Sign in
Sign in
Recover your password.
A password will be e-mailed to you.
ରେଳବାଇର ନୂଆ ଲାଇନ ଓ ରାଜ୍ୟକୁ ନୂଆ ୪ଟି କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ମୋଦିଙ୍କୁ ଧର୍ମେନ୍ଦ୍ରଙ୍କ ସାଧୁବାଦ
ଓଡିଶାର ଭଦ୍ରକ ଓ ପଶ୍ଚିମରବଙ୍ଗର ନାରାୟଣଗଡ ମଧ୍ୟରେ ରେଳବାଇର ତୃତୀୟ ଲାଇନ
କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଓ ଚମ୍ପୁଆ, ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ରାୟଗଡା ଜିଲ୍ଲାର ଗୁଣପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ
ଭୁବନେଶ୍ୱର/ ନୂଆଦିଲ୍ଲୀ – ଓଡିଶାର ଭଦ୍ରକ ଓ ପଶ୍ଚିମରବଙ୍ଗର ନାରାୟଣଗଡ…
ଖୁବ ଶୀଘ୍ର ନିଯୁକ୍ତି ପାଇବେ 938 ଡାକ୍ତର, ମୁଖ୍ୟମନ୍ତ୍ରୀ ଦେଲେ ମଞ୍ଜୁରୀ
ଭୁବନେଶ୍ୱର : ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଅଧିକ କ୍ରିୟାଶୀଳ କରିବା ପାଇଁ 938 ଟି ଡାକ୍ତର ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି । ଖୁବଶୀଘ୍ର ରାଜ୍ୟ ଲୋକସେବା ଆୟୋଗ ମାଧ୍ୟମରେ ଆସିଷ୍ଟାଣ୍ଟ ସର୍ଜନ ଭାବେ 938 ଏମବିବିଏସ ଡାକ୍ତରଙ୍କୁ ରାଜ୍ୟର ବିଭିନ୍ନ …
ପିଟିଦେଲା ଟ୍ରକ, ଚାଲିଗଲା ପ୍ରାଣ
ମେଲାଛାମୁଣ୍ଡା(ମନୋଜ ଭୋଇ)-ବରଗଡ ଜିଲ୍ଳା ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଘେଁସସ୍ଥିତ ବଡ ଯୋର ବ୍ରିଜ ପାଖରେ ଗୁରୁବାର ସଂଧ୍ୟାରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି । ସଡକ ଦୁର୍ଘଟଣାରେ ସାଇକଲ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମେଲଛାମୁଣ୍ଡା ପୁଲିସ ଘଟଣା ସ୍ଥଳରେ ପହଂଚି ଶବଟିକୁ ଜବତ…
କେନ୍ଦ୍ରୀୟ ବିଦ୍ୟାଳୟ ଭୁବନେଶ୍ୱର ରିଜିଅନର ଗ୍ରୀଷ୍ମ ଛୁଟି ସିଡ୍ୟୁଲ ବଦଳିଲା
ଭୁବନେଶ୍ୱର(ଗିରିଜା ଶଙ୍କର ଦାଶ) : କେନ୍ଦ୍ରୀୟ ବିଦ୍ୟାଳୟ ଭୁବନେଶ୍ୱର ରିଜିଅନର ସମସ୍ତ ସ୍କୁଲ ପାଇଁ ଶିକ୍ଷାବର୍ଷ ୨୦୧୯-୨୦ ସକାଶେ ଗ୍ରୀଷ୍ମ ଛୁଟି ସିଡ୍ୟୁଲ ବଦଳିଲା | ଏହା ମେ ୨, ୨୦୧୯ ରୁ ଜୁନ ୨୦, ୨୦୧୯ ପର୍ଯ୍ୟନ୍ତ ହେବ | ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି କେନ୍ଦ୍ରୀୟ ବିଦ୍ୟାଳୟ…
ୟେ କ୍ୟା ହୁଆ, କୈସେ ହୁଆ……., ହେ ଛୋଡୋ ୟେ ନ ସୋଚୋ
ବିଡିଏ ଅଧ୍ୟକ୍ଷ ହେଲେ ଅନନ୍ତ, ଆଉ ବିଧାୟକ ହେବେ କେମନ୍ତ !!!
ଭୁବନେଶ୍ୱର: ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମରେ ନବୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଓରଫ ବୁନୁଙ୍କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ଅଧ୍ୟକ୍ଷ ଭାବେ ନିଯୁକ୍ତି…
“ବାସ୍ତବ ଜୀବନ ସହ ଶିକ୍ଷା ସଂଶ୍ଳିଷ୍ଟ ହୋଇପାରିନାହିଁ “
ଓଡଗାଁ(ଶ୍ରୀକାନ୍ତ ମିଶ୍ର) : ବାସ୍ତବ ଜୀବନରେ ଶିକ୍ଷା ସଂଶ୍ଳିଷ୍ଟ ହୋଇପାରିନାହିଁ ଏବଂ ପରୀକ୍ଷା ସର୍ବସ୍ୱ ଆଜିର ଶିକ୍ଷାବ୍ୟବସ୍ଥାରେ ଚରିତ୍ରଗଠନ ସମ୍ଭବ ହୋଇପାରୁନାହିଁ । ଶିକ୍ଷା ଜୀବନକୈନ୍ଦ୍ରିକ ହେବା ସହିତ ମୂଲ୍ୟବୋଧଭିତ୍ତିକ ହେବା ଉଚିତ ବୋଲି ସ୍ଥାନୀୟ ରଘୁନାଥ ସମବାୟ ମହାବିଦ୍ୟାଳୟ…
ବଡ଼ବିଲ ପେଟ୍ରୋଲ ପମ୍ପ ଡକାୟତି ଘଟଣା: ୪ ଜଣ ଗିରଫ
ନଗଦ ୩ ହଜାର ଟଙ୍କା ସହ ନକଲି ବନ୍ଧୁକ, ଛୁରୀ ଓ ବାଇକ ଜବତ
ବଡ଼ବିଲ /ଚିତ୍ତରଞ୍ଜନ କର :ଗତ ମାର୍ଚ୍ଚ ମାସ ୪ ତାରିଖ ମଧ୍ୟରାତ୍ରିରେ ୪ ଜଣ ଦୃବୃର୍ତ୍ତ, ବଡ଼ବିଲ – ସେରେଣ୍ଡା ରାସ୍ତାରେ ଥିବା ରିଲାଏନ୍ସ ପେଟ୍ରୋଲ ପମ୍ପରେ ପଶି ସିକ୍ୟୁରିଟି ଗାର୍ଡ଼ ଓ କର୍ମଚାରୀଙ୍କୁ ମାଡ଼ ମାରି ପ୍ରାୟ ୩୮ ହଜାର…
ଅଭିଯୋଗ : ଛୋଟ ଝିଅଟାକୁ ବିକିଦେଲେ ଏନଜିଓ ଵାଲା !!!!!!
କେଳେଙ୍କାରୀ ଧରାପଡ଼ିବା ପରେ ଏବେ ପରିଚୟ ପ୍ରମାଣ ମାଗୁଛି ପୋଲିସ
ସନ୍ଦେହରେ ଏନଜିଓ-ଡ଼ିସିପିଓ-ଏସ୍ଡିପିଓଙ୍କ ଭୂମିକା
ଘୁ ଉଦୟଗିରି/ଗଗନ କୁମାର ପ୍ରଧାନ
ମହିଳା ଶିଶୁ ପ୍ରତି ସମ୍ବେଦନଶୀଲ ହେବା ପାଇଁ ସରକାର କହି ବୁଲୁଥିବା ବେଳେ ଜଣେ ନାବାଳିକାକୁ ଜଣେ ପିତୃମାତୃହୀନ ନାବାଳିକାକୁ ଏକ…
ଅଠର ଦେଉଳରେ ପୂଜାସ୍ଥଳର ସୁରକ୍ଷା ଓ ଅନ୍ୟ ଦାବି ନେଇ ବାଥୁଡି ଜନଜାତି ରାଜରାସ୍ତାରେ
ବାରିପଦାରୁ ଦିଲ୍ଲୀପ ମହାନ୍ତି
ମୟୂରଭଞ୍ଜ ବାଥୁଡି ସ୍ୱାଭିମାନ ଯାତ୍ରା ବଡାମ ବାହିନୀ ପକ୍ଷରୁ ୫ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ପରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ବଡ଼ାମ ବାହିନୀର ଆବାହକ ରୂପେଶ କୁମାର ଗିରିଙ୍କ…
ଭାରସାମ୍ୟ ହରାଇ ୭ଫୁଟ ରାସ୍ତା ତଳକୁ ଖସିଲା ବସ,ଅଲ୍ପକେ ବର୍ତିଲେ ଯାତ୍ରୀ
ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଠାରେ ଗାଇସିଲେଟ ପଟୁ ପଦ୍ମପୁର ଅଭିମୁଖେ ଆସୁଥିବା ଗୌରବ ନାମକ ଏକ ଘରୋଇ ବସ (OR 17 J 6263)ଭୋର ସକାଳ ୬ଟା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି।ବସଟି ହଠାତ୍ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ…