Sign in
Sign in
Recover your password.
A password will be e-mailed to you.
ବିଶିଷ୍ଟ ପ୍ରତ୍ନତତ୍ୱବିତ ପଦ୍ମଶ୍ରୀ ଡ.ସତ୍ୟନାରାୟଣ ରାଜଗୁରୁଙ୍କ ପୁର୍ଣ୍ଣାବୟବ ପ୍ରତିମୂର୍ତ୍ତୀ ଉନ୍ମୋଚିତ
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ କୋର୍ଟ ଛକ ଠାରେ ଆଜି ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଜିଲ୍ଲା ପ୍ରଶାସନର ସହଯୋଗରେ ପାରଳାଖେମୁଣ୍ଡିର ଅନ୍ୟତମ ବରପୁତ୍ର ବିଶିଷ୍ଟ ରତ୍ନତତ୍ୱବିତ୍ ପଦ୍ମଶ୍ରୀ ଡ.ସତ୍ୟନାରାୟଣ…
ଲୋକଙ୍କୁ ସଚେତନ କରାଇବା ପାଇଁ ବାହାରିଲା ୧୪ଟି ରଥ
ଇଭିଏମ ଓ ଭିଭି ପାଟ ଉପରେ ଜିଲ୍ଲାପାଳଙ୍କ ସାମ୍ୱାଦିକ ସମ୍ମିଳନୀ ଏବଂ ସଚେତନତା ରଥର ଶୁଭାରମ୍ଭ
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆଗାମୀ ସାଧାରଣ ନିର୍ବାଚନ ବେଳେ ନୂତନ ଭାବେ ବ୍ୟବହାର ହେବାକୁ ଥିବା ଇଭିଏମ ଓ…
କେନ୍ଦୁଗୁଡା : ମହାସମାରୋହରେ ପାଳିତ ହେଲା ମା ଚଣ୍ଡୀଙ୍କ ପୂଜା |
ସିନାପାଲ୍ଲୀରୁ ନିରାକାର ମେହେର : ନୂଆପଡା ଜ଼ିଲ୍ଲା ସିନାପାଲି ବ୍ଲକରଐତିହାସିକ ତଥା ପାରମ୍ପରିକ ଚଣ୍ଡୀ ଦେବୀ ଉତ୍ସବ ମହାସମାରୋହରେ ପାଳିତ ହୋଇଥିଲା | ଭୋର 5 ଟାରୁ ରାତି 12ଟା ପର୍ଯ୍ୟନ୍ତ ପାଳିତ ହୋଇଥିଲା | ଛତିଶଗଡ଼, ବଲାଙ୍ଗୀର, ନବରଙ୍ଗପୁର, ଓ କଲାହାଣ୍ଡିର ମଧ୍ୟ ହଜାର ହଜାର…
ପାଇଖାନାରୁ ବି ଖାଇ ଯାଉଛନ୍ତି ଠିକାଦାର
ସ୍ୱଚ୍ଛ ଭାରତ ପାଇଖାନା ନିର୍ମାଣରେ ଅସ୍ଵଛତା
ସିନାପାଲ୍ଲୀରୁ ନିରାକାର ମେହେର : ଏ ଠିକାଦାର ଆଉ ଅଫିସର ମଧୁ ଚନ୍ଦ୍ରିକା ଏମିତି, ପାଇଖାନାରୁ ଭି ଖାଇଯାଉଛନ୍ତି | ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ତରଫରୁ ସମସ୍ତଙ୍କ ଘରେ ପାଇଖାନା ନିର୍ମାଣ ପାଇଁ ବ୍ୟବସ୍ଥା କରିଛନ୍ତି ସରକାର | ହେଲେ ଏହାର…
ଜଗତସିଂହପୁର ନିଖିଳ ଉତ୍କଳ ପାଟବୈଶ୍ୟ ସମାଜର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ
ତିର୍ତ୍ତୋଲ/ପାରାଦ୍ୱୀପ:ରମେଶ ମହାନ୍ତି -ଜଗତସିଂହପୁର ଜିଲ୍ଲା ନିଖିଳ ଉତ୍କଳ ପାଟବୈଶ୍ୟ ସମିତି ହରିହରପୁର(ଜଗତସିଂହପୁର)ଚକଲାର ବାର୍ଷିକ କାର୍ଯ୍ୟକାରିଣୀ ବୈଠକ ନିକଟସ୍ଥ ଠାକୁରପାଟଣା ଗ୍ରାମର ହରିହର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।ହରିହରପୁର ଚକଲାର ସଭାପତି ସୁବାସ ବେହେରାଙ୍କ…
ତିର୍ତ୍ତୋଲ ଅରଜଙ୍ଗ ଗ୍ରାମରେ ଅନେକ ନାଗସାପଙ୍କ ଆବିର୍ଭାବ,ଚାଲିଛି ପୂଜାର୍ଚ୍ଚନା
ତିର୍ତ୍ତୋଲ/ପାରାଦ୍ୱୀପ:ରମେଶ ମହାନ୍ତି -ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଅରଜଙ୍ଗ ଗ୍ରାମରେ ଅଚାନକ ଆଶ୍ଚର୍ଯ୍ୟ ଜନକ ଭାବେ ଏକା ସାଙ୍ଗରେ ଅନେକ ଗୁଡିଏ ନାଗସାପଙ୍କ ଆବିର୍ଭାବ ହେବା ପରେ ଚାଲିଛି ପୂଜାର୍ଚ୍ଚନା।ଗହୀର ମଝିରେ ଆଲୋକ ସଜ୍ଜା ସାଙ୍ଗକୁ ଭଜନ କୀର୍ତ୍ତନ,ଖାଦ୍ୟପେୟ ର…
ଅତୀତର ପରିଚୟ ଖୋଜୁଛି ପାଟପାଣି ଗାଁ : ମୌଳିକ ସୁବିଧା ଏଠି ସାତସପନ
କୋମନା(ଭାଗିରଥି ଭୋଇ)- ରାଜ୍ୟ ଏବଂ କେନ୍ଦ୍ର ସରକାର ଜଙ୍ଗଲୀ ଇଲାକାର ଲୋକଙ୍କ ପାଇଁ ଅନେକ ଯୋଜନା ତିଆରି କରି ସେମାନଙ୍କୁ ସାମାଜିକ ସୋତ୍ରରେ ସାମିଲ କରୁଥିବା କଥା କୁହନ୍ତି । କିନ୍ତୁ ବାସ୍ତବ ଚିତ୍ର ଟିକେ ଅଲଗା । ଆଜି ବି ଅନେକ ସ୍ଥାନ ଅଛି ଯେଉଁଠି ମୌଳିକ ସୁବିଧା ପାଲଟିଯାଏ ସାତସପନ ।…
କୋମନା ରେ ଟଙ୍କା ଲୁଟ ଉଦ୍ୟମ,ଅଳ୍ପକେ ରକ୍ଷା ପାଇଲେ ବୃଦ୍ଧ
କୋମନା/ଭାଗିରଥି ଭୋଇ - କୋମନା ସହରରେ ଜଣେ ବୃଦ୍ଧ ଲୁଟରୁ ଅଲ୍ପକେ ବର୍ତି ଯାଇଛନ୍ତି । ସେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ରୁ ୮୦ ହଜାର ଟଙ୍କା ଆଣୁଥିବା ବେଲେ ଏଭଳି ଘଟଣା ଘଟିଛି । ସୂଚନା ଅନୁସାରେ କୋମନାର ଧୁରନ୍ଧର ନାଏକ ଟଙ୍କା ଉଠାଇ ଆସୁଥିବା ବେଲେ ଦୁଇ ଜଣ ବାଇକ ଆରୋହୀ ଟଙ୍କା ଝାମ୍ପି…
ଜନ୍ମ ନେଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର : ରାଜ୍ୟରେ ଆଉ ଏକ ବିଶ୍ୱବିଦ୍ୟାଳୟ ଜନ୍ମ ନେଇଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଲଗା କରି ପୃଥକ ଭାବେ ରାଜ୍ୟ ସରକାର ଗଢିଛନ୍ତି କଳାହାଣ୍ଡି ବିଶ୍ୱବିଦ୍ୟାଳୟ । ଆଜି ଉଚଶିକ୍ଷା ବିଭାଗ ପକ୍ଷରୁ ଏଥି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଶ୍ୱବିଦ୍ୟାଳୟ ଭବାନୀପାଟଣା…
ଫିନୋଲାକ୍ସ କମ୍ପାନୀର ମେକାନିକ କର୍ମଶାଳା
ସୋହେଲା(ଶାସକପ୍ରଶାସକ)-ସୋହେଲାରେ ଆଜି ଫିନୋଲାକ୍ସ ପିଭିସି ପାଇପ କଂପାନୀ ତରଫରୁ ଏକ ମେକାନିକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଦୀପକ ଏଂଟରପ୍ରାଇଜର୍ସ ତରଫରୁ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଫିନୋଲାକ୍ସ କଂପାନୀ ଓଡିଶା ମୁଖ୍ୟ ରଜନୀକାନ୍ତ ବିଶ୍ୱାଲ ଓ ପଶ୍ଚିମ ଓଡିଶା ମୁଖ୍ୟ…