Sign in
Sign in
Recover your password.
A password will be e-mailed to you.
ଏଏମ୍/ଏନ୍ଏସ୍ ଇଣ୍ଡିଆ ଏନଇସିଏ ୨୦୨୫ରେ ଶ୍ରେଷ୍ଠ ନବସୃଜନ ପୁରସ୍କାରରେ ସମ୍ମାନିତ
ଏହା ଡିକାର୍ବୋନାଇଜେସନ ଏବଂ ଊର୍ଜା କ୍ଷେତ୍ରରେ କମ୍ପାନୀର ପ୍ରମୁଖ ପ୍ରତିବଦ୍ଧତା ଦର୍ଶାଉଛି
ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍ / ଏନ୍ଏସ୍ ଇଣ୍ଡିଆ) କୁ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏବଂ ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (ବିଇଇ) ଦ୍ୱାରା କାର୍ଯ୍ୟକାରୀ ହୋଇଥିବା…
ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ୨୬ ଟମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବଡ଼ଦାଣ୍ଡ ସ୍ଥିତା ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ୨୬ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ତିନି ଦିନ ବ୍ୟାପି ଅନୁଷ୍ଠିତ ହେବାପରେ ଆଜି ଉଦଯାପିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ରମ ଅଧ୍ୟକ୍ଷ ବସନ୍ତ ଶତପଥୀ ପ୍ରାଦୀପ…
ଗୁଣପୁର ଉପଖଣ୍ଡ ଚଇତି କ୍ରିକେଟ ପ୍ରତିଯୋଗିତା ,ଫାଇନାଲରେ ରାଇଜିଙ୍ଗ ଷ୍ଟାର ଦଳ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି ): ଗୁଣପୁର ଉପଖଣ୍ଡ ସ୍ତରୀୟ ଚଇତି ଇଡିତାଲ ମୋହତ୍ସବ ଅଵସରରେ ସ୍ଥାନୀୟ ମିନି ଷ୍ଟାଡିୟମରେ ଚାରି ଦିନ ଧରି ଚାଲିଥିବା କ୍ରିକେଟ ପ୍ରତିଯୋଗିତାରେ ରାଇଜିଙ୍ଗ ଷ୍ଟାର ଦଳ ଫାଇନାଲରେ ପ୍ରବେଶ କରିଛି। ସେମାନେ ସେମିଫାଇନଲ ମ୍ୟାଚରେ ଜଗନ୍ନାଥପୁର ଦଳକୁ…
ଲଖମରା ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ସମାରୋହ ଅନୁଷ୍ଠିତ।
ପଦ୍ମପୁର:- ଲଖମରା ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ସମାରୋହ ଅଧ୍ୟକ୍ଷ ବିଜୟ କୁମାର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟିକା ବର୍ଷା ସିଂ ବରିହା, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ମହେଶ୍ୱର ବଢେଇ ଓ ଧର୍ମେନ୍ଦ୍ର ଖମାରୀ ଯୋଗଦେଇ କୃତୀ…
ଖରିଫ ୨୦୨୫-୨୬ ବର୍ଷ ପାଇଁ ଜିଲ୍ଲାରେ ଆଜିଠୁ ଧାନ ମଣ୍ଡି ଶୁଭାରମ୍ଭ
ନବରଙ୍ଗପୁର ତା ୧୭.୧୨.୨୦୨୫: ଆଜି ନିୟନ୍ତ୍ରିତ ବଜାର କମିଟି,ନବରଙ୍ଗପୁର ଦ୍ଵାରା ଆୟୋଜିତ ଧାନ ମଣ୍ଡି ଉଦ୍ଘାଟନ କାର୍ଯ୍ୟକ୍ରମରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆଜିଠାରୁ ଜିଲ୍ଲାରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହଣ ବ୍ୟବସ୍ଥାର…
କେନ୍ଦୁଝର ଜିଲ୍ଲାରେ ୧୯୨ ନୂତନ ମତଦାନ କେନ୍ଦ୍ର ପାଇଁ ନିର୍ବାଚନ ଆୟୋଗଙ୍କ ମଞ୍ଜୁରୀ
- ଜିଲ୍ଲାରେ ମତଦାନ କେନ୍ଦ୍ର ସଂଖ୍ୟା ୧୭୨୩ ରୁ ୧୯୧୫କୁ ବୃଦ୍ଧି
- ୪ଟି କେନ୍ଦ୍ରର ନାମ ସଂଶୋଧନ ଓ ୧୭ଟି କେନ୍ଦ୍ରର ସ୍ଥାନ ପରିବର୍ତ୍ତନକୁ ମଧ୍ୟ ଅନୁମୋଦନ
କେନ୍ଦୁଝର, ୧୭/୧୨/୨୦୨୫: କେନ୍ଦୁଝର ଜିଲ୍ଲାରେ ମତଦାତାଙ୍କ ବହୁବିଧ ସୁବିଧା ପାଇଁ ୧୯୨ଟି ନୂତନ ମତଦାନ କେନ୍ଦ୍ର ଗଠନ…
ରାଜଗାଙ୍ଗପୁର ମହୋତ୍ସବ ‘ଝରଝରା’ ୧୯ରୁ
୪ ଦିନିଆ ମହୋତ୍ସବ, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
ରାଜଗାଙ୍ଗପୁର,୧୬-୧୨-୨୫. ଆସନ୍ତା ୧୯ ତାରିଖ ଠାରୁ ରାଜଗାଙ୍ଗପୁର ମହୋତ୍ସବ ‘ଝରଝରା’ ଶୁଭାରମ୍ଭ ହେବ। ୨୨ ତାରିଖ ପର୍ଯ୍ୟନ୍ତ ରାଜଗାଙ୍ଗପୁର ଫୁଟବଲ ପଡ଼ିଆରେ ଏହି ଲୋକ ମହୋତ୍ସବ ପାଳନ ହେବ । ଉତ୍ସବ କିଭଳି ସୁରୁଖୁରୁରେ ପାଳନ ହେବ ସେ ନେଇ…
ଘଟଗାଁ ସମିତି ସଭ୍ୟ ପରିବାର ବାର୍ଷିକ ବୈଠକ
କେନ୍ଦୁଝର,ତା୧୭/୧୨- କେନ୍ଦୁଝର ଜିଲ୍ଲା ଘଟଗାଁ ସମିତି ସଭ୍ୟ/ସଭ୍ୟା ପରିବାରର ବାର୍ଷିକ ବୈଠକ ସୁନାଟାଙ୍ଗିରୀସ୍ଥିତ ପକା ପାହାଡି ମଠ ଓ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସମିତି ସଭ୍ୟ ସଭ୍ୟା ପରିବାର ସଭାପତି ବସନ୍ତ କୁମାର ସାହୁ,…
ତେଲକୋଇରେ ଲକ୍ଷ୍ମୀନାରାୟଣ ପୂଜା।
କେନ୍ଦୁଝର,ତା୧୭/୧୨- କେନ୍ଦୁଝର ଜିଲ୍ଲା ତେଲକୋଇ ଲକ୍ଷ୍ମୀନାରାୟଣ ବଣିକ ସଂଘ ପକ୍ଷରୁ ଲକ୍ଷ୍ମୀନାରାୟଣ ପୂଜା ଆରମ୍ଭ ହୋଇଛି। ସକାଳେ ସୂର୍ଯ୍ୟପୂଜା,କଳସ ଯାତ୍ରା ସହିତ ଅପରାହ୍ନରେ ପୂଜା ମଣ୍ଡପରେ ପୂଜାର୍ଚ୍ଚନା କରାଯାଇଛି।ପ୍ରମୋଦ କୁମାର ଦାଶ ଓ ତାଙ୍କ ସହଧର୍ମିଣୀ କର୍ତ୍ତା ଭାବରେ ଯଜ୍ଞ…
ପେନସନ ତଥା ଏରିୟର ଟଙ୍କା ହଡ଼ପ ମାମଲାରେ ଅଭିଯୁକ୍ତମାନଙ୍କ ଜାମିନ ନାମଞ୍ଜୁର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବହୁ ଚର୍ଚ୍ଚିତ ରାୟଗଡ ଥାନା ଅନ୍ତର୍ଗତ କ୍ରିଷ୍ଟିଆନ ସାହିର ବୃଦ୍ଧା ସୁଭଗମନା ସ୍ୱାଲ ସିଂଙ୍କ ପେନସନ ତଥା ଏରିୟର ଟଙ୍କା ହଡ଼ପ ମାମଲାରେ ଅଭିଯୁକ୍ତ ନିରୋଜ କୁମାର ବର୍ଦ୍ଧନ ଓ ଉଜ୍ଵଳ ବର୍ଦ୍ଧନ ଓରଫ ସୌମ୍ୟ ରଞ୍ଜନ ବର୍ଦ୍ଧନଙ୍କ ଜାମିନ ଆବେଦନ ଗଜପତି…