ଧର୍ମଗଡରୁ ସୁଶାନ୍ତ ରାଉତ : ଧର୍ମଗଡ଼ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ପର୍ଲା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଏକ ଅଦ୍ଭୂତପୂର୍ବ ଶିଶୁ ଜନ୍ମ ହୋଇଛି| ଶିଶୁଟି ର ଜନ୍ମବେଳେ 2 ହାତ ଥିବା ବେଳେ1 ଗୋଡ ରହିଛି ଯାହା କି ସପ୍ତଫେଣି ପରି ଦେଖି ବାକୁ ଥିବା ବେଳେ ଜନ୍ମ ମାଆ ଓ ଶିଶୁ ସୁସ୍ଥ ଥିବା ଜଣାଯାଇଛି| ଜନ୍ମିତ ଛୁଆ ମାଆ ଜୟନ୍ତୀ ଓ ପିତା ତ୍ରିପାଳ ଖରସେଲ ତାଙ୍କ ଘର ହାତୀ ପାଖନ ହୋଇଥିବା ବେଳେ ଏହା ତାଙ୍କ ପ୍ରଥମ ଗର୍ଭ ର ବୋଲି କହୁଛନ୍ତି |