ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ଝାରସୁଗୁଡା, ଓଡିଶା – ଭାରତୀୟ ବିମାନବନ୍ଦର ପ୍ରାଧିକରଣ (AAI), ଜାଗ୍ୟସେନୀ ହସ୍ପିଟାଲର ସହଯୋଗରେ, ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ଆଗମନ କ୍ଷେତ୍ରରେ ଏକ ମାଗଣା ସ୍ୱାସ୍ଥ୍ୟ ସ୍କ୍ରିନିଂ ଶିବିର ଆୟୋଜନ କରିଥିଲା। ଏହି ଶିବିରରେ ଯାତ୍ରୀ, AAI କର୍ମଚାରୀ, ଅଂଶୀଦାର, ବିମାନ କମ୍ପାନୀ ଏବଂ…

ବେଦାନ୍ତ ଆଲୁମିନିୟମ ୩୦୦୦ ରୁ ଅଧିକ ଗ୍ରାମବାସୀଙ୍କୁ ନିରାପଦ ପାନୀୟ ଜଳ ଯେଗାଇ ଦେଇଛି

କଳାହାଣ୍ଡି ଏବଂ ରାୟଗଡା ଜିଲ୍ଲାରେ ଅତ୍ୟାଧୁନିକ ଜଳ ବିଶୋଧନାଗାର ସହିତ ସୌର-ଚାଳିତ ନଳକୂପ ସ୍ଥାପନ ରାୟଗଡ଼ା ୧୬/୦୨/୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଏହାର 'ଜଳ, ପରିମଳ ଏବଂ ସ୍ୱଚ୍ଛତା' (ୱାଶ) ପଦକ୍ଷେପ ମାଧ୍ୟମରେ ଓଡ଼ିଶାର କଳାହାଣ୍ଡି ଏବଂ ରାୟଗଡା…

ବରମୁଣ୍ଡାରେ ତିନିଦିନିଆ ମହାଶିବରାତ୍ରି ମହୋତ୍ସବ

ବିଜେପୁର :- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବରମୁଣ୍ଡା ଗ୍ରାମର ପ୍ରସିଦ୍ଧ ଧବଳେଶ୍ୱର ମନ୍ଦିର ପରିସରରେ ତିନିଦିନ ଧରି ଭକ୍ତିମୟ ପରିବେଶରେ ମହାଶିବରାତ୍ରି ପୂଜା ଓ ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଗ୍ରାମ ଓ ଆସପାସ ଅଞ୍ଚଳରୁ ଅଗଣିତ ଶ୍ରଦ୍ଧାଳୁ ଏହି ମହୋତ୍ସବରେ ଯୋଗଦାନ…

କୋଣ୍ଡାରେଡି ସମ୍ପ୍ରଦାୟର ବିଶାଳ ସମାବେଶ

ଆଦିବାସୀ ମାନ୍ୟତାର ଏକ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ପପଲୁର ଠାରେ କୋଣ୍ଡାରେଡି ସଂପ୍ରଦାୟ ପକ୍ଷରୁ ଏକ ବିଶାଳ ସମବେଶ ଅନୁଷ୍ଠିତ ହୋଇଯାଇଛି | କୋଣ୍ଡାରେଡି ସମାଜର ସଭାପତି ରାମା ରାଓଙ୍କ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ସ୍ଥିତ ପଞ୍ଚାୟତ ସମିତି କର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ…

ଡ଼ାବୁଗାଁ ଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ନବରଙ୍ଗପୁର ତା୧୬.୦୨.୨୦୨୬:ଅଶୋକ ସାହୁ: ଆଜି ଡାବୁଗାଁ ପଞ୍ଚାୟତ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ ମହେଶ୍ଵର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଡି ଏଫ୍ ଓ ଶୁଭେନ୍ଦୁ ପ୍ରସାଦ ବେହେରା,ଉପ…

ଅସହାୟ ମଙ୍ଗୁ ଜୁଆଙ୍ଗ ପାଇଁ ଭରସା ସାଜିଲା ” ଆଶା”

କେନ୍ଦୁଝର: ବାଂଶପାଳ ବ୍ଳକ୍ ର କୋଡିପଶା ପଞ୍ଚାୟତ ଅଧୀନ ଘୁଙ୍ଗି ଗାଁରେ ମଙ୍ଗୁ ଜୁଆଙ୍ଗର ଘର। ପର ଘରେ କାମ କରି ମଜୁରୀ ଆଣି ପରିବାର ପାଳେ। ବାଡ଼ିରେ କାମ କରୁଥିବା ସମୟରେ ତଳେ ପଡ଼ିଗଲା। ମୁଣ୍ଡରେ ଆଘାତ ଲାଗିଛି। ଜଟିଳ ସମସ୍ୟା ରହିଛି। ଡାକ୍ତର ପରାମର୍ଶ ଦେଇଛନ୍ତି ବିଶ୍ରାମ ନେବାକୁ। ଦିନ…

ଶ୍ରୀ ଶ୍ରୀ ଚମ୍ପକେଶ୍ଵର ମହାଦେବଙ୍କ ପିଠରେ ମହା ଶିବରାତ୍ରୀ

ମନ୍ଦିର ପରିଚାଳନା କମିଟି ଏବଂ ଶାସ୍ତ୍ରୀ ସ୍ମୃତି ପାଠାଗାରର ମିଳିତ ସହଯୋଗରେ ସାଂସ୍କୃତିକ ଉତ୍ସବ ନିତ୍ୟାନନ୍ଦ ପୁର: ୧୫/୦୨/୨୦୨୬- ହରିଚନ୍ଦନ ପୁର ବ୍ଲକ୍ ଅନ୍ତର୍ଗତ ଜୁଙ୍ଗା ଗ୍ରାମ ପଞ୍ଚାୟତର ନିତ୍ୟାନନ୍ଦ ପୁର ଗ୍ରାମରେ ରବିବାର ଦିନ ମହା ଶିବରାତ୍ରୀ ଅବସରରେ ଶ୍ରୀ ଶ୍ରୀ ଚମ୍ପକେଶ୍ଵର…

ମହା ଶିବରାତ୍ରୀ: ଉଜାଗର ଆଲୋକରେ ଆଲୋକିତ ପୋଡ଼ାପାଡ଼ି ଧବଳେଶ୍ୱର ପୀଠ

କାଶୀପୁର ରୁ ବୈକୁଣ୍ଠ ଦୁରିଆ - ମହା ଶିବରାତ୍ରୀର ପବିତ୍ର ରାତ୍ରିରେ ପୋଡ଼ାପାଡ଼ି ଗ୍ରାମ ଭକ୍ତି ଓ ଆନନ୍ଦର ଅଲୌକିକ ମହଲରେ ମହିମାମୟ ହୋଇଉଠିଲା। ପୁରାତନ ଐତିହ୍ୟ ଓ ଆସ୍ଥାର ପ୍ରତୀକ ଧବଳେଶ୍ୱର ମନ୍ଦିର ରେ ସକାଳୁଠାରୁ ଭକ୍ତମାନଙ୍କ ଅସାଧାରଣ ଭିଡ଼ ଦେଖିବାକୁ ମିଳିଥିଲା। ହାତରେ ବେଳପତ୍ର,…

ମହେନ୍ଦ୍ରଗିରି ସମେତ ଜିଲ୍ଲାର ବିଭିନ୍ନ ଶିବାଳୟରେ ମହାଶିବରାତ୍ରୀ ଓ ଜାଗର ଦୀପଯାତ୍ରା

 https://youtu.be/NmIic7jbTX0 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ଆନ୍ଧ୍ର ସୀମାନ୍ତରେ ଥିବା ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରି ଶିଖର ସମେତ ପାରଳାଖେମୁଣ୍ଡି ସହର ଓ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଥ‌ିବା ଶିବାଳୟ ଗୁଡିକରେ ଗତ ଦୁଇଦିନ ଧରି ମହାଶିବରାତ୍ରୀ ଓ…