ପ୍ରଧାନମନ୍ତ୍ରୀ ଭାବରେ  ଶପଥ ନେଲେ  ନରେନ୍ଦ୍ର ମୋଦୀ

0

ଓଡିଶାରୁ ଧର୍ମେନ୍ଦ୍ର ଓ ପ୍ରତାପ 

ନୂଆଦିଲ୍ଲୀ /ଭୁବନେଶ୍ୱର :- ଆଜି ସନ୍ଧ୍ୟା 7ଟା ସମୟରେ ରାଷ୍ଟ୍ରପତି ଭବନ ରେ ଭାରତ ର ପ୍ରଧାନମନ୍ତ୍ରୀ ଭାବରେ ଶ୍ରୀ ନରେନ୍ଦ୍ର ମୋଦୀ ପଦ ଓ ଗୋପନୀୟତା ର ଶପଥ ଗ୍ରହଣ କରିଥିଲେ । ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତା ର ଶପଥ ପାଠ କରାଇଥିଲେ । ପ୍ରଧାନମନ୍ତ୍ରୀ ଙ୍କର ସହିତ ଆଜି ଶପଥ ଗ୍ରହଣ କରିଥିବା ମନ୍ତ୍ରୀ ମାନେ ହେଲେ 

1 ଶ୍ରୀ ରାଜନାଥ ସିଂହ

2 ଶ୍ରୀ ଅମିତ ଅନୀଲ ଚନ୍ଦ୍ର ସାହା 

3 ନିତିନ ଗଡ଼କରି

4 ସଦାନନ୍ଦ ଗୌଡ଼

5 ନିର୍ମଳା ସିତରମାନ

6 ରାମ ବିଳାସ ପାଶ୍ୱନ

7 ନରେନ୍ଦ୍ର ସିଂ ତୋମର

8 ରବି ଶଙ୍କର ପ୍ରସାଦ

9 ହର ସିମ୍ରତ କୌର ବାଦଲ

10 ଥାବର ଚନ୍ଦ୍ର ଗହଲୋଟ

11 S ଜୟ ଶଙ୍କର 

12 ରମେଶ ପୋଖରିଆଲ

13 ଅର୍ଜୁନ ମୁଣ୍ଡା

14 ସ୍ମୃତି ଜୁବେଇନ ଇରାଣୀ

15 ହର୍ଷ ବର୍ଦ୍ଧନ

16 ପ୍ରକାଶ କେଶବ ଜବଡେକାର

17 ପୀୟୂଷ ବେଦ ପ୍ରକାଶ ଗୋୟଲ

18 ଧର୍ମେନ୍ଦ୍ର ପ୍ରଧାନ

19 ମୁକ୍ତାର ନକବି

20 ପ୍ରହଲ୍ଲାଦ ଯୋଶୀ

21 ମହେନ୍ଦ୍ର ନାଥ ପାଣ୍ଡେ 

22 ଅରବିନ୍ଦ ସୱନ୍ତ

24 ଗିରିରାଜ ସିଂ

25 ଗଜେନ୍ଦ୍ର ସିଂ ସେଖାବତ 

26 ସନ୍ତୋଷ କୁମାର ଗଙ୍ଗବାର

27 ଇନ୍ଦ୍ର ଜିତ ସିଂ

28 ଶ୍ରୀ ପଦ ନାଇକ

29 ଜିତେନ୍ଦ୍ର ସିଂ

30 କିରଣ ରିଯିଜୁ

31 ପ୍ରହଲ୍ଲାଦ ସିଂହ ପଟେଲ

32 ରାଜ କୁମାର ସିଂ

33 ହରଦୀପ ସିଂ ସୁରି

 34 ମନସୁଖ ଲକ୍ଷମନ ଭାଇ

35 ଫଗାନ ସିଂ ଫୁଲସ୍ତେ

36 ଅଶ୍ୱିନୀ କୁମାର ଚୌବେ

37 ଅର୍ଜୁନ ରାମ ମେଘବଲ

38 ଜେନେରାଲ ବିଜୟ କୁମାର ସିଂ

39 କୃଷ୍ଣପାଳ ଗୁଜ୍ଜର

40 ରାଓ ସାହେବ ଦାଦାରାଓ ପାଟିଲ

41 G କୃଷ୍ନା ରେଡି

42 ପି ଜି ରୂପଳା

43 ରାମଦାସ ଅଟ୍ଟାବାଲେ

44 ସାଧବୀ ନିରଞ୍ଜନ ଜ୍ୟୋତି

45 ବାବୁଲ ସୁପ୍ରିୟ

46 ସଂଜୀବ କୁମାର ବାଲିଅନ

47 ସଞ୍ଜୟ ସମରାଓ

48 ଅନୁରାଗ ସିଂ ଠାକୁର

49 ସୁରେଶ ଅଂଗଡ଼ି

50 ନିତ୍ୟାନନ୍ଦ ରାୟ

51 ରତନ ଲାଲ କଟାରୀୟl

52 ଭି ମୁରଲୀଧରନ

53 ରେଣୁକା ସିଂ 

54 ସୋମ ପ୍ରକାଶ

55 ରାମେଶ୍ୱର ତେଲି

56 ପ୍ରତାପ ଚନ୍ଦ୍ର ଷଡଙ୍ଗୀ

57 କୈଳାସ ଚୌଧୁରୀ

58 ଦେବଶ୍ରୀ ଚୌଧୁରୀ

ଆଜିକାର ଏହି ସମାରୋହରେ ଅନେକ ରାଷ୍ଟ୍ର ରାଷ୍ଟ୍ରମୁଖ୍ୟ, ଦେଶର ଅନେକ ଶିଳ୍ପ ପତି ,ସୁନାମ ଧନ୍ୟ ଖେଳାଳି ,  ବିଭିନ୍ନ ରାଜନୈତିକ ଦଳର ନେତା ପୂର୍ବତନ ରାଷ୍ଟ୍ରପତି ଶ୍ରୀମତୀ ପ୍ରତିଭା ପାଟିଲ , ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ମାନ୍ୟଗଣ୍ୟ ବ୍ୟକ୍ତି ଏହି ସମାରୋହରେ ଅତିଥି ଭାବରେ ଯୋଗ ଦେଇଥିଲେ ।

 

 

Leave A Reply

Your email address will not be published.