ପିଲାଙ୍କୁ ପଢ଼ାଯିବ ଅଭିନନ୍ଦନଙ୍କ କାହାଣୀ 

 ଓ୍ଵିଙ୍ଗ  କମାଣ୍ଡର ଅଭିନନ୍ଦନଙ୍କ କାହାଣୀ ପାଠ୍ୟକ୍ରମରେ ସାମିଲ କରିବାକୁ ରକାଷ୍ଠ ସରକାରଙ୍କ ନିଷ୍ପତ୍ତି  ଜୟପୁର : ନିଜର ଅଦମ୍ୟ ବୀରତ୍ୱ ଆଉ ଅପ୍ରତିମ ଦେଶପ୍ରେମର ପରିଚୟ ଦେଇଥିବା ହିରୋ  ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସମ୍ପର୍କିତ କାହାଣୀ ସ୍ଥାନିତ ହେବ ପାଠ୍ୟକ୍ରମରେ | ଏ ବିଷୟ…

ମୁଖ୍ୟମନ୍ତ୍ରୀ ପରଘର ତିଅଣରେ ଅତିଥି ସତ୍କାର କରୁଛନ୍ତି, ଓଡିଆ ଲୋକଙ୍କୁ ନଠକି ବିତର୍କକୁ ଆସନ୍ତୁ  –…

   ଧର୍ମେନ୍ଦ୍ରଙ୍କ ପ୍ରଶ୍ନ     ସବୁ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଶ୍ରୁତି କୁଆଡେ ଗଲା  ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୃଷ୍ଟି ଯୋଜନା  ପ୍ରତିଶ୍ରୁତି କେତେ ବାଟରେ ଅଛି ?  ଭୂମିହୀନଙ୍କୁ ଜାଗା କିଣି ଆବାସ ସୁରକ୍ଷା ଯୋଗାଇଦେବା ପାଇଁ ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା   କାଳିଆ…

ପଂଚାୟତିରାଜ ଶାସନ ବ୍ୟବସ୍ଥା ପ୍ରତି ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ : ସାଂସଦ ଶ୍ରୀ ଜେନା

ଜିଲ୍ଲାସ୍ତରୀୟ ପଂଚାୟତିରାଜ ଦିବସ ପାଳିତ  ବାଲେଶ୍ୱର,(ଉଜ୍ଜ୍ୱଳ କର) : ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ପଂଚାୟତିରାଜ ଦିବସ ସମାରୋହ-୨୦୧୯ ଅନୁଷ୍ଠିତ  ହୋଇଯାଇଛି । ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ…

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ବଲାଙ୍ଗୀର ଗସ୍ତ : ଶକ୍ତି ସମାବେଶରେ ବିପୁଳ ସମାଗମ

ବଲାଂଗୀର:  ଆଜି ମୁଖ୍ୟମନ୍ତ୍ରୀ ନବିନ ପଟନାୟକ ଦିନିକିଆ ବଲାଂଗିର ଗସ୍ତରେ ଆସି  ମିଶନ ଶକ୍ତି ସମାବେଶରେ ସାମିଲ ହୋଇଥିଲେ ।  13 ହଜାର ସ୍ବୟଂ ସହାୟକ ଗୋଷ୍ଠୀର 60 ହଜାର ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ ସାମିଲ କରିବାକୁ ଘୋଷଣା କରିଛନ୍ତି ।  ଘର କୋଣରେ ରହୁଥିବା ମହିଳା ଏବେ…

ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରୁ ଛୁଆ ଚୋରି

ଚିକିତ୍ସାଧିକାରୀ କହିଲେ " ଆମ କର୍ମଚାରୀଙ୍କ କିଛି ଦୋଷ ନାହିଁ, ପରିବାରଲୋକଙ୍କ ଅସାବଧାନତା ଯୋଗୁ ଘଟିଛି"  ପାଟଣାଗଡ଼ :  ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଚିକିତ୍ସାଳୟରୁ ବୁଧବାର ପୂର୍ବାହ୍ନ ୧୧ଟାରେ ନବଜାତ ଶିଶୁପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ପାଟଣାଗଡ ପୋଲିସ ଖବର ପାଇ…

 ଲାଞ୍ଚ ନେଲାବେଳେ ଭିଜିଲାନ୍ସ ଖାପଚରେ ଆରଆଇ 

 ସୁନ୍ଦରଗଡରୁ ହୋରାଚାନ୍ଦ ଦେଉରିଆ  : ଆଜି ଭିଜିଲାନ୍ସ ଖାପଚ ରେ ପଡ଼ି଼ଛନ୍ତି ଜଣେ ଲାଞ୍ଚୁଆ ଆରଆଇ | ଜଣେ ଲୋକ ଠାରୁ ୮୦୦୦ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ରେଡ ହାଣ୍ଡ ଧରିଛି | ଅଭିଯୁକ୍ତ ଆରଆଇଙ୍କ ନାମ  ସୁଧୀର ନାଏକ | ଡୁମାବାହଲ ଆର ଆଇ ଥିବା ସୁଧୀର ଜମି ବାଡ଼ି ଇନକ୍ୱାରୀ…

ଶୁଭାରମ୍ଭ ହେଲା “ଘରେ ଘରେ ଶଙ୍ଖ” କାର୍ଯ୍ୟକ୍ରମ

ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜୟନ୍ତୀ  ବାଲେଶ୍ୱର,(ଉଜ୍ଜ୍ୱଳ କର) : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ ତମ ଜୟନ୍ତୀ ବିଜୁ ଜନତା ଦଳ ବାଲେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ପାଳିତ ହୋଇ ଯାଇଛି । ବାଲେଶ୍ୱର ବିଧାୟକ ଜୀବନ ପ୍ରଦୀପ ଦାଶଙ୍କ…

ଧର୍ମେନ୍ଦ୍ର ଓ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଲା ବାଲେଶ୍ୱର ବିଜେପି 

  ପ୍ରଶାନ୍ତି ଓ ହଳଦିଆ ଏକ୍ସପ୍ରେସ ବାଲେଶ୍ୱରେ ରହଣି ଦାବି ହେଲା ପୁରଣ ବାଲେଶ୍ୱର,(ଉଜ୍ଜ୍ୱଳ କର ): ବହୁ ପ୍ରତୀକ୍ଷିତ ଶ୍ରୀ ସତ୍ୟସାଇ ପ୍ରଶାନ୍ତି ନିଲାୟମ-ହାୱଡା ଏକ୍ସପ୍ରେସ, ହଳଦିଆ-ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ ଓ ପୁରୁଳିଆ-ଭିଲ୍ଲୁପୁରମ ଏକ୍ସପ୍ରେସ ବାଲେଶ୍ୱରରେ ରହଣି ଦାବିକୁ…

 ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ଅନୁଷ୍ଠିତ 

ନୂଆପଡ଼ା:  ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ…

ବିଜେଡ଼ିକୁ ଜୋରସା ଝଟକା ଧୀରେ ସେ…..

ଶଙ୍ଖ ଛାଡି ପଦ୍ମ ଧରିଲେ ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ପ୍ରସନ୍ନ ପାଢ଼ୀ  ନୂଆପଡ଼ା(ଅମିତ ପୁରୋହିତ) :  ସ୍ଥାନୀୟ ପୁଲିସ ପଡିଆ ରଙ୍ଗ ମଚଂରେ ବିଜେପିର ମିଶ୍ରଣ ପର୍ବ ରେ ନୂଆପଡ଼ା ଜିଲ୍ଲା ବିଜେଡି ପୂର୍ବତନ ଜିଲ୍ଲା ସଭାପତି ତଥା ଜିଲ୍ଲା ଓଳିଲ ସଂଘ ସଭାପତି ପ୍ରଶନ୍ନ କୁମାର ପାଢୀ…