Sign in
Sign in
Recover your password.
A password will be e-mailed to you.
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ‘ଅରୁଣିମା-୨୦୨୬’ କାର୍ଯ୍ୟକ୍ରମ: ୬୩୩ ଜଣ ମେଧାବୀ…
ମହିଳା ସଶକ୍ତିକରଣ ଓ ଜୀବିକା ସମ୍ପର୍କିତ କର୍ମଶାଳାରେ ଯୋଗଦେଲେ ୫୩୮ ଚାଷୀ ଏବଂ ୩୪୫ ମହିଳା
ବ୍ରହ୍ମପୁର, ୧୭ ଫେବୃଆରୀ ୨୦୨୬: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍ଏଫ୍) ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ‘ଅରୁଣିମା-୨୦୨୬’ କନକ୍ଲେଭର ୮ମ ସଂସ୍କରଣରେ ଆର୍ôଥକ…
ସମାରୀ ତାଙ୍ଗୁଲ ବିଜେଡିର ଜିଲା ମହିଳା ସଭାନେତ୍ରୀ
ରୁ ସୁରେନ୍ଦ୍ର କୁମାର ବେମାଳ : ରାଜ୍ୟ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆଦେଶକ୍ରମେ ମାଲକାନଗିରି ଜିଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଶେଷ ହୋଇଛି। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଚୟନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ…
ସୋଆ ଆଇବିସିଏସ୍ ପକ୍ଷରୁ “କେନ୍ଦ୍ର ବଜେଟ୍ -୨୦୨୬” ଉପରେ ଏକ ସ୍ୱତନ୍ତ୍ର ସେମିନାର ଆୟୋଜିତ
ଭୁବନେଶ୍ୱର, ଫେବୃଆରୀ ୧୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପୁ୍ୟଟର ଷ୍ଟଡିଜ୍ (ଆଇବିସିଏସ୍) ପକ୍ଷରୁ ଫେବୃଆରୀ ୨ ତାରିଖରେ ‘କେନ୍ଦ୍ର ବଜେଟ୍ -୨୦୨୬’ ଉପରେ ଏକ ସ୍ୱତନ୍ତ୍ର ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରିଜର୍ଭ…
କାଲିମେଳା ଦୈନିକ ବଜାରରେ ଶୌଚାଳୟ ନିର୍ମାଣ ଦାବୀ ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା କାଲିମେଳା ମୁଖ୍ୟ ଦୈନିକ ବଜାରରେ ଶୌଚାଳୟ ନିର୍ମାଣ ଦାବୀ । ଜିଲ୍ଲାର ଭାତହାଣ୍ଡି କୁହାଯାଉଥିବା କାଲିମେଳା ବ୍ଲକ ର ମୁଖ୍ୟ ଦୈନିକ ବଜାରରେ ନାହିଁ ଶୌଚାଳୟ ବ୍ୟବସ୍ଥା । ଏହି ଦୈନିକ ବଜାରରେ ପ୍ରତିଦିନ ଶତାଧିକ ଲୋକଙ୍କ ଗହଳି…
ସ୍ବତନ୍ତ୍ର ସରକାରୀ ଓକିଲଙ୍କୁ ଏସ୍ପିଙ୍କ ସମ୍ବର୍ଦ୍ଧନା
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ୧୭ /୨/୨୬: ଏକ ପୋକ୍ସ ମାମଲାର କରାଇବାରେ ସଫଳ ହୋଇଥିବା ସ୍ବତନ୍ତ୍ର ସରକାରୀ ଓକିଲ ଏସ ମହେଶ୍ଵରଙ୍କୁ ପ୍ରଶଂସା କରିବା ସହ ସମ୍ବର୍ଦ୍ଧନା ଜଣାଇଲେ ମାଲକାନଗିରି ଏସ୍ପି I ସୂଚନା ଥାଉକି ଜିଲ୍ଲାର କାଲିମେଳା ଥାନାରେ ପଞ୍ଜୀକୃତ ପୋକ୍ସ ମାମଲା…
ଭଗବାନପୁର ୟୁଥ୍ କ୍ଳବ୍ ପକ୍ଷ ରୁ ଅହୋରାତ୍ର କ୍ରିକେଟ୍ ଖେଳ ଆୟୋଜିତ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ଆନ୍ଦୋଳା ଗ୍ରାମ ପଞ୍ଚାୟତ ରେ ଭଗବାନପୁର ଠାରେ ଭଗବାନପୁର ୟୁଥ୍ କ୍ଳବ୍ ପକ୍ଷ ରୁ ଅହୋରାତ୍ର କ୍ରିକେଟ୍ ଖେଳ ଆୟୋଜିତ ହୋଇ ଯାଇଛି। ଏହି ଖେଳ ରେ ମୋଟ ଷୋଳ ଟି ଟିମ୍ ଅଂଶ ଗ୍ରହଣ କରିଥିଲେ। ଖେଳ କୁ ଅତିଥି ଭାବେ ଯୁବ ସମାଜ ସେବୀ…
ପୁରୀ ରଥଯାତ୍ରା ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨ୟ ସମୀକ୍ଷା ବୈଠକ ଅନୁଷ୍ଠିତ
ଶୃଙ୍ଖଳିତ ରଥଯାତ୍ରା ୨୦୨୬ ନେଇ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ
ଜନ ସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ୱ
ଭୁବନେଶ୍ୱର, ୧୭.୦୨. ୨୦୨୬: ଚଳିତ ୨୦୨୬ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବରେ ଅନୁଷ୍ଠିତ ହେବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…
ସିଙ୍ଗିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ପଂଚାୟତ ସିଙ୍ଗିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଏସ ଏମ ସି ସଭାନେତ୍ରୀ ରୋଜିତା ଗୌଡ଼ ଙ୍କ ଅଧ୍ୟକ୍ଷତା ରେ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି!ମୁନିଗାଡ଼ି ସରପଞ୍ଚ ସବିତା ସ୍ୱାଇଁ ପ୍ରଦୀପ ପ୍ରଜ୍ୱଳନ…
କଳାହାଣ୍ଡି ରେ ୟୁ ଜି ସି ବିଲ ସପକ୍ଷରେ ମୂଳନୀବାସୀ ବହୁଜନ ସମାଜର ରେଲି ଓ ସାଧାରଣ ସଭା
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ତା ୧୭/୦୨:- ଆଜି ଭବାନୀପାଟଣା ଠାରେ କେନ୍ଦ୍ର ସରକାରଙ୍କ ୟୁଜିସି ବିଲ ସପକ୍ଷରେ କଳାହାଣ୍ଡି ମୂଳନୀବାସୀ ବହୁଜନ ସମାଜର ବିଭିନ୍ନ ସାମାଜିକ ଓ ରାଜନୈତିକ ସଂଗଠନ ତରଫରୁ ଜିଲ୍ଲାପାଳ ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଙ୍କୁ ଦାବିପତ୍ର…
ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ସପ୍ତାହବ୍ୟାପୀ ଶୀତ କାଳୀନ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ସହ ଏକକ(ଉଭୟ ପୁରୁଷ ଓମହିଳା) ପକ୍ଷରୁ ଅୟୋଜିତ ସପ୍ତାହବ୍ୟାପୀ ଶୀତ ସ୍ଵତନ୍ତ୍ର ଶିବିର ଆଜି ପୋଷ୍ୟଗ୍ରାମ କେରାଣ୍ଡିର ମହାଦେବ…