Sign in
Sign in
Recover your password.
A password will be e-mailed to you.
ପାଣି କାଢୁଥିଲେ, ଗୋଡ ଖସିଗଲା : କୂଅରେ ବୁଡି ଯୁବକ ମୃତ
ପାଇକମାଲ :- ଆଜି ପାଇକମାଲ ଥାନା ଅନ୍ତର୍ଗତ ବିଜାଡ଼ିହି ଗ୍ରାମରେ ଏକ ଭାବନିୟ ଘଟଣା ଘଟି ଯାଇଛି । ସେହି ଗ୍ରାମର ଲୋକେଶ ସାହୁ(23) ପିତା ସ୍ବର୍ଗତ କେଶବ ସାହୁ ନାମକ ଜଣେ ଯୁବକ ନିଜ କୂଅ ରୁ ପାଣି କାଢୁଥିବା ସମୟରେ କୂଅ ଭିତରକୁ ଖସି ପଡ଼ିଥିଲେ । ଘରଲୋକେ ଲୋକେଶକୁ କୂଅରୁ ମୁମୂର୍ଷୁ…
ବାଇକ ସାଇକେଲ ଧକା : ୨ ଗୁରୁତର
ସିନପାଲ୍ଲୀ : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କୁସୁମଜୋର ଗ୍ରାମ ନିକଟରେ ବାଇକ ଓ ସାଇକଲ ମୁହାଁ ମୁଁହି ହେବା ଯୋଗୁଁ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି,! ଆହତ ଦ୍ୱୟ ହେଲେ ଛତିଶଗଡ ଗାରିଆବନ୍ଧ ଜିଲ୍ଲା ଦେଭୋଗ ଥାନା ଚିଚିଆ ଗାଁ ରାଜକୁମାର ଅଟି ଓ କୁସୁମଜୋର ଗାଁ ର ଗହଁଟିଆ ରାଉତ !ସନ୍ଧ୍ୟା ରେ…
ସୋହେଲାରେ ଆର୍ନ୍ତଜାତୀୟ ମହିଳା ଦିବସ
ସୋହେଲା(ଶାସକପ୍ରଶାସକ)-ସ୍ଥାନୀୟ ସାଂସ୍କୃତିକ ଭବନଠାରେ ଆଜି ତାଲୁକ ଆଇନ ସେବା ସମିତି ତରଫରୁ ଆର୍ନ୍ତଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା । ଏଥିରେ ଆଇନ ସେବା ସମିତିର ଅଧ୍ୟକ୍ଷା ତଥା ପ୍ରଥମ ଶ୍ରେଣୀ ଜୁଡିସିଆଲ ମାଜିଷ୍ଟ୍ରେଟ ଶ୍ରୀମତୀ ଶାନ୍ତା ସାମଲ ଏଥିରେ ଅଧ୍ୟକ୍ଷତା କରିଥିଲେ ।…
ମା ଦ୍ବାରଶୁଣୀ ବଂଚେଇ ଦେଲେ…..!!
ମାଙ୍କ ଦର୍ଶନ ପାଇଁ ଓହ୍ଲାଉ ଓହ୍ଲାଉ ଜଳିଗଲା ବସ, ସୂତା ସୂତା କେ ବଂଚିଗଲା ଅନେକ ଜୀବନ
ବାରିପଦା/ ଦିଲ୍ଲୀପ ମହାନ୍ତି :ଘାଟି ପଡ଼ିନଥାନ୍ତା, ମାଙ୍କ ମନ୍ଦିର ନଥାନ୍ତା...ଆଉ ମାଙ୍କ ଦର୍ଶନ ପାଇଁ ଯାତ୍ରୀମାନେ ଓହ୍ଲାଇ ନଥାନ୍ତେ, କଣ ଯେ ହୋଇ ଥାନ୍ତା ତାହା କହିବା ମୁସ୍କିଲ ଥିଲା | କିଏ…
ଏପାରି ସେପାରି ସବୁଠି ବେପାରୀ
"ମୁଁ ଏବେ ଏହି ପ୍ରସଙ୍ଗରେ ଭାରତମାଟିର ରାଜନୈତିକ ମୁରବି ପାଲଟିଥିବା ମୋଦିଙ୍କୁ କିଛି କହିବାକୁ ଚାହୁଁନାହିଁ । କୌଣସି ରାଜନୈତିକ ଦଳର ମୁଖପାତ୍ରମାନଙ୍କୁ ବି କିଛିହେଲେ କହିବାକୁ ·ହୁଁନାହିଁ । କାରଣ ସେମାନଙ୍କର ମୁକୁଟ/ମସ୍ନଦ୍/ମିଲିଟାରୀଠୁ ମୋ ପାଇଁ ମହାର୍ଘତର ହେଉଛି ଏ ମାଟି, ଏ ମଣିଷ,…
ଉତ୍ତର ଓଡ଼ିଶା ଜୋନର ୨୧୮ ପରୀକ୍ଷା କେନ୍ଦ୍ରରେ ୨୭, ୮୫୪ଜଣ ପରୀକ୍ଷାର୍ଥୀ
ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଆରମ୍ଭ
ବାରିପଦା(ଦିଲ୍ଲୀପ ମହାନ୍ତି )-: ମାର୍ଚ୍ଚ ୭ ଶୁକ୍ରବାର ଉଚ୍ଚ ମାଧ୍ୟମିକା ଶିକ୍ଷା ପରିଷଦ ପକ୍ଷରୁ ଚଳିତ ୨୦୧୯ ଶିକ୍ଷାବର୍ଷର ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଆରମ୍ଭ ହୋଇଥିବା ସମୟରେ କଳା ବିଭାଗରେ ପରୀକ୍ଷା ମାର୍ଚ୍ଚ ୮…
ଲଇକେରା ଓ କିର୍ମିରା ବ୍ଲକକୁ ସିଡୁଲ ବ୍ଲକ ମାନ୍ୟତା ଦାବି : ସମ୍ମିଳିତ ଆଦିବାସୀ ସଂଗଠନ ପକ୍ଷରୁ ଗଣଧାରଣା
ଝାରସୁଗୁଡା(ବିକ୍ରମ କେଶରୀ ମହାପାତ୍ର) :ଲଇକେରା ଓ କିର୍ମିରା ବ୍ଲକକୁ ସିଡୁଲ ବ୍ଲକ ମାନ୍ୟତା ଦାବି କରି ଜିଲ୍ଲା ସମ୍ମିଳିତ ଆଦିବାସୀ ସଂଗଠନ ପକ୍ଷରୁ ଦୁଇ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଆହୋରାତ୍ର ଗଣଧାରଣାରେ ବସିଛନ୍ତି। ଆଦିବାସୀମାନେ ଆଜି ସକାଳେ ବସଷ୍ଟାଣ୍ଡ ରେ ଥିବା ଗାନ୍ଧୀ…
ମୋଦି ସରକାରରେ ରାଜସ୍ୱ ବୃଦ୍ଧି ଅପେକ୍ଷା ଦେଶର ଉତ୍ପାଦନକୁ ଅଧିକ ଗୁରୁତ୍ୱ ଦିଆଯାଇଛି – ଧର୍ମେନ୍ଦ୍ର
ଡିଏସ୍ଏଫ୍ ଦ୍ୱିତୀୟ ବିଡ୍ ରାଉଣ୍ଡ ଅଧୀନରେ ୨୩ ଅନୁବନ୍ଧ କ୍ଷେତ୍ରର ଚୁକ୍ତିନାମା ସ୍ୱାକ୍ଷରିତ କାର୍ଯ୍ୟକ୍ରମ
ଉତ୍ପାଦନ ବଢିଲେ ଦେଶର ତୈଳ ନିର୍ଭରତା ହ୍ରାସ ପାଇବା ସହ ଦେଶର ଆବଶ୍ୟକତାକୁ ପୁରଣ କରାଯାଇପାରିବ
ଇଜ୍ ଅଫ୍ ଡୁଇଙ୍ଗ ବିଜିନେସକୁ ବାସ୍ତବିକ ରୂପ ଦେବାର ଆବଶ୍ୟକତା ରହିଛି…
ଓଡ଼ିଶା ଜୀବିକା ମିଶନରେ କାର୍ଯ୍ୟରତ ଏମ୍ବିକେ ଏବଂ ସିଆର୍ପିମାନଙ୍କ ପ୍ରୋତ୍ସାହନ ଭତ୍ତା ଶତପ୍ରତିଶତ ବୃଦ୍ଧି
ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସଂଘର କର୍ମକର୍ତ୍ତା ଓ ସଦସ୍ୟ
ଭୁବନେଶ୍ୱର(:ଶାସକପ୍ରଶାସକ) ଗୁରୁବାର ଦିନ ୧୦ ଘଟିକା ସମୟରେ ୟୁନିଟ୍-୬ସ୍ଥିତ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ କାର୍ଯ୍ୟାଳୟରୁ ଏକ ବିଶାଳ ଶୋଭାଯାତ୍ରାରେ ୫ ହଜାରରୁ ଊଦ୍ଧ୍ୱର୍ ଏମ୍ବିକେ, ସିଆରପି, ବ୍ୟାଙ୍କ…
ବିଜେଡିରେ ମିଶିଲେ ସମ୍ବଲପୁର ମହାନଗର ନିଗମର ବିଜେପି କର୍ମୀ ଓ ପଶ୍ଚିମ ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ନେତୃମଣ୍ଡଳୀଙ୍କ…
ଭୁବନେଶ୍ୱର(ଶାସକ ପ୍ରଶାସକ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ପଶ୍ଚିମ ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ନେତୃମଣ୍ଡଳୀ, କର୍ମକର୍ତ୍ତା, ସମ୍ବଲପୁର ମହାନଗର…