ଉଷାଦେବୀ ଦୁଇଦିନିଆ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ବିଭିନ୍ନ ବ୍ଲକ ସଦର ମହକୁମା ଯାଇ ସେଠାରେ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ମାନଙ୍କୁ ଖାଉଟି କାର୍ଡ…

ଏନ୍ଆଇଟିରେ ସ୍ମାର୍ଟ ମ୍ୟାନୁଫେକ୍ଚରିଙ୍ଗ ଉପରେ ସର୍ଟ୍ ଟର୍ମ କୋର୍ସର ଶୁଭାରମ୍ଭ

ରାଉରକେଲା/ଶୁଶାନ୍ତ ବେହେରା  : ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନରେ ସ୍ମାର୍ଟ ମ୍ୟାନୁଫେକ୍ଚରିଙ୍ଗ ଏଣ୍ଡ ମ୍ୟାଟେରିଆଲ ସିଲେକ୍ସନ ଟୁଓାର୍ଡସ୍ ଷ୍ଟିଲ ଇଣ୍ଡଷ୍ଟ୍ରୀ ନିଡ୍ସର ସୋମବାର ଶୁଭାରମ୍ଭ ହୋଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଘାଟନ କରି ସଂସ୍ଥାର ନିଦେ୍ର୍ଧଶକ ଡା. ଅନିମେଶ ବିଶ୍ୱାସ…

ଖାଦ୍ୟ ସୁରକ୍ଷା ଯୋଜନା ର ହିତାଧିକାରୀ ମାନଙ୍କୁ ରେସନ କାର୍ଡ ବଣ୍ଟନ

ପାଇକମାଲ/ଗୌରାଙ୍ଗ ଚରଣ ଦାଶ  :- ବରଗଡ ଜିଲ୍ଲାର ପାଇକମାଲ ଠାରେ ଆଜି ରାଜ୍ୟ ସରକାରଙ୍କ ନିଜସ୍ୱ  ଖାଦ୍ୟ ସୁରକ୍ଷା ଯୋଜନା ର ହିତାଧିକାରୀ ମାନଙ୍କୁ ରେସନ କାର୍ଡ ବଣ୍ଟନ କରାଯାଇଥିଲା । ପଇକମାଲ ହାଇ ସ୍କୁଲ ପଡିଆ ରେ ଆୟୋଜିତ ଏକ ସଭାରେ ଓଡ଼ିଶା ସରକାର ଙ୍କର ଶକ୍ତି ଓ ଶ୍ରମ ମନ୍ତ୍ରୀ ଶ୍ରୀ…

ଇଟା ହଉଛେ ବିଜେଡି  ବିଧାୟକଙ୍କର ଅସଲି ଚେହେରା: ବିଜେଡି ନେତାମାନଙ୍କର ଦାଦାଗିରି ବଢ଼ିବାରେ ଲାଗିଛି

  ଭୋଟ୍ ପାକ୍ ପାକ୍ ଖାଲୀ ଭୋଟର ମାନକେ ବୁଆ, କକା,ଅଜା, ନାତି, ମା, ମାଉସୀ, ଭଉଣୀ | ବାକି ଟାଇମ ନିଜର କୁକୁର କେ ବି ଲୋକ ହେନ୍ତା ବେବହାର ନାଇଁ ଦିଅନ୍ ଯେନ୍ତା ଇ ବିଜେଡି  ବିଧାୟକ  ଆୟୁବ ଖାଁ ଆଜ୍ଞା ଦେଉଛନ୍ ଯେ ଦେଖୁନ |  ବିଜେଡି  ପାର୍ଟି ର ଆଜ୍ଞା ମାନେ ବହୁତ ବଢିଆ ମାଁ ମାଉସୀ କେ…

ପାରାଦୀପେକ୍ସ ୨୦୧୮ ଡାକଟିକେଟ ପଦର୍ଶନୀ ଉଦଯାପିତ

ପାରାଦୀପ (ଉପେନ୍ଦ୍ର ଗୁରୁ ) ପାରାଦୀପେକ୍ସ ୨୦୧୮ ଜଗତସିଂହପୁର ଜିଲ୍ଲାର ପ୍ରଥମ ଜିଲ୍ଲା ସ୍ତରୀୟ ଦୁଇଦିନଆ ଡାକଟିକେଟ ପ୍ରଦର୍ଶନୀ ସ୍ଥାନୀୟ ପାରଦୀପ ମହାବିଦ୍ୟାଳୟ ପରିସରରେ ଶନିବାର ଆରମ୍ଭ ହୋଇ ରବିବାର ଅପରାହ୍ନ ୩ଟାରେ ଉଦଯାପିତ  ହୋଇଯାଇଅଛି । ଏହି ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ…