ଜାତୀୟ ଗ୍ରାହକ ଦିବସ ପାଳିତ

Paralakhemundi/Balakrishna Panigrahi : ସ୍ଥାନୀୟ ସଂସ୍କୃତ ବିଦ୍ୟାଳୟ ପରିସରରେ ଜାତୀୟ ଗ୍ରାହକ ଦିବସ ପାଳିତ ହୋଇଯାଇଛି । ଏଥିରେ ଗ୍ରାହକ ପଞ୍ଚାୟତ ସଭାପତି ହରିମୋହନ ପଟ୍ଟନାୟକଙ୍କ ସଭାପତିତ୍ୱକରିଥିଲେ । କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଅଶୋକ କୁମାର ଖଟାଇ…

  ଅଟଳ ବିହାରୀ ବାଜପାୟୀ ଜୟନ୍ତୀ

ଝାରବନ୍ଧ(ସଦାନନ୍ଦ ବେହେରା):- ବରଗଡ଼ ଜିଲ୍ଲା, ଝାରବନ୍ଧ ପଞ୍ଚ।ୟତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପାୟୀଙ୍କ 94ତମ ଜୟନ୍ତୀ, ଶ୍ରୀ ଲମ୍ବୋଦର ପଣ୍ଡାଙ୍କ ନେତୃତ୍ୱ ରେ ପାଳନ କରାଯାଇଛି।  ଏହି ସଭାରେ ଜିଲ୍ଲା ପରିଷଦ ଶ୍ରୀମତୀ କୁମୁଦୀନ ସାହୁ, ସରପଞ୍ଚ ଶ୍ରୀମତୀ, ଧନମତି…

ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ନେତୃତ୍ୱରେ ବିଜେଡିରେ ଯୋଗଦାନ

ବଲାଙ୍ଗୀର/ ନିରୋଜ ମିଶ୍ର : ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ଦେଓଗାଁ ବ୍ଳକର ବିଭିନ୍ନ ଅଞ୍ଚଳ ଗସ୍ତ କାର୍ଯ୍ୟକ୍ରମ ସମୟରେ କୁଲତାପଡା ଗ୍ରାମ ପଞ୍ଚାୟତରେ ବରିଷ୍ଠ  ନେତୃବୃନ୍ଦ ନବୀନ  ସରକାରଙ୍କ ଲୋକାଭମୁଖି କାର୍ଯ୍ୟକ୍ରମ ଓ ଅର୍କେଶଙ୍କ ନେତୃତ୍ୱକୁ ସ୍ୱାଗତ ଜଣାଇ ବିଧିବଧ ଭାବରେ…

ଗୁଣୁପୁର ବ୍ରାହ୍ମଣ ସମାଜର 2ୟ ନଗର ସମ୍ମିଳନୀ

ଗୁଣପୁରରୁ ସିଦ୍ଧାର୍ଥ ଦାଶ : ରାୟଗଡା ଜିଲ୍ଲା ଗୁଣପୁର ଠାରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ସୂଚୀ ଅନୁଯାଇ ଗତକାଲି ଗୁଣୁପୁର ବ୍ରାହ୍ମଣ ସମାଜର 2ୟ ନଗର ସମ୍ମିଳନୀ ଏବଂ ବଣଭୋଜି କାର୍ଯ୍ୟକ୍ରମ ଖୁବ ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା।   ଏଥିରେ ପନ୍ଦର ଶହ ରୁ ଉର୍ଦ୍ଧ୍ବ ବ୍ରାହ୍ମଣ ମାନଙ୍କର ସମାଗମ…

ବଜ୍ର କାପ୍ତା ଚୋରା ଚାଲାଣ: 2 ମହିଳାଙ୍କ ସମେତ ୫ ଗିରଫ

ଗୁଣପୁରରୁ ସିଦ୍ଧାର୍ଥ ଦାଶ ‬: ବଜ୍ର କାପ୍ତା ଚୋରା ଚାଲାଣ କରୁଥିବା ବେଳେ ଗୁଣପୁର ପୋଲିସ 2 ମହିଳା ଙ୍କ ସମେତ ୫ ଜଣ ଙ୍କୁ  ଗିରଫ କରିଛି । ଗିରଫ 5 ଜଣ ଙ୍କୁ ପୋଲିସ ବନ ବିଭାଗ କୁ ହସ୍ତାନ୍ତର କରିଛି । ସେମାନଙ୍କ ନିକଟ ରୁ 5 ଟି ମୋବାଇଲ , ଗିଟିୟେ କାର , 3 ଟି ମୋନି ପର୍ସ ଓ ଗୋଟିଏ ଏଟିଏମ…

ଏମିତି ଚାଲିଛି ଧାନ ମଣ୍ଡି

ନୂଆପଡା/ପ୍ରିୟବ୍ରତ ପଣ୍ଡା : କରଙ୍ଗାମାଲ ସେବା ସମବାୟ ସମିତି ଏଇଠି ଧାନ ମଣ୍ଡି ଚାଲିଛି ।ରାସ୍ତା ରେ ଚାଷୀ ଧାନ ରଖି ଅପେକ୍ଷା ରେ ।ଗମନା ଗମନ ରେ ହେଉଛି ଅସୁବିଧା । ତା ସହିତ କିଛି ଚାଷୀ ମିଲର ମାନଙ୍କ ଦ୍ୱାରା କୁଇଣ୍ଟାଲ ପିଛା ୩ କିଲୋଗ୍ରାମ କଟନୀ ହେଉଥିବା ଅଭିଯୋଗ କରିଛନ୍ତି। ଶୀତ ରେ…

ଏମିତି ନଳକୂଅ, କେତେ ଦାୟିତ୍ବହୀନ ବିଭାଗ 

 ନୂଆପଡା /ପ୍ରିୟବ୍ରତ ପଣ୍ଡା ,କୋମନା ବ୍ଲକ ର ସିଙ୍ଗାରି ଗ୍ରାମ ଏଇଠି ଦୃଶ୍ୟ ଟିକେ ଅଲଗା ।ନଳକୂପ ଅଛି ହେଲେ ଚାନ୍ଦିନୀ ନାହିଁ ।ରାସ୍ତା ରେ ଭାସୁଛି ପାଣି କାଦୁଅ ସାଧାରଣ ରେ ବିଭାଗୀୟ ଅଧିକାରୀ ଙ୍କ ଏତାଦୃଶ କାର୍ଯ୍ୟ କୁ ନେଇ ଅସନ୍ତୋଷ ଦେଖାଦେଇଛି।

କଲେଜ ସାମନାରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହିଚ ହାଚ : ଛୁରାମାଡ଼ରେ ଛାତ୍ର ଗୁରୁତର 

ନୟାଗଡରୁ ବିଶ୍ୱଜିତ ନାୟକ   ନୟାଗଡ କଲେଜ ସାମନାରେ  ଆଜି ଅପରାହ୍ନରେ ଛୁରାମାଡ଼ ଘଟଣା ଘଟିଛି | ଛୁରାମାଡ଼ ହୋଇଥିବା ଛାତ୍ରଙ୍କ ନାମ ପ୍ରକାଶ ବେହେରା | ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଥିବା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ଘଟିଥିବା ଜଣାପଡିଛି | ପ୍ରକାଶଙ୍କ ଅଭିଯୋଗ…

ତୁର୍ଲା ଗ୍ରାମରେ  ମା ଲଷ୍ମୀ ପୂଜା  

ଝାରବନ୍ଧ ରୁ ସଦାନନ୍ଦ ବେହେରା ଝାରବନ୍ଧ, ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ତୁର୍ଲା ଗ୍ରାମରେ, ସମ୍ପାଦକ ସତ୍ୟ ମାଝୀ ଓ ସୁବାଷ ସାହୁ ଙ୍କ ସଭାପତିତ୍ୱରେ ମା ଲଷ୍ମୀ ପୂଜା  ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଏହାକୁ ଆହୁରି ମନୋରଞ୍ଜନ କରିବା ପାଇଁ କବାଡି ପ୍ରତିଯୋଗିତା ମଧ୍ୟ କରାଯାଇଛି…

ମୟୂରଭଞ୍ଜବାସୀଙ୍କ ନିମନ୍ତେ ଖୁସି ଖବର 

ବାରିପଦା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ଖୁବ ଶୀଘ୍ର ପୁନଃ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ବାରିପଦା (ଦିଲ୍ଲୀପ ମହାନ୍ତି ):- ମୟୂରଭଞ୍ଜବାସୀ ତଥା ଆର୍ବାନ ବ୍ୟାଙ୍କର ଜମାକାରୀମାନଙ୍କ ନିମନ୍ତେ ଖୁସୀର ଖବର । ବାରିପଦା ଆର୍ବାନ କୋ-ଅପରେଟିଭ ବ୍ୟାଙ୍କରେ ଜମାକାରୀମାନଙ୍କର ଜମା ରାଶି ଖୁବ…