Sign in
Sign in
Recover your password.
A password will be e-mailed to you.
ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି କୋଭିଡ କେନ୍ଦ୍ର
ଘର ମଧ୍ୟରୁ ୬ ସିଲିଙ୍ଗ ଫ୍ୟାନ ସହିତ ଅନେକ ସାମଗ୍ରୀ ଉଭାନ
ଓଡ଼ଗାଁ,୧୮।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ନିର୍ମାଣ ହୋଇଥିବା କୋଭିଡ କେନ୍ଦ୍ରର ମୁଖ୍ୟ ଦ୍ବାରାରେ ଏବେ ତାଲା ଝୁଲି ଥିବା ବେଳେ ଝରକା କାଚ ଭାଙ୍ଗି ସେଠାରେ…
ବିବାଦୀୟ ସ୍ଥାନରେ ମାଟି ନପକାଇ ନିର୍ମାଣ ନକରିବାକୁ ଭାଲିଆଡିହି ଗ୍ରାମବାସୀଙ୍କୁ ତହସିଲଦାରଙ୍କ ସତର୍କ ନୋଟିସ୍,
ଓଡ଼ଗାଁ,୧୮।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରଙ୍ଗଣୀପାଟଣା ଛକ ଠାରୁ ସୁନାମୁହିଁ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପାଣ୍ଡେରିପଡା ପଞ୍ଚାୟତ ଦେଓଗାଁ ଶ୍ମଶାନ ଓ ବିଦ୍ୟାଳୟ ପରିସର ବିବାଦୀୟ ପ୍ଳଟ ଉପରେ ଭାଲିଆଡିହି ଗ୍ରାମବାସୀ ବେଆଇନ୍ ଭାବେ ମାଟି ପକାଇଥିବା…
ଭଞ୍ଜନଗର ଆରମ୍ଭ ହେଲା କୃଷି ଯନ୍ତ୍ରପାତି ମେଳା
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିୟନ୍ତ୍ରଣ ବଜାର କମିଟି ପଡିଆରେ ଗୁରୁବାର ୧୮ ତାରିଖ ୨୦୨୫ ଡିସେମ୍ବର ଦିନ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ ହୋଇଯାଇଛି। ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମାଶଙ୍କର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
କେନ୍ଦୁଝର ମହିଳା ମହାବିଦ୍ୟାଳୟର ଅତିଥି ଆଧ୍ୟାପିକାଙ୍କର ଅସ୍ୱାଭାବିକ ମୃତ୍ୟୁ।
ହତ୍ୟା ଆରୋପରେ ଗିରଫ ହୋଇ ଜେଲ ଗଲା ଜିଲ୍ଲା ଟ୍ରକ ମାଲିକ ସଂଘ କୋଷାଧ୍ୟକ୍ଷ ରୁଦ୍ର ମିଶ୍ର।
କେନ୍ଦୁଝର,ତା୧୮/୧୨- କେନ୍ଦୁଝର ମହିଳା ମହାବିଦ୍ୟାଳୟର ଅତିଥି ଆଧ୍ୟାପିକା ପ୍ରିୟଙ୍କା ଦାଶ(୨୪)ଙ୍କର ଅସ୍ୱାଭାବିକ ମୃତ୍ୟୁ ନେଇ ହଇଚଇ ସୃଷ୍ଟି ହୋଇଛି। ବେକରେ ଚିହ୍ନ ଦେଖି ହତ୍ୟା ଅଭିଯୋଗ…
ଗଜପତି ମହୋତ୍ସବ – ୨୦୨୫ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ମହୋତ୍ସବ-୨୦୨୫କୁ ନେଇ ଆଜି (ଗୁରୁବାର ) ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ମୁନୀନ୍ଦ୍ର ହୋନନାଗାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଏକ ପ୍ରସ୍ତୁତି ବୈଠକ…
ଚଇତି -ଇଡିତାଲ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ,ପ୍ରଶାସନିକ ଏକାଦଶ ବିଜୟ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି ): ଗୁଣପୁର ୧୮/୧୨() ଗୁଣପୁର ଚଇତି ଇଡ଼ତାଲ ମହୋତ୍ସବ ଅବସରରେ ସ୍ଥାନୀୟ ମିନିଷ୍ଟାଡିୟମରେ ପ୍ରଶାସନିକ ଏକାଦଶ ଓ ସାମ୍ବାଦିକ-ଓକିଲ ମଧ୍ୟରେ ଅନୁଷ୍ଠିତ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚରେ ପ୍ରଶାସନିକ ଏକାଦଶ ଦଳ ୧୧ ରନରେ ବିଜୟ ହାସଲ କରିଥିଲେ।…
ବନବିଭାଗ ପକ୍ଷରୁ କାଠ ବୋଝେଇ ଟ୍ରକ ଜବତ l
କେନ୍ଦୁଝର,ତା୧୮/୧୨- ଘଟଗାଁ ରେଞ୍ଜ୍ ଢେଙ୍କିକୋଟ ଜଙ୍ଗଲ ସେକସନ ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥ ବିଜାନାଳୀ ଛକ ନିକଟରେ ବନ ବିଭାଗ ଏକ କାଠ ବୋଝେଇ ଟ୍ରକକୁ ଜବତ କରିଛି l କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚଡି ଧନରାଜ ନିର୍ଦ୍ଦେଶରେ ଘଟଗାଁ ରେଞ୍ଜର ସରୋଜ କୁମାର ମିଶ୍ର, ବନପାଳ ବିଶ୍ୱ ମୋହନ…
ନ୍ୟାସନାଲ୍ ହେରାଲ୍ଡ ମାମଲାରେ କଂଗ୍ରେସର ନୈତିକ ବିଜୟ ହେଲା।
କେନ୍ଦୁଝର ଜିଲ୍ଲା କଂଗ୍ରେସ ପକ୍ଷରୁ ଗାନ୍ଧୀମୂର୍ତ୍ତୀ ତଳେ ଧାରଣା।
କେନ୍ଦୁଝର,ତା୧୮/୧୨- କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କେନ୍ଦୁଝର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ମହାତ୍ମା ଗାନ୍ଧୀ ମୂର୍ତ୍ତୀ ତଳେ ଏକ ପ୍ରତିବାଦ ଧାରଣା ଆୟୋଜିତ ହୋଇଥିଲା।ନ୍ୟାସନାଲ୍ ହେରାଲ୍ଡ ମାମଲାରେ…
ବାଲ୍ୟବିବାହ ର ୧୦୦ ଦିନିଆ ସକ୍ରିୟତା ଉପରେ ଜିଲ୍ଲା ସ୍ତରୀୟ ଏକ ଦିନିଆ ତାଲିମ ଶିବିର ଅନୁଷ୍ଠିତ
ନବରଙ୍ଗପୁର ତା ୧୮.୧୨.୨୦୨୫: ଆଜି ମିଶନ ଶକ୍ତି ଗୃହରେ ଆସୋସିଏସନ ଫର ଭୋଲୁଂଟାରୀ ଆକ୍ସନ ତରଫରୁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ ତତ୍ୱାବଧାନ ଏବଂ ଚାଇଲଡ ରାଇଟ୍ସ ଆସୋସିଏଟ ସୌରଭ ଉପାଧ୍ୟାୟଙ୍କ ଆୟୋଜନରେ ସି ଏମ ପି ଓ ଏବଂ ପି ଏଲ ଭି ସହ ସମ୍ପୃକ୍ତ ବିଭାଗୀୟଙ୍କୁ ନେଇ ଆଜି ୧୦୦ ଦିନିଆଁ…
କବିତା ସଂକଳନ ” ଲତାଗିରି ବନଗିରି ” ପୁସ୍ତକ ଉନ୍ମୋଚିତ
ତା ୧୭.୧୨.୨୦୨୫ ବୁଧବାର କବି ଦୀନବଂଧୁ ବେଜ ଙ୍କ କବିତା ସଂକଳନ ଲତାଗିରି ବନଗିରି ୭ମ ପୁସ୍ତକ ମେଳା, ଭୁବନେଶ୍ଵର ଠାରେ ପାଠକାର୍ପଣ ହୋଇ ଯାଇଛି।ଏହା କବିଙ୍କର ଦ୍ୱିତୀୟ ସଂକଳନ ଏହା ପୂର୍ବରୁ ତମସା ତୀରେ କବିତା ସଂକଳନ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଏବର ବାଲେଶ୍ଵର ସାଂସଦ ସମ୍ମାନୀୟ…